Loading...

ମୂଖ୍ୟମନ୍ତ୍ରୀ ଙ୍କୁ କଣ ପାଇଁ ପଦ୍ମ ଦେଲେ ଏହି ମହିଳା । କଣ ପାଇଁ ? ସୋସିଆଲ ମିଡିଆରେ ଭାଇରାଲ – ସେୟାର କର

Loading...
0 172

ଆମ ଓଡିଶା ଏକ ବହୁତ ଅଦ୍ଭୁତ ରାଜ୍ୟ ଭାବେ ପରିଚିତ ଅଟେ କାରଣ ଆମେ ଆଜି ଆପଣ ଙ୍କୁ କହିବା ପାଇଁ ଜାଉଛୁ । ଆଗ ସମୟ ରେ ବହୁତ ଲୋକ ଆମ କଳା ଓ ସଂଷ୍କୃତୀ ର ପ୍ରଚାର କରୁଥାନ୍ତି ଏହାର ଆପଣ ବହୁତ ଭଲ ଭାବେ ଜାଣିଥିବେ । କିନ୍ତୁ ଲାଗୁଛି କି ଏବେକା ସମୟ ରେ ଆମ ରାଜ୍ୟ ର ମୂଖ୍ୟ ମନ୍ତ୍ରୀ ଏହି ସଂଷ୍କୃତୀ କୁ ନିଜ ପାଖରେ ନେଇ ବୁଲିବାରେ ଲାଗିଛନ୍ତି ।

ଆପଣ ମାନେ ସୁଣି ବହୁତ ଆଶ୍ଚର୍ଯ୍ୟ ହେବେ କି ଏହି କିଛି ଦିନ ତଳେ ଏକ ଜନ ସଂପର୍କଦାୟକ ଯାତ୍ରା ରେ ଗୋଟିଏ ମହିଳା ଆମ ମୂଖ୍ୟ ମନ୍ତ୍ରୀ ଙ୍କୁ ଏପରି ଭାବେ ଗୋଲାପ ଦେଇଥିବାର ସୁଣା ଯାଇଛି ।

କିନ୍ତୁ ଏହି କଥା ର ସତ୍ୟତା କଣ ଆମେ ଆପଣଙ୍କୁ ଆଜି କହିବା ପାଇଁ ଜାଉଛୁ । ଏହି ଫୋଟ ରେ ଦେଖି ପାରୁଥିବା ମହିଳା ଜଣଙ୍କ ହେଲେ ବିଜୁ ଜନତା ଦଳ ର ଜଣେ ବଡ ସମର୍ଥକ । ଓ ଏପରି ବେଳେ ଆପଣ ତ ବହୁତ ଭଲ ଭାବେ ଜାଣିଥିବେ ।

କି ବିଜୁ ଜନାତା ଦଳ ର ଚିହ୍ନ ହେଲା ସଂଖ । କିନ୍ତୁ ଏପରି ବେଳେ ଏହି ମହିଳା ଜଣ ଙ୍କ ଆମର ଶ୍ରୀ ନବିନ ବାବୁଙ୍କୁ ଗୋଟିଏ ଲାଲ ପଦ୍ମ ଫୁଲ ଦେଇଥିଲେ । ତାଙ୍କର ସମ୍ମାନ ପାଇଁ । କିନ୍ତୁ ଏହି ଫୋଟ କୁ ବହୁତ ପରମାଣ ରେ ଭାଇରଲ କରାଯାଉଛି । ସୋସିଆଲ ମିଡିଆ ରେ କି ଏହି ମହିଳା ଜଣଙ୍କ ନବିନ ବାବୁ ଙ୍କୁ ଗୋଟିଏ ଗୋଲାପ ଦେଉଥିବାର । ଆପଣ ଏହି ଫୋଟ କୁ ବହୁତ ଭଲ ଭାବେ ଦେଖି ପାରୁଥିବେ ।

ଏହି ଫୋଟ କୁ କୈଣସି ଏକ ବ୍ୟକ୍ତି ଭାଇରଲ କରିବା ପାଇଁ ଏହି ଫୋଟ କୁ ଏଡିଟ କରିବା ସହିତ ସୋସିଆଲ ମିଡିଆ ରେ ଭାଇରଲ କରାଇଛି ବୋଲି ଜଣା ପଡିଛି ।

ଏପରି କଥା କୁ ନେଇ ବର୍ତ୍ତମାନ ସମୟ ରେ ବିରୋଧୀ ଦଳ ର ଲୋକ ମାନେ ବହୁତ କଥା କହିବାରେ ଲାଗିଛନ୍ତି । ଯେପରି କି । ଲାଗୁଛି କି ଏହି ମହିଳା ଜଣଙ୍କ ମୂଖ୍ୟମନ୍ତ୍ରୀ ଙ୍କୁ ବହୁତ ପସନ୍ଦ କରନ୍ତି ।

ଏହି ପରି ଭାବେ ବହୁତ କଥା ଲଖା ଥିବା ବେଳେ ବିଜୁ ଜନତା ଦଳର ଲୋକ ମାନେ କହିଛନ୍ତି ଏହି ଫୋଟ ଟି ସଂମ୍ପର୍ଣ୍ଣ ଭାବେ ଆମ ମୂଖ୍ୟମନ୍ତ୍ରୀ ଙ୍କୁ ଫସାଇ ବା ପାଇଁ କିଏ ଜାଣି ସୁଣି ତିଆରି କରିଛି । ବୋଲି ଏହାର କୈଣସି ବି ମାନେ ରହିନାହିଁ କି ଏପରି କରିବା ମାନେ ମୂଖ୍ୟ ମନ୍ତ୍ରୀ ଙ୍କୁ ଅଲଗା ନଜରରେ ଦେଖିବା । ତେବେ ଏହା ବର୍ତ୍ତମାନ ସମୟ ରେ ପରିକ୍ଷା ରୁ ଜଣା ପଡିଛି କି ଏହା ପଛରେ ଫୋଟ ସଫ ର ହାତ ରହିଛି ।

Loading...
Loading...