Loading...

S400 ସହ ରୁସ ଦେଲା ଏହି ଶକ୍ତିଶାଳୀ ଗାଡି । ଯେଉଁ ଗାଡି ଏକ ଚାଲନ୍ତା ଟ୍ୟାଙ୍କ ସହ ସମାନ ଜାଣନ୍ତୁ

0 195

ଆମେ୍ ହେଉଛୁ ଭାରତୀୟ ଆମକୁ ଇଂରେଜ ମାନଙ୍କ କବଳ ରୁ ଛାଡ ମିଳିବାର ପ୍ରାୟ 78 ବର୍ଷ ହୋଇ ସାରିଛି । ତେଣୁ ଏପରି ବେଳେ ଆମ ଦେଶ ପ୍ରତି ବର୍ଷ ଅନୁଯାୟୀ କେତେ ପରିମାଣ ରେ ଗ୍ରୋ କରିଛୁ କି ଆପଣ ବିସ୍ବାଶ ବି କରି ପାରିବେନି । ତେବେ ଏହି ପରିସ୍ଥିତି ରେ ଆମ ଦେଶ ଯେତେ ପରିମାଣ ରେ ବିଜ୍ଞାନ କ୍ଷେତ୍ରରେ ଆଗକୁ ଜାଉଛି ଠିକ୍ ସେତିକି ପରିମାଣ ରେ ଟେକ୍ନୋଲଜି ରେ ବି ଆଗକୁ ଜାଉଛି ।

ଏହି ପରି ଭାବେ ଆପଣ ମାନେ ଜାଣି ଥିବେ କି ଏହି ଅକ୍ଟୋବର 5 ତାରିଖ ଋଷିଆ ସହିତ ଆମ ଭାରତ ର କିପରି ଭାବେ ଏକ ବଡ ଡିଲ ହେଲା ଓ ସେହି ଡିଲ ରେ ସେମାନେ ଭାରତ କୁ ଏକ ବଡ ଶକ୍ତି ଶାଳି ଅସ୍ତ୍ର ଦେଇଛି ଯେଉଁ ଥିରେ ଶତୃ ଦେଶ ରୁ ଆସୁଥିବା ମିସାଇଲ କୁ ଆମ ଦେଶ ରେ ବି ରହି ଆଣେ ଧ୍ବସଂ କରି ପାରିବା ।

ଏପରି ବେଳେ ଜାମୁ କାସ୍ମୀର ବହୁତ ଦିନ ତଳେ ସେନା ରେ ବ୍ୟବହାର ହେଉଥିବା ଗାଡି ବହୁତ ଛଟ ଥିବାରୁ ଅନ୍ୟ ଦେଶ ର ସନ୍ୟ ମାନେ ଏପରି କି ଆତଙ୍କ ବାଦୀ ମାନେ ବି ସହିଜ ରେ ଏହି ଗାଡିକୁ ଉଡାଇ ଦେୁଥିଲେ । ଏପରି କି ଏଇଥି ପାଇଁ ବହୁତ ଲୋକ ଙ୍କର ଜୀବନ ଏଥି ପାଇଁ ଜାଉଥିଲା ।

ହେଲେ ଏହି କିଛି ଦିନ ତଳେ ଋଷିଆ ରୁ ପୁଣି ଏକ ଗାଡି ର ଡେଲିଭରି କରିବା ପାଇଁ କୁହାଯିବା ପରେ ସେମାନେ ଏପରି ଗୋଟିଏ ଗାଡି ର ଡେଲିଭରି ଦେଇଥିଲେ କି ସେହି ଗାଡି ଟି ସଂମ୍ପୂର୍ଣ୍ଣ ଭାବେ ବୁଲେଟ ପୃଫ ହୋଇଛି । ଓ ଏହା ସହିତ ଆଗ ସମୟ ରେ ଥିବା ଛୋଟ ଗାଡି ଗୁଡିକ ଢିପ ଖାଦ ରେ ପଡିବା ହେତୁ ସେ ଗୁଡିକୁ ବ୍ୟବହାର ରେ ସଠିକ ମନ ଥିବାର ଜଣା ପଡିଥିବା ବେଳେ ।

ଏହି ଗାଡି ଜାହାର ନାମ ସେପା ଭେକେଲ ରହିଛି ଏବେ ବହୁତ କାର୍ଯ୍ୟ ରେ ଆସୁଛି । ତଥା ଏହା ଆର ଡି ଏକ୍ସ ପୃଫ ଓ ବୁଲେଟ ପୃଫ ସହିତ ଏହି ଗାଡି ର ଉଚତା ପ୍ରାୟ 12 ଫୁଟ ହୋଇଛି । ଏହା ଦୁନିଆଁ ର ସବୁଠୁ ଶକ୍ତି ଶାଳି ଭେକେଲ ଭାବରେ ପରିଚିତ ବି ରହିଛି ।

ଏହି ଗାଡି ଯେକୈଣସି ବି ସ୍ଥାନ କୁ ଜିବା ପାଇଁ ବହୁତ ସଖ୍ଯମ ରହିଥିବା ବେଳେ ଏହା ଋଷ ଠାରୁ ନିଆଯାଇଛି ଏପରି ବି ଆମେ ଜାଣିଛୁ କି ଋୁଷ ଆମକୁ ବହୁତ ସପକ୍ଷ ରେ ନେଇଥାଏ । ଆଜି କାଲି ବି ବହୁତ ଅସ୍ତ୍ର ଶସ୍ତ୍ର ଯେଉଁ ଗୁଡିକୁ ଭାରତୀୟ ସେନା ରେ ବ୍ୟବହାର କରାଯାଏ ସେଥି ରେ ବହୁତ ପରିମାଣ ରେ ଋ, ସାମିଲ ରହିଛି ।

Loading...
Loading...