Loading...

100 ରୁ 150 କିମି ବେଗରେ ପବନ ବହିପାରେ । ମାଡି ଆସୁଛି ତିତିଲି ସାବଧାନ ର ଘଣ୍ଟି ବଜାଇଲେ ରାଜ୍ୟ ସରକାର । ଧ୍ବସଂ ରୂପ ଧାରଣ କରି ସାରିଛି

Loading...
0 261

ଭୟଙ୍କର ରୂପ ଧାରଣ କରିଛି ତିତିଲି । କଣ ଆପଣ ଜାଣିଛନ୍ତି କି କେତେ ପରିମାଣ ରେ ଓଡ଼ିଶା ଉପରେ ପ୍ରଭାବ ପକାଇବ ଏହି ତିତିଲି । ପ୍ରଥମେ ଜାଣି ନେବା ଏହି ତିତିଲି କଣ ଓ ଏହି ବାତ୍ୟା କୁ କାହିଁକି ତିତିଲି ବୋଲି କୁହାଯାଇଛି । ଏହାର ଫଳ ଆଜ୍ଞା ଏହା ହେଉଛି ଆନ୍ଧ୍ର ପ୍ରଦେଶ ର ଗୋଟିଏ ସ୍ଥାନ ଯହାର ନାମ ତିତିଲି ଅଟେ ଓ ଏହି ସ୍ଥାନ ରେ ହିଁ ଏହି ବାତ୍ୟା ପ୍ରଥମେ ପହଁଚିବ ।

ତେଣୁ ଏହାର ସ୍ଥାନ ଉପରେ ଏହି ବାତ୍ୟା ର ନାମ ରଖା ଜାଇଛି । ଏହା ତ ବହୁତ ଭଲ ଭାବେ ଜାଣି ଥିବେ କି କେନ୍ଦ୍ରୀୟ ବୋଙ୍ଗପ ସାଗରରେ ଏହି ଲୁଘୁଚାପ ର ସୃଷ୍ଚି ହୋଇଥିବା ବେଳେ ଏବେ ଏହି ଲଘୁଚାପ ବାତ୍ୟା ର ମୋଡ ନେଇଛି ଓ ଏହା ସହିତ ଏପରି ବି ଜଣା ପଡିଛି । ଏହି 10 ଚାରିଖ ସନ୍ଧ୍ୟ ରେ ଓଡ଼ିଶା ର ଉପକୂଳ ଛୁଇଁ ବାର ରହିଛି ।

ଯଦି ଏହା ଆମ ଓଡ଼ିଶା ଅଭିମୁଖେ ଆସିଥାଏ ତେବେ ପାଣି ପାଗ ବିଭାଗ କହିଛନ୍ତି କି ଏହା ଖାସ କରି ଏହି ପାଞ୍ଚଟି ଜିଲ୍ଲା ଉପରେ ପ୍ରଭାବ ପକାଇବ ବୋଲି ସେମାନେ କହିଛନ୍ତି । ଏହା ସହିତ ଏହା ବି ଜଣା ପଡିଛି କି ଗଞାମ ,ଗଜପତି, କେନ୍ଦ୍ରା ପଡା ପୁରୀ ଓ ଜଗତସଂହ ପୁର ଠାରେ ଏହାର କରାଳ ଦୃଶ୍ୟ ଦେଖିବା ପାଇଁ ପଡିବ ।

ଏହା ସହିତ ଏହି ବାତ୍ୟା ର ଗତି କୁ ଗ୍ରାଫ କରି ନଲସ୍କୁଲ ନାମକ ଏକ ସଂସ୍ଥା ତିତିଲି ର ସଂମ୍ପୂର୍ଣ୍ଣ ଭାବେ ବର୍ଣ୍ଣନା କରିଛି ବୋଲି ବିଷେଶ ସୂତ୍ର ରୁ ଜଣା ପଡିଛି ବାଲେଶ୍ବର ଉପରେ କିଛି ପରିମାଣ ରେ ପଡିବ ପ୍ରଭାବ । ବର୍ତ୍ତମାନ ସମୟ ରେ ଏହା ଘଣ୍ଟା ପ୍ରତି 10 ରୁ 12 କିଲୋ ମିଟର ଆସୁଥିବା ବେଳେ ଏବେ ଜଣା ପଡିଛି କି ଏହାର ଗତି ବହୁତ ତିବ୍ର ହେଉଛି ଓ ଏହା ସହିତ ଏହା ବର୍ତ୍ତମାନ 500 କିଲୋ ମିଟର ଦୂର ରେ ରହିଛି ।

ଏହା ସହିତ ଆମ ରାଜ୍ୟ ସରକାର ପ୍ରତ୍ୟେକ ଜିଲ୍ଲା ର ଜିଲ୍ଲା ପାଳଙ୍କୁ ବି ସୂଚନା ଦେବା ସହିତ ସତର୍କ ରହିବା ପାଇଁ ବି କହିଛନ୍ତି । ଏହା ଆସନ୍ତା 17 ଘଣ୍ଟା ମଧ୍ଯରେ ବାତ୍ୟା ର ରୂପ ନେବ ଓ ଏହା ସହିତ 150 ରୁ 250 କିଲୋ ମିଟର ପବନ ବହିବା ସହିତ ବହୁତ ସ୍ଥାନ ରେ ଭାରି ଯୋରରେ ବର୍ଷା ଓ ଏହା ସହିତ ବଜ୍ର ପାତ ହେବା ର ସମ୍ଭାବନା ରହିଛି ।

ମତ୍ସ୍ୟ ଜିବୀ ମାନଙ୍କୁ ସାଗର ମଧ୍ଯକୁ ପଠାଇବା କୁ ମନା କରା ଯିବା ସଂଙ୍ଗେ ସଂଙ୍ଗେ ଅତ୍ୟନ୍ତ ପୀଡିତ ଜିଲ୍ଲା ରେ ବାତ୍ୟା ଆଶ୍ରୟ ସ୍ଥଳୀ ରେ ସବୁ କିଛି ସରଞାମ ର ବ୍ୟବସ୍ଥା କରାଯାଇଛି । ତେବେ ବର୍ତ୍ତମାନ ସମୟ ରେ ଆପଣଙ୍କ ମନ ରେ ତିତିଲି କୁ ନେଇ କଣ ଚାଲିଛି । ଏମିତି ରେ ଆମ ରାଜ୍ୟ ସରକାର ଅନ୍ୟ ପରିସ୍ଥିତି ପାଇଁ ବହୁତ ସତର୍କ ରହିଛନ୍ତି । ରିଲିଫି ର ବି ଆୟଜନ କରିଛନ୍ତି ବୋଲି ଜଣା ପଡିଛି ।

Loading...
Loading...