Loading...

ଗାନ୍ଧିଜୀ ଙ୍କ କିଛି ଅଦ୍ଭୁତ ରୋମାନ୍ସ ଫୋଟ ଦେଖନ୍ତୁ ,ଜାହାକୁ ଦେଖି ଆପଣ ବି ବିଶ୍ବାସ କରି ପାରିବେନି । ସତ ନା ମିଛ

Loading...
0 554

ମୋହନ ଦାସ କରମ ଚାନ୍ଦ ଗାନ୍ଧୀ ଙ୍କ ତ ଆପଣ ବହୁତ ଭଲ ଭାବେ ଜାଣି ଥିବେ । ଯଦି ଆପଣ ଯାଣିନାହାନ୍ତି । ତେବେ ଆମେ ଆପଣ ଙ୍କୁ କହି ଦେଉଛୁ କି ଏହି ନାମ ଯାହାର କହିଲୁ ସେ ଆମ ଦେଶର ପିତା ଅଟନ୍ତି । ଓ ଆପଣ ଏହି ସମୟ ରେ ପଇସା ଉପରେ ଜାହାଙ୍କ ଫୋଟ ବି ଦେଖି ଥାଉ ସେ ହେଉଛନ୍ତି ଆମ ମହାତ୍ମା ଗାନ୍ଧୀ ।

ଆମେ ଜାଣିଛୁ କି ଆମ ଦେଶ କୁ ଏହି ମଣିଷ ହିଁ ଇଂରେଜ ମାନଙ୍କ କବଳ ରୁ ହିଁ ବାହାର କରାଇ ଥିଲେ । ଓ ଏହାବି 1947 ମସିହାରେ । ହେଲେ ଆମେ ଆଜି ମହାତ୍ମା ଗାନ୍ଧୀ ଙ୍କ କିଛି ଲୁପ୍ତ ହୋଇଥିବା କଥା ଉପରେ ଆଲୋଚନା କରିବା ସହିତ ତାଙ୍କର ଏପରି କିଛି ଫୋଟ ଦେଖେଇବା ପାଇଁ ଜାଉଛୁ । ଯେଉଁ ଥିରୁ ଆପଣଙ୍କୁ ଜଣା ପଡିବ କି ।

ଏହି ମୋହନ ଦାସ କରମ ଚାନ୍ଧ ଗାନ୍ଧୀ କିପରି ପ୍ରକାରର ମଣିଷ ଥିଲେ । ଆପଣ ମାନେ ଏହା ବି ଜାଣିଥିବେ କି ଏହି ମଣିଷ ହିଁ ଆମ ଦେଶ କୁ ବିନା ହିଂସା ରେ ଇଂରେଜ ମାନଙ୍କ କବଳ ରୁ ବାହାର କରିଥିଲେ ।

ଆଜିର କ୍ଷେତ୍ରରେ ଆମେ ଆମ ରାଷ୍ଟ୍ର ର ଜନକ ବୋଲି କହିଥାଉ । ଯେଉଁ ଦିନ ଠାରୁ ଗାନ୍ଧୀ ଜି ଆମ ଦେଶ ରେ ମଦ ର ଭଣ୍ଡାର ରହିବା ପାଇଁ ଦେଇ ନଥିଲେ । ଆମେ ସେହି ଦିନ ଠାରୁ ତାଙ୍କର ଜନ୍ମ ଦିନ ପାଳନ କରିଥାଉ ।

କିନ୍ତୁ ଏବେକା ସମୟ ରେ ତାଙ୍କ ପ୍ରତି ଲୋକ ମାନଙ୍କର ବହୁତ ଖରାପ ନଜର ରହିଛି । କି ମହାତ୍ମା ଗାନ୍ଧୀ ସେତେ ବେଳ ସମୟ ରେ କାହା ସହିତ ସମନ୍ଧ ରଖିଥିଲେ କି ନାହିଁ ।

ତେଣୁ ଖାସ କରି ସେଇଥି ପାଇଁ ଆମେ ଆଜି ଆପଣଙ୍କୁ କିଛି ଫୋଟ ଚିତ୍ର ଦେଖାଇବା ପାଇଁ ଜାଉଛୁ ଜାହାକୁ ଦେଖି ଆପଣ ହୁଏତ ବହୁତ ଆସ୍ଚର୍ଯ୍ଯ ହୋଇ ପାରନ୍ତି । କିନ୍ତୁ ହଁ ଆଜ୍ଞା ବର୍ତ୍ତମାନ ସମୟ ରେ ଏହି ପରି ହିଁ ଗାନ୍ଧି ଙ୍କୁ ସନ୍ଧେହ ର ଘେରକୁ ନିଆ ଯାଉଛି । ଆପଣ ଉପରେ ଥିବା କିଛି ଫଟ୍ଟ ଚିତ୍ର ତ ଦେଖି ପାରୁଥିବେ ।

ଆପଣ ଜାଣି ଆଶ୍ଚର୍ଯ୍ଯ ହେବେ କି ଏହି ଫୋଟକୁ ବର୍ତମାନ ,ସମୟ ରେ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ କରାଇ ବାରେ ଲୋକ ମାନେ ଲାଗିଛନ୍ତି । ଓ ଏପରି ବି କହୁଛନ୍ତି କି । ଏହି ଫୋଟ ଗୁଡିକ ସବୁ କିଛି ସତ ।

କିନ୍ତୁ ଏପରି ବେଳେ ଆମେ ଆପଣଙ୍କୁ ଜଣାଇ ଦେବା ପାଇଁ ଜାଉଛୁ କି ଏହା ଫୋଟ ଗୁଡିକ ସମ୍ପୂର୍ଣ୍ଣ ଭାବେ ମିଥ୍ୟା ଅଟେ । ଏହା ଗୋଟିଏ କୈଣସି ଲୋକ ର ସଡଜନ୍ତ୍ର ଅଟେ ଜାହା ଆପଣ ଦେଖି ଆଶ୍ଚର୍ଯ୍ଯ ହେବା ରେ ଲାଗିଛନ୍ତି । ଯଦି ଏପରି କିଛି ମହାତ୍ମା ଗାନ୍ଧି ଙ୍କ ସହିତ ସଂମ୍ପର୍କ ଥିଲା ତେବେ ଏହା ବହୁତ ଆଗରୁ ବାହାରି ପାରି ଥାନ୍ତା କିନ୍ତୁ । ଏହି ସମୟ ରେ କାହିଁକି ଥରେ ଭାବନ୍ତୁ ।

Loading...
Loading...