Take a fresh look at your lifestyle.

ସ୍କୁଲ ବାଥରୁମ ରେ ଝିଅ ମାନେ ଉଠାଇଲେ ଫୋଟ । ହୋଇଗଲା ଭାଇରଲ ।

0 94

ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ କି ସୋସିଆଲ କୈଣସି ସ୍ଥାନରେ ଝିଅଙ୍କ କାରନାମା କୁ ନେଇ କିଛି ବି କଥା ଭାଇରଲ ହୁଏ ନାହିଁ ଯେ ଆପଣ କହି ପାରିବେନି । କାରଣ ଝିଅ ମାନଙ୍କ କଥା । କିନ୍ତୁ ଏପରି କ୍ଷେତ୍ରରେ ଗୋଟିଏ ପୁଅ ପିଲା ର ଫୋଟ କେବେ ବିଭାଇରଲ ହୁଏ ନାହିଁ । ତେବେ କମୁନିକେସନ ପାଇଁ ଆଜିକାଲି ସୋସିଆଲ ମିଡିଆ ର ବ୍ୟବହାର ବହୁତ ପରିମାଣ ରେ ହେଉଛି ଏହାତ ଆପଣ ବହୁତ ଭଲ ଭାବରେ ଜାଣିଥିବେ ।

ତେବେ କିଛି ଏପରି ଘଟଣା ଘଟିଛି କି ଆପଣ ଦେଖି ଡରିଯିବେ । କିଛି ଦିନ ତଳେ ସ୍କୁଲ ର ଏହି ଦ୍ବୟ ଜୁବତୀ ମାନେ ବାଥରୁମ ଜାଇଥିବା ବେଳେ ସେମାନେ ଗୋଟିଏ ଫୋଟ କ୍ଲିକ କରିଥିଲେ । ଆପଣ ମାନେ ଏହି ଫୋଟ କୁ ବହୁତ ଭଲ ଭାବରେ ଦେଖି ପାରୁଥିବେ । ତେବେ । ସେମାନେ ଏହି ଫୋଟ କୁ କିଲ୍ଲ କରିବା ପରେ ସେମାନେ ଯେତେବେଳେ ଦେଖିଲେ ତ ସେମାନେ ବେହୋସ ହୋଇଯାଇଥିଲେ । କାରଣ କିଛି ଏପରି ଦେଖି ଥିଲେ କି ବହୁତ ଡ଼ରି ଜାଇଥିଲେ ।

,ସେମାନଙ୍କ କହିବା କଥାରୁ ଜଣା ପଡିଥିଲା କି ସେମାନେ ଯେତେବେଳେ ବାଥରୁମ ରେ ଥିଲେ ସେଠାରେ ତାଙ୍କ ଦ୍ବୟ ଙ୍କ ଛଡା କେହି ବି ନଥିବାର । କିନ୍ତୁ ସେମାନେ ଉଠେଇଥିବା ଫୋଟ ର ପଛରେ ଯେପରି କେହି ଜଣେ ରହିଛି । ତେବେ ତାହା କଣ କହି ସେମାନେ ବେହୋସ ହୋଇଯାଇଥିଲେ । ଆପଣ ମାନେ ଏହି ଫୋଟ କୁ ବହୁତ ଭଲ କରି ଦେଖନ୍ତୁ ତେବେ ଆପଣ ବି ଜାଣିପାରିବେ କି ସେମାନଙ୍କ ପଛରେ ଜଣା ପଡୁଛି କି ଯେପରି କେହି ରହିଛି ।

ତେବେ ତାହା କଣ ଅତୃପ୍ତ ଆତ୍ମା । କି ଆଉ କଣ ଏବେ ସ୍କୁଲ ର ପିଲା ମାନେ ବହୁତ ପରିମାଣ ରେ ଡରି କରି ରହିଛନ୍ତି । ଏହି ସମୟ ରେ ଏହି ଫୋଟ ସୋସିଆଲ ମିଡିଆ ରେ ବହୁତ ମାତ୍ରା ସେୟାର କରାଯିବାର ଜଣା ପଡିଛି । ଓ ଦୁନିଆ ର ବହୁତ ଲୋକ ମାନେ ବହୁତ ଖବର ମଧ୍ଯ ଏହି ଫୋଟ କୁ ନେଇ ଦେବାରେ ଲାଗି ପଡିଛନ୍ତି । ଓ ଏପରି ବି କିଛି ଲୋକ କହୁଛନ୍ତି କି ଏହା କୈଣସି ଅତୃପ୍ତ ଆତ୍ମା ନୁହେଁ ବରଂ ଏହାକୁ ଜାଣି ସୁଣି ଗୋଟିଏ ପ୍ରକାରର ଭାଇରଲ କରିବା ପାଇଁ ଏପରି ଭାବେ ଏହି ଫୋଟ କୁ ଉଠିବା ପାଇଁ ଏହି ଯୁବତୀ ମାନେ ଏପରି କରିଛନ୍ତି ବୋଲି ତେବେ ଆପଣ ଙ୍କ ମନ ରେ କଣ ରହିଛି ମତ ଏହି ଫୋଟ କୁ ନେଇ ଆପଣ ଆମ କମେଣ୍ଟ ବକ୍ସ ରେ ଜଣାନ୍ତୁ କିନ୍ତୁ ଏହା ସତ ବି ହୋଇ ପାରେ ।

Leave A Reply

Your email address will not be published.