Take a fresh look at your lifestyle.

ରାତିରେ ସୁଟିଂ ସେଟ ରେ ଏଲିନା ଙ୍କ ସହିତ ହୋଇଥିଲା କିଛି ଏପରି । ଜାଣିଲେ ଆଶ୍ଚର୍ଯ୍ଯ ହୋଇଯିବେ

0 130

ଏହି ଗତ କିଛି ଦିନ ମଧ୍ୟ ରେ ଏଲିନା ଯେପରି ଓଲିଉଡ ର ଗୋଟିଏ ରାଣୀ ସାଜିଛନ୍ତି ବୋଲି ଜଣା ପଡିଛି । ତେବେ ଆମେ ଯେଉଁ ଓଡ୍ଆ କଳାକାର ଙ୍କ ବିଷୟ ରେ କହିବା ପାଇଁ ଜାଉଛୁ ସେ ନିଜର କେରିଅର 2014 ମସିହା ରୁ ତରଙ୍ଗ ସିନେ ପ୍ରଡ୍କସ୍ନ ରୁ ହିଁ ଆରମ୍ଭ କରିଥିଲେ । ତାଙ୍କ ନୁଆ ଫିଲ୍ମ ଇସ୍କ ତୁ ହି ତୁ ରେ ସେ ଲୋକ ମାନଙ୍କ ମନକୁ କିଣି ପାରିଥିଲେ ଓ ଏପରି କି ବର୍ତ୍ତମାନ ସମୟ ରେ ସେ ଏକ ବଡ ହିରୋଇନ୍ ରୁପର ଦେଖା ଦିଅନ୍ତି ।

ତେବେ ଓଲିଉଡ ରେ ସେ ସମସ୍ତଙ୍କୁ ଏବେ ଟପି ସାରିଛନ୍ତି ଏହି 22 ବର୍ଷ ର ନାୟିକା ତେବେ ବର୍ତ୍ତମାନ ସମୟ ରେ ଚାଲିଥିବା ପିଲ୍ମ ପୁଣି ଥରେ ଇସ୍କ ରେ ବି ନାୟିକା ରୁପରେ ଦେଖା ଦେଇଥିଲେ ।

ଏହି ଫିଲ୍ମ ବି ଲୋକ ମାନଙ୍କୁ ବହୁତ ପରିମାଣ ରେ ଭଲ ଲାଗିଛି ବୋଲି ଜଣା ପଡିଛି । ତେବେ ଆମେ ଆଜି ଆପଣଙ୍କୁ ଏଲିନା କହିଥିବା କିଛି ଅଭୁଲା କଥା କହିବା ପାଇଁ ଆସିଛୁ । ଯେଉଁ ଥିରେ କି ଜଣା ପଡୁଛି କି ଏଲିନା ତାଙ୍କ ଫିଲ୍ମ ଇଣ୍ଟର୍ଷ୍ଟି କୁ କେତେ ପରିମାଣ ରେ ଭଲ ପାଆନ୍ତି ।

ତେଣୁ ଏହି କିଛି ଦିନ ତଳେ ଗୋଟିଏ ଟିଭି ଇନ୍ଟର୍ଭୁୟୁ ରେ ଜଣା ପଡିଥିଲା କି ଯେପରି କି ସେ ଯେତେ ବେଳେ ବିଳମ୍ବିତ ରାତ୍ରୀ ପର୍ଯ୍ଯନ୍ତ ସୁଟିଂ ସମୟ ରେ କିଛି ଲୋକାଲ ଟୋକା ତାଙ୍କୁ କମେଣ୍ଟ ମାରିଲେ ଓ ସୁଟିଂ ସେଟ ରେ ହଘ୍ଗାମା ମଚାଇ ଥିଲେ ସେହି ସମୟ ରେ । ତାଙ୍କ ଟିମ ବାହାର କୁ ଆସିଥିଲେ । ଏହି କଥା କୁ ଅଗକୁ ନ ବଢାଇ ବା ସହିତ । ଲୋକାଲ ଟୋକାଙ୍କୁ ବିତାଡିତ କରିଥିଲେ ।

ଏଲିନା ଙ୍କ ତାଙ୍କ ଟିମ କୁ ଏଥି ପାଇଁ ବହୁତ ଭଲ ପାଅାନ୍ତି । ତେବେ ଏହି ନୁଆ ଫିଲ୍ମ ର ତିଆରି ,ସମୟ ର ଏହି ଭିଡିଓ ରେ ସେ କହିଥିଲେ କି । ସେ ତାଙ୍କ ଟିମ କୁ ବହୁତ ଭଲ ପାଆନ୍ତି । କାରଣ ସେମାନେ ହିଁ ତାଙ୍କର ଏହି ଉପରକୁ ଉଠିବାର କାରଣ ବନିଛନ୍ତି । ଆଜି ଯେଉଁ ସ୍ଥାନ ରେ ବି ସେ ରହିଛନ୍ତି । ସେ ସେହି ସ୍ଥାନ ରେ ପହଞ୍ଚିବା ପାଇଁ ବହୁତ କଷ୍ଟ କରିଛନ୍ତି ।

ଏପରି କି ସେ ଅରବିନ୍ଦମ ଙ୍କୁ ବି ବହୁତ ପ୍ରସଂଶା ର ପାତ୍ର କରାଇ ଥିଲେ ଓ କହିଥିଲେ କି ଅରବିନ୍ଦମ ଙ୍କ ପାଇଁ ବି ମୁଁ ବହୁତ ଉପରକୁ ଉଠିଛି । ଏପରି କି ବହୁତ କ୍ଷେତ୍ରରେ ତାଙ୍କ ଟିମ ର ହାତ ରହିଛି ବୋଲି ସେ କହିଥିଲେ । ଏପରି କି ସୁଟିଂ ସେଟ ରେ ମହିଳା ଙ୍କୁ ବହୁତ ପରିମାଣ ରେ ସପୋର୍ଟ କରନ୍ତି । ଏପରି କି ଯେଉଁ ଝିଅ ବି ବିପଦ ରେ ଥାଏ ତେବେ ତାଙ୍କୁ ସାପୋର୍ଟ କରିବାରେ ଆମ ଟିମ ଆଗକୁ ବାହାରି ଥାନ୍ତି । ତେଣୁ ମୁଁ ବହୁତ ଖୁିସି କି ଏମିତି ଗୋଟିଏ ଟିମ ସହିତ କାର୍ଯ୍ଯ କରୁଛି ବୋଲି ।

ଏଲିନା ଙ୍କ ପରି ଅଭିନେତ୍ରୀ ଏହି ଟୋକା ଅଭଦ୍ରାମି ଖାତିର ନକରି ବହୁତ ପ୍ରସଂସାର ପାତ୍ର ବନିଯାଇଛନ୍ତି । କିନ୍ତୁ ଏପରି ଅବସ୍ଥା ରେ ଆପଣଙ୍କ ଅଞ୍ଚଳ କୁ ଯଦି କେବେ ଏହି ପରି ଓଡିଆ ଅଭିନେତ୍ରୀ ଆସନ୍ତି । ସୁଟିଂ ପାଇଁ ତାଙ୍କର ପ୍ରସଂଶା କରନ୍ତୁ ନା କି ତାଙ୍କୁ କମେଣ୍ଟ ମାରନ୍ତୁ ଓ ଯେତେ ମାତ୍ରା ରେ ପାରୁଛନ୍ତି ତାଙ୍କୁ ସପୋଟ୍ କରନ୍ତୁ ।

Leave A Reply

Your email address will not be published.