Take a fresh look at your lifestyle.

ନିଜ ଭଉଣୀ ନୁହନ୍ତି ତଥାପି ଅର୍ପିତାଙ୍କ ପାଇଁ ନିଜ ଜୀବନ ମଧ୍ୟ ଦେଇଦେବେ ସଲମାନ ଖାନ, ଜାଣନ୍ତୁ କାହିଁକି ।

0 120

ଆପଣ ମାନଙ୍କୁ ଆମର ପର୍ଟଲ କୁ ବହୁତ ବହୁତ ସ୍ହାଗତ କରୁଛୁ । ଏମିତି ରେ ଆଜିର କ୍ଷେତ୍ର ରେ ବଲିଉଡ ର ସଲମାନ ଖାନ୍ ଙ୍କୁ କିଏ ବା ନ ଜାଇଛି । ତେବେ କହିବା ପାଇଁ ଚାହିଁବୁ କି ବର୍ତମାନ ସମୟ ରେ ସେ ଜମେ ସୁପର ଷ୍ଟାର ରହିଛନ୍ତି ଓ ସେ ଅନ୍ୟ ପଟେ ନିଜର ସିନେମା ଜଗତ ର ପଦର୍ଶନପାଇଁ ବି ବେସ୍ ଚର୍ଚ୍ଚା ରେ ରହିଛନ୍ତି ବୋଲି ଜଣା ପଡ଼ିଛି । ଏମିତି ବେଳେ ତାଙ୍କୁ ବହୁତ ଲୋକ ମନେ ଉଦାର ହୃଦୟ ଓ ବହୁତ ସାହାଯ୍ୟ ମୟୀ ବି ବେଳେ ବେଳେ କହୁ ଥିବା ଜଣାଯାଏ ।

ଏମିତି ବେଳେ ବହୁତ କଳାକାର ମାନେ ତାଙ୍କୁ ଏଥି ପାଇଁ ଡରି ଥାନ୍ତି କି ତାଙ୍କ ସହିତ ସତୃତା କରିବା ମାନେ ତଳଚିତ୍ର ଜଗତ ରୁ ବିହାରି ଯିବା । ତେବେ ଆମେ ଆଜି କିନ୍ତୁ ତାଙକ ଭଉଣୀ ଅର୍ପିତ ଙ୍କ ବିଷୟ ରେ ଏଠାରେ ଆଲୋଚନା କରି୍ବା ପାଇଁ ଆସିଛେ । ଏମିତି ରେ ଆପଣ ମାନେ ଜାଣି ଥିବେ କି ଏହି କିଛି ଦିନ ହେବ ତାଙ୍କୁ ହରିଣ ମାରିବା ମାମଲା ରେ ଜେଲ ଦଣ୍ଡ ର ସୁଣାଣୀ ହୋଇ ଥିବା ବେଳେ ପରିବାର ର ସମସ୍ତ ଲୋକ ମାନେ ତାଙ୍କ ପାଖରେ ଛିଡା ହୋଇ ଥିଲେ

Image result for salman khan arpita

ତେବେ ଆପଣ ମାନଙ୍କୁ ସୁଣି ବହୁତ ଦୁଖଃ ଲାଗିବ କି ସେହି ସମୟ ରେ ତାଙ୍କ ଭଉଣୀ ଅର୍ପିତ ବହୁତ କାନ୍ଦି ଥିଲେ ଓ ତାଙ୍କ ପାଖରେ ଛିଡା ମଧ୍ୟ ହୋଇ ଥିବା ଜଣା ପଡ଼ିଛି ଏମିତି ବେଳେ ଯଦି ଅର୍ପିତା ଙ୍କ ବିଷୟ ରେ ଆପଣ ମାନଙ୍କୁ କହିବା ପାଇଁ ଚାହିଁବା ତେବେ ନିଶ୍ଚି ସଲମାନ ଖାନ ତାଙ୍କୁ ଗୋଟିଏ ଫୁଟପାଥ ରୁ ଆଣି ଆଜି ଏତେ ବଡ କରି ଛନ୍ତି । ଓ ତାଙ୍କ ର ସଠିକ୍ ଯତ୍ନ ମଧ୍ୟ ନେଇ ଛନ୍ତି ବୋଲି ଜଣା ଯାଏ । ଆମେ ଜାଣୁ ଆପଣ ମାନଙ୍କୁ କେବେ ବି ବିଶ୍ବସ ହେବ ନାହିଁ କିନ୍ତୁ ଏହା ସଂମ୍ପର୍ଣ୍ଣ ଭାବେ ସତ୍ୟ ଅଟେ କି ସଲମାନ ଖାନ ଅର୍ପିତ ଙ୍କୁ ଗୋଟିଏ ଫୁଟ ଫାଥ ରୁ ଆଣି ଥିଲେ ।

ତେବେ ତାଙ୍କର କାହାଣୀ ସୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ କହିବା ପାଇଁ ଚାହିଁବୁ କି 90 ଦଶକ ରେ ସେ ଗୋଟିଏ ଫୁଟ ଫାଥ ରେ ମାଆ ଓ ତାଙ୍କ ଝିଅ କୁ ନେଇ ଭିକ ମାଗୁ ଥିବା ଦେଖି ଥିଲେ ଓ ତାଙ୍କୁ କିଛି ଟଙ୍କୀା ଦେଇ ଥିଲେ ତେବେ ସେ ସେହି ବାଟ ଦେଇ ପୁଣି ଥରେ ଆସି ବା ବେଳେ ଦେଖିଲେ କି ସେହି ମହିଳା ମରି ଜାଇଛି ଓ ପିଲା ଟି ପାଖରେ ବସି କାନ୍ଦୁଛି ବୋଲି ତେବେ ସେ ସେଠାରୁ ତାଙ୍କୁ ନେଇ ଆସି ଥିଲେ ପରେ ତାଙ୍କ ପାଖରେ ରଖି ବଡ କରି ଥିଲେ । ତେବେ ସେ ବର୍ତମାନ ବଡ ହୋଇଛନ୍ତି ଏବେ ସେ ତାଙ୍କର ବିବାହ ଆୟୁଷ ଶର୍ମା ଙ୍କ ସହିତ କରିବେ ବୋଲି ଜଣା ପଡ଼ିଛି ।

Leave A Reply

Your email address will not be published.