Take a fresh look at your lifestyle.

ନିଜ ବ୍ୟକ୍ତିଗତ ସ୍ବାର୍ଥ ପାଇଁ ୧ କୋଟି ଟଙ୍କା ଦାନ କଲେ । ଅକ୍ଷୟ କୁମାର ଭାରତର ନାଗରୀକ ନୁହନ୍ତି ?

0 883

ବାତ୍ୟା ଫୋନିରେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିବା ଓଡିଶା ପାଇଁ ଛୁଟୁଛି ସହାୟତାର ସୁଅ । ବାତ୍ୟା ପୀଡିତଙ୍କ ପାଇଁ ସହାୟତାର ହାତ ବଢାଇଲେ ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୧ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି ଅକ୍ଷୟ । ଦେଶଭକ୍ତି ର ବ୍ୟକ୍ତିତ୍ବ ରଖିବାକୁ ଚାହୁଁଛନ୍ତି ତେଣୁ 1 କୋଟି ଟଙ୍କା ଓଡିଶା କୁ ଦେଇ ଦେଶଭକ୍ତି ର ଧ୍ୟ୍ୟାନ ଆର୍କଶଣ କରଛନ୍ତି

ତେବେ ଅସୁବିଧା ସମୟରେ ଅନ୍ୟମାନଙ୍କୁ ସାହାଯ୍ୟ କରିବା ଅକ୍ଷୟ କୁମାରଙ୍କ ପାଇଁ କିଛି ନୂଆ କଥା ନୁହେଁ । ପୂର୍ବରୁ ମଧ୍ୟ ସେ ଅନେକ ଲୋକଙ୍କୁ ସାହାଯ୍ୟ କରିଛନ୍ତି । ନିକଟରେ ପୁଲୱାମାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ବୀର ଯବାନଙ୍କ ପରିବାରଙ୍କୁ ୫ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ ବଲିଉଡର ଏହି ଲୋକପ୍ରିୟ କଳାକାର ।

କଣ ପାଇଁ ଅକ୍ଷୟ 1 କୋଟି ଟଙ୍କା ଦେଇଥିଲେ

ଗତ କିଚି ଦିନ ପ୍ରଧାନ ମନ୍ତ୍ରୀ ଙ୍କ ଇଣ୍ଟରଭିୟୁ ଦେଇ ଚର୍ଚାରେ ରହିଥିଲେ ଅକ୍ଷୟ କୁମାର । କିନ୍ତୁ ସେ ଭୋଟ ଦେବା ପାଇଁ ନ ଆସିବାରୁ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା ର ବିଷୟ ପାଲଟି ଥିଲା କିନ୍ତୁ କିଛି କଥା ମଧ୍ୟ ବାହାରକୁ ବାହାରିଥିଲା ଯେ ଭାରତରେ ରହୁଥିବା ଅକ୍ଷୟ କୁମାର ସେ ଭାରତ ର ନାଗରିକ ନୁହନ୍ତି ସେ ହେଉଛନ୍ତି କାନାଡା ର ନାଗରିକ ସହିତ ତାଙ୍କ ପାଖରେ କାନାଡା ର ପାସ୍ ପୋଟ ଅଛି । କିଛି ନ୍ୟୁଜ ମିଡିଆ କହୁଛନ୍ତି ଯେ ସେ ତାଙ୍କର ଦେସଭକ୍ତି ର ବ୍ୟକ୍ତିତ୍ବ ରଖିବାକୁ ଚାହୁଁଛନ୍ତି ତେଣୁ 1 କୋଟି ଟଙ୍କା ଓଡିଶା କୁ ଦେଇ ଦେଶଭକ୍ତି ର ଧ୍ୟ୍ୟାନ ଆର୍କଶଣ କରଛନ୍ତି

Image result for akshay kumar

ମାତ୍ର ନିକଟରେ ଅକ୍ଷୟ କୁମାର କାନାଡାରେ ନିଜ ଫ୍ୟାନ୍‌ଙ୍କ ସାମ୍ନାରେ ଦେଇଥିବା ଏକ ଭାଷଣକୁ ନେଇ ଅନେକ ତାଙ୍କୁ ସମାଲୋଚନା କରିବା ସହ ସୋସିଆଲ ମିଡିଆରେ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି। ଅକ୍ଷୟ କାନାଡାରେ ଏକ ଭାଷଣରେ କହିଛନ୍ତି,” କାନାଡା ମୋର ଫାଷ୍ଟ ହୋମ୍‌, ବଲିଉଡରୁ ସନ୍ୟାସ ନେବାପରେ କାନାଡାରେ ଆସି ରହିବି।” ପୂର୍ବରୁ ମଧ୍ୟ ଅନେକ ଥର ଅକ୍ଷୟଙ୍କ କାନାଡା ନାଗରିକତାକୁ ନେଇ ଅନେକ ପ୍ରଶ୍ନ ଉଠିଛି।ଆଉ ଏବେ ଅକ୍ଷୟଙ୍କ ଏହି କଥା ସେହି ବିବାଦକୁ ପୁଣିଥରେ ତାଜା କରିଛି।


ସୋସିଆଲ ମିଡିଆରେ କେହି ଅକ୍ଷୟଙ୍କୁ ଦୋଶଦ୍ରୋହୀ କହିଛନ୍ତି ତ ଆଉ କେହି କାନାଡା ମାତାକି ଜୟ ବୋଲି କହିଛନ୍ତି। ଏମିତି କି ଆଉ ଜଣେ କହିଛନ୍ତି ଏହାକୁ ବୋଧହୁଏ କୁହାଯାଇଥାଏ ଦେଶଭକ୍ତ। ଅନ୍ୟପଟେ କାନାଡାରେ ଅକ୍ଷୟ ଦେଇଥିବା ଭାଷଣକୁ ଅନେକ ଥର ସେୟାର କରାଯିବା ସହ ଭିନ୍ନ ଭିନ୍ନ କମେଣ୍ଟ ବି ଆସୁଛି। ଏନେଇ ଏ ଯାଏଁ ଅକ୍ଷୟଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Leave A Reply

Your email address will not be published.