ନିଜ ରୋଷେଇ ଘରରୁ ଏହି ୩ଟି ଜିନିଷ ଦିଅନ୍ତୁ ନାହିଁ ନହେଲେ ହୋଇଯିବେ ଲକ୍ଷ୍ମୀ ଛଡା

ନିଜ ରୋଷେଇ ଘରରୁ ଏହି ତିନୋଟି ଜିନିଷ ଦିଅନ୍ତୁ ନାହିଁ ନ ହେଲେ ହୋଇଯିବେ ଲକ୍ଷ୍ମୀ ଛଡ଼ା :- ପ୍ରାଚୀନ କାଳରୁ ହିଁ ମହିଳାମାନେ ରୋଷେଇଘରେ କାମ କରିଆସିଛନ୍ତି । କାରଣ ମହିଳାମାନେ ହିଁ ଘରର ଗୃହ ଲକ୍ଷ୍ମୀ ହୋଇଥାନ୍ତି।ସେମାନେ ରୋଷେଇ ଘରରେ ଖାଇବା ତିଆରି କରିବା କରିବା ସମୟରେ ସେଥିରେ କିଛି ଜିନିଷ ମିଶେଇ ଦେଇଥାନ୍ତି।ଯେଉଁ ଦ୍ଵାରା ଶରୀରର ଲୋକ ମାନେ ହୃଷ୍ଟ ପୃଷ୍ଠ ହୋଇଥାନ୍ତି ।

ରୋଷେଇ ଘରେ ଏମିତି କିଛି ଜାଗା ଅଛି ଯେଉଁଠାରେ ମାଆ ଅର୍ଣ୍ଣପୂର୍ଣା ଆଉ ଲକ୍ଷ୍ମୀ ବାସ କରିଥାନ୍ତି।ଘର ଚଲେଇବା ପାଇଁ ଯାହା ସବୁ ଧନ ଦରକାର ତାହା ସବୁ ମାଆ ଲକ୍ଷ୍ମୀଙ୍କର କୃପାରୁ ଆସିଥାଏ ।

ଅର୍ଥାତ ରୋଷେଇ ଘରକୁ ସବୁବେଳେ ସଫାସୁତାର ରଖିବା ଦରକାର।ଖାଇବା ବନେଇବା ବେଳେ ଆଉ ଖାଇବା ବନେଇବା ପରେ ଆମକୁ କିଛି କଥାର ବିଶେଷ ରୂପରେ ଧ୍ୟାନ ଦେବାକୁ ପଡିଥାଏ ।

ଯଦି ଆମେ ଏ ସବୁ ଉପରେ ଧ୍ୟାନ ନ ରଖିବା ତେବେ ଆମ ଉପରେ ଏହାର ଗମ୍ଭୀର ପ୍ରଭାବ ପଡିପାରେ।ଅଯଥା ପରିସ୍ଥିରେ ଆମ ପରିବାର ପଡିପାରେ।ଶାସ୍ତ୍ର ଅନୁସାରେ ରୋଷେଇ ଘର ସବୁବେଳେ ସଫାସୁତରା ରହିବା ଆବଶ୍ୟକ । କାରଣ ଏହି ରୁମରୁ ହିଁ ସବୁ ଆଡକୁ ପୋଜେଟିଭ ଆଉ ନେଗେଟିଭ ଶକ୍ତି ପ୍ରଭାହିତ ହୋଇପାରେ ।

ରାତିରେ ରୋଷେଇଘର ସଫାକରି ସରିବା ପରେ ଗୋଟିଏ ବାଲଟି ପାଣି ଆଣି ରଖନ୍ତୁ । ଘରେ ସୁଖ ଶାନ୍ତି ବଜାଇ ରଖିବା ପାଇଁ ଗାଧୁଆ ଘରେ ନୀଳ ରଙ୍ଗର ବାଲଟି ଆଉ ମଗ ରଖିବା ଦରକାର।ରାତିରେ ଶୋଇ ସାରିବା ପରେ ଗାଧୁଆ ଘରେ ବାଲଟିରେ ପାଣି ଭର୍ତି କରି ରଖନ୍ତୁ।ରାତିରେ ଶୋଇବା ପୂର୍ବରୁ ଅଇଁଠା ବାସନ ଧୋଇକି ଶୋଇବା ଦରକାର ଅର୍ଥାତ ରୋଷେଇ ଘରକୁ ସଫା ସୁତରା ରଖିବା ଦରକାର ।

ଯଦି କେବେ କେବେ ସଫା କରିବାକୁ ସମୟ ନହେଉଛି ତେବେ ଖାଲି ଧୋଇଦେଇ ରଖିଦିଅନ୍ତୁ।ତାପରେ ସକାଳୁ ଧୋଇ ଦେବେ।କିନ୍ତୁ ସବୁବେଳେ ବାସନକୁ ଧୋଇକି ହିଁ ଶୋଇବେ ନ ହେଲେ ଏ ଅଭ୍ୟାସ ଆପଣକୁ କାଙ୍ଗାଳ କରିଦେବ।ସୂର୍ଯ୍ୟ ଅସ୍ତ ପରେ ଏହି ତିନୋଟି ଜିନିଷ କାହାକୁ ବି ଦିଅନ୍ତୁ ନାହିଁ ତାହା ହେଲା କ୍ଷୀର,ଦହି,ପିଆଜ ।

ଯଦି ଆପଣ ଏମିତି କରିବେ ତେବେ ଆପଣଙ୍କ ଘରର ଲକ୍ଷ୍ମୀ ଆପଣଙ୍କୁ ଛାଡି ଚାଲି ଯିବେ।ଏହା ବ୍ୟତୀତ ବିଛଣା ଉପରେ ବସି ଖାଇବା ଭଲ ନୁହଁ।ଏହା ଦ୍ଵାରା ଋଣ ହେବାର ସମ୍ଭାବନା ବଢିଯାଏ । ଘରର ପାଇପକୁ କଦାପି ଖୋଲା କରି ରଖନ୍ତୁ ନାହିଁ।ଅଥବା ପାଣିର ଖରାପ ବ୍ୟବହାର କରନ୍ତୁ ନାହିଁ।ଏହା ଦ୍ଵାରା ଧନ ଆଉ ସ୍ୱାସ୍ଥ୍ୟ ସମ୍ବଧିୟ ସମସ୍ୟା ସୃଷ୍ଟି ହୋଇଥାଏ ।

ତା ସହିତ ଝାଡୁ ପୁଛାକୁ କେବେ ଖୁଲା ସ୍ଥାନରେ ରଖନ୍ତୁ ନାହିଁ।କାରଣ ଏହା ଘରକୁ ଆସୁଥିବା ଭଲ ଶକ୍ତିକୁ ନଷ୍ଟ କରିଦିଏ।ତା ସହିତ ଝାଡୁକୁ କେବେ ରୋଷେଇ ଘରେ ରଖିବାର ଭୁଲ କରିବେ ନାହିଁ।କାରଣ ଏହା ଦ୍ଵାରା ମଣିଷ ଗରିବ ହୋଇଯାଏ।ଏହା ଥିଲା ରୋଷେଇ ଘରକୁ ନେଇ ଜଡିତ କିଛି ତଥ୍ୟ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।