ନିଜ ସ୍ବାମୀ ସହିତ ହନିମୁନ ଯିବା ସମୟରେ ସାଙ୍ଗରେ ନିଜ ମା ଙ୍କୁ ମଧ୍ୟ ନେଇଯାଇଥିଲେ । ତା ପରର ଘଟଣା ଯାହା ହେଲା

ଆପଣ ମାନେ ଜାଣିଥିବେ ମନୁଷ୍ୟ ଜୀବନରେ କେତେବେଳେ ଦୁଖ ଏବଂ କେତେବେଳେ ଯନ୍ତ୍ରଣା ଆସିବ ତାହା କହିହେବ ନାହିଁ । କାରଣ ଏହି ବ୍ୟସ୍ତବହୁଳ ଦୁନିଆରେ ମନୁଷ୍ୟ ପ୍ରତିମୁହୂର୍ତ୍ତରେ ସୁଖ ଏବଂ ଦୁଖଃର ସମ୍ମୁଖୀନ ହେଉଛି । ସମସ୍ତେ ଖୁସି କୁ ପାଇବା ପାଇିଁ ଚାହିଁଥାନ୍ତି କିନ୍ତୁ ସମୟ ଏମିିତି ଏକ ମୋଡ ନେଇଆସେ ଯାହା ଫଳେରେ ଖୁସି ଯାଗାରେ ଦୁଖ ହିଁ ଆସିଥାଏ ।

ଜଣେ ମହିଳା ଆଜି ସୋସିଆଲ ମିଡିଆରେ ନିଜର ବୈବାହିକ ଜୀବନକୁ ନେଇ ଏମିତି ଏକ ଦୁଖଦ ଘଟଣା ପ୍ରକାଶ କରିଛନ୍ତି ଯାହାକୁ ଜାଣିବା ପରେ ଆପଣଙ୍କର ମନରେ କୌଣସି ମା ପ୍ରତି ସ୍ନେହ୍ ଏବଂ ଭଲ ପାଇବା ରହିବ ନାହିଂ ।

ଆପଣ ମାନଙ୍କୁ କହିରଖୁଛୁ କି ଲୋରେନ୍ ଓ୍ବାଲ୍ ନାମ୍ନୀ ନାମକ ଜଣେ ମହିଳା ଯିଏ ନିଜ ସ୍ବାମୀ ସହିତ ହନୁମୁନ ଯିବା ସମୟରେ ସାଙ୍ଗରେ ନିଜ ମା ଙ୍କୁ ମଧ୍ୟ ନେଇଯାଇଥିଲେ । ଆପଣ ମାନେ ଜାଣିଥିବେ ବିବାହ ପରେ ଦାମ୍ପତ୍ୟ ଜୀବନରେ ଗୋଟିଏ ଅଲଗା ପ୍ରକାର ଖୁସି ଆସିଥାଏ ସେମାନେ ।

ବିବାହ ସରିବା ପରେ ଖୋଲା ମନ ଏବଂ ହୃଦୟରେ ଦୂର ସ୍ଥାନକୁ ହନିମୁନ ପାଇିଁ ଯାଇଥାନ୍ତି ଯାହା ଲୋରେନ୍ ଓ୍ବାଲ୍ ଙ୍କ ଜୀବନ ରେ ଆସିଥିଲା । ଲୋରେନ୍ କହିଥିଲେ କି ତାଙ୍କ ବିବାହ ରେ ତାଙ୍କ ମା ଅନେକ ଟଙ୍କା ଖର୍ଚ୍ଚ କରିଥିଲେ ଏବଂ ବିବାହ ପରେ ଲୋରେନ୍ ବହୁତ ଖୁସିରେ ରହିଥିଲେ . ଲୋରେନ୍ ବିବାହ ପୂର୍ବରୁ ତାଙ୍କ ପାର୍ଟନର ସହିତ ରହୁ ଥିଲେ ।

ତେବେ ବିବାହ ର କିଛିଦିନ ପରେ ସେମାନେ ଲଣ୍ଡନ ପାଇିଁ ହନିମୁନରେ ବାହାରିଥିଲେ ଏବଂ ସାଥିରେ ନିଜ ମା ଙ୍କୁ ମଧ୍ୟ ନେଇଥିଲେ । କିନ୍ତୁ ହନିମୁନ ରାତିରେ ଲୋରେନ ପତି ଏବଂ ତାଙ୍କ ମା ଙ୍କ ମଧ୍ୟରେ ଏକ ଅଲଗା ପ୍ରକାର ଇତିହାସ୍ ଦେଖିବାକୁ ମିଳିଥିଲା ଯାହା ଦୁନିଆରେ କୌଣସି ମା କରିବା ପାଇିଁ ପ୍ରୟାସ କରେ ନାହିଁ ।

ଜୁଆଇିଁ ଏବଂ ଶାଶୁ ସେହି ରାତିରେ ଶାରିରୀକ ସମ୍ବନ୍ଧ ରଖିଥିଲେ , କିନ୍ତୁ ଏହା ଲୋରେନ ଙ୍କୁ ଜଣାପଡିଲା ନାହିଁ କିମ୍ବା ତାଙ୍କ ମଧ୍ୟରେ ଖୁସି ଆନନ୍ଦ ଦେଖି ସନ୍ଦେହ ମଧ୍ୟ ହେଲା ନାହିଁ କିନ୍ତୁ ମାସ ଟିଏ ବିତିବା ପରେ ଲୋରେନ ଙ୍କୁ ସମସ୍ତ ଘଟଣା ଜଣାପଡିଥିଲା ।

ଲୋରେନ ଙ୍କୁ ତାଙ୍କ ସ୍ବାମୀ ଛାଡି ଚାଲିଆସି ତାଙ୍କ ମା ସହିତ ରହିବାକୁ ଲାଗିଲେ ଏବଂ ମାତ୍ର 9 ମସା ପରେ ଲୋରେନ ଙ୍କ ମା ଜନ୍ମ ଦେଲା ଗୋଟିଏ ସନ୍ତାନ । ଆପଣ ମାନଙ୍କୁ ଏହା ଶୁଣି ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ଏହା ହିଁ ସତ୍ୟ । କାରଣ ସେମାନେ ହନୁମୁନ ରାତିରେ ଜ୍ବାଇଁଙ୍କ ଏବଂ ଶାଶୁ ମଧ୍ୟରେ ରହିଥିଲା ଅନୈତିକ ସମ୍ପର୍କ । ଏପରି ଗୋଟିଏ ଲଜ୍ଜ୍ୟାଜନକ ଘଟଣା ଘଟିବା ପରେ ଦୁନିଆରେ କୌଣସି ଝିଅ ନିଜ ମାର ଏପରି ଭୁଲ ପରେ କ୍ଷମା କରିପାରିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।