ନିଶ୍ଚୟ ଲଗାନ୍ତୁ ଏହିସବୁ ଗଛ, କେବେ ହେବନାହିଁ ଟଙ୍କାର ଅଭାବ।

ଗଛ ଆମ ପାଇଁ ଓ ପରିବେଶ ପାଇଁ କେତେ ଉପକାରୀ ଓ ଜରୁରୀ ଏଟେ ଏହି କଥା ସମସ୍ତଙ୍କୁ ଜଣା । ଯେମିତି ଗଛ ଆମ ଶରୀରୀ ପାଇଁ ଉପକାରୀ ହୋଇଥାଏ ସେମିତି ଗଛ ଆମ ବସ୍ତୁ ଦୋଷ କୁ ଦୂର କରିଥାଏ । କଥାରେ ଅଛି ଗୋଟିଏ ଗଛ ଲଗାଇବା ଗୋଟିଏ ପୁଅକୁ ଜନ୍ମ ଦେବା ଠାରୁ ବି ବଡ କର୍ମ ହୋଇଥାଏ । ଆଜି କାଲି ଗଛ ସଂଖ୍ୟା କମିଗଲାଣି ତେଣୁ ଗଛ ଲଗାଇବା ପାଇଁ ସଚେତନାତା ସୃଷ୍ଟି କରନ୍ତୁ।

ହିନ୍ଦୁ ଧର୍ମରେ ଯେମିତି ଦେବୀ ଦେବତାଙ୍କ ପୂଜା କାରାଯାଏ ଓ ତାଙ୍କ କୃପା ପ୍ରାପ୍ତ କରାଯାଏ ସେହି ପରି ଗଛ ଲତାଙ୍କର ମଧ୍ୟ ପୂଜା କାରାଯାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଆଖ ପାଖରେ ଗଛ ନାଲାଗାଇବା ଦ୍ଵାରା ଘରେ ରହୁଥିବା ଲୋକ ମାନଙ୍କୁ ଆର୍ଥିକ, ଶାରୀରିକ ଓ ମାନସିକ ଅସୁବିଧାର ସାମନା କରିବା ପାଇଁ ପଡିଥାଏ ।

ଘରେ ସୁଖ ଓ ସମୃଦ୍ଧି ପାଇବା ପାଇଁ ଏହି କିଛି ଗଛ ନିହାତି ଲଗାଇବା ଦରକାର । ଚାଳନ୍ତୁ ଜାଣିବା ସେହି ଗଛ ଗୁଡିକ କଣ କଣ ?

ଚାଇନିଜ ବାଉଁଶ ଗଛ –

ବସ୍ତୁ ଶାସ୍ତ୍ର ଅନୁସାରେ ବାଉଁଶ ଗଛ ଉନ୍ନତି ଓସମୃଦ୍ଧିର ପ୍ରତୀକ ହୋଇଥାଏ । ଏହାକୁ ଘର ର ଯେ କୌଣସି ଜାଗାରେ ରଖି ପାରିବେ । ଏହା ଦ୍ଵାରା ଘରେ ଥିବା ଦୁଷ୍ଟ ଓ ଅଶୁଭ ଶକ୍ତି ମାନଙ୍କର ପ୍ରଭାବ ନଷ୍ଟ ହୋଇଯାଇଥାଏ । 

ନଡିଆ ଗଛ ଏବଂ ଅଶୋକ ଗଛ

ଶୁଭ ହୋଇଥାଏ ଅଶୋକ ନିଜ ନାମ ଅନୁସାରେ ଶୋକକୁ ଦୂର କରିବା ବାଲା ଏବଂ ପ୍ରସନ୍ନତା ଦେବା ବାଲା ଗଛ ଅଟେ । କଦଳୀ ଗଛ ଭଗବାନ ବିଷ୍ଣୁ ଙ୍କର ପ୍ରିୟ ହୋଇଥାଏ । ଧନର କାରକ ଗ୍ରହ ଗୁରୁଙ୍କର ପ୍ରଭାବ ଏହା ଉପରେ ରହିଥାଏ । ଏହାକୁ ଇଶାନ କଣ ଦିଗରେ ଲଗାଇବା ଦ୍ଵାରା ଘରେ ଧନ ବଢିଥାଏ । କଦଳୀ ଗଛ ପାଖରେ ତୁଲସୀ ଗଛ ଲଗାଇଲେ ଏହା ଅତି ଶୁଭ ଫଳ ଦାୟୀ ହୋଇଥାଏ ।

ଏହା ଦ୍ଵାରା ଭଗବାନ ବିଷ୍ଣୁ ଓ ମା ଲକ୍ଷ୍ମୀଙ୍କ କୃପା ଏକା ସାଙ୍ଗରେ ମିଳିଥାଏ । ଘର ବାହାରେ ଗଛଲତା ଲଗାଇବା ପାଇଁ ଜାଗା ନାହିଁ ତ ଘର ଭିତରେ ମନି ପ୍ଳାଣ୍ଟ ଲାଗାଇ ପାରନ୍ତି । ଚାଇନିଜି ବାଉଁଶ ପରିକା ଏହା ମଧ୍ୟ ସମୃଦ୍ଧିର ପ୍ରତୀକ ଅଟେ । କିନ୍ତୁ ଗୋଟିଏ କଥା ଧ୍ୟାନ ରଖନ୍ତୁ ମନି ପ୍ଳାଣ୍ଟର ଖରାପ ପତ୍ରକୁ ବାହାର କରି ଦେଉଥିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।