ଓଡ଼ିଶା ଭିତରେ ବ୍ଲକ୍ ସ୍ତରୀୟ ଚାକିରି ପାଇଁ ନିଯୁକ୍ତି, ସବୁ ଜିଲାର prathi ଆବେଦନ କରି ପାରିବେ

0 8,108

ପୁଣି ଆସିଲା ଓଡ଼ିଶା ପାଇଁ ନିଯୁକ୍ତି ସୁଯୋଗ। କନ୍ଧମାଳ ଜିଲ୍ଲା ତରଫରୁ ଏହି ନିଯୁକ୍ତି ଖବର ପ୍ରକାଶ ପାଇଛି।ତେବେ ଆପଣ ଯଦି ଏହି ନିଯୁକ୍ତି ପାଇଁ ଆବେଦାନ କରିବାକୁ ଚାହୁଁଥାନ୍ତି ତେବେ ଏହି ଲେଖାଟିକୁ ସଂପୂର୍ଣ୍ଣ ଭାବରେ ପଢନ୍ତୁ। କାରଣ ଏହା ଓଡ଼ିଶାର ର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆସିଛି ଖୁସି ଖବର। ଯଦି ଆପଣ ଓଡ଼ିଶାର ପିଲା ଅଟନ୍ତି ଓ ଆପଣ ପାଖରେ ଭଲ ଯୋଗ୍ୟତା ରହିଛି ଓ ସାର୍ଟିଫିକେଟ ପରୀକ୍ଷା ରେ ଭଲ ମାର୍କ ରଖି ଯୋଗ୍ୟତା ହାସଲ କରିଛନ୍ତି ତେବେ ଆପଣଙ୍କ ପାଇଁ ଏକ ଭଲ ସୁଯୋଗ ରହିଛି।

ଆସନ୍ତୁ ଆଜିର ଏହି ଲେଖା ମାଧ୍ୟମରେ ଜାଣିବା ଏହି ପଦବୀରେ ଓଡ଼ିଶା ପିଲା ମାନଙ୍କ ପାଇଁ କଣ ଏମିତି ଚାକିରିର ସୁଯୋଗ ରହିଛି ଯାହାକୁ ଓଡ଼ିଶାର ସମସ୍ତ ଜିଲ୍ଲାର ପିଲା ମାନେ ଆବେଦନ କରି ପାରିବେ।

ତେବେ ଯଦି ଆପଣ ସରକାରୀ ଚାକିରି ଖୋଜୁ ଥାଆନ୍ତି ତେବେ ଏହି ପଦବୀ ଦ୍ବାରା ଆପଣ ମାନଙ୍କ ପାଇଁ ଭଲ ସୁଯୋଗ ରହିଛି।ଏହା ବିଭିନ୍ନ ପ୍ରକାର ପଦବୀର ରହିଛି।ଏହା ଏକ ସରକାରୀ ସଂସ୍ଥା ଅଟେ ଓ ବହୁତ୍ ଭଲ ଅଟେ।ଏଥିରେ ପିଲା ମାନଙ୍କ ପାଇଁ ମୁଖ୍ୟତଃ ଓଡ଼ିଶାର ସମସ୍ତ ଜିଲ୍ଲାର ପିଲା ମାନଙ୍କ ପାଇଁ ଚାକିରି ପାଇଁ ଆବେଦନ କରିବାର ସୁଯୋଗ ରହିଛି।

କନ୍ଧମାଳ ଜିଲ୍ଲା ପକ୍ଷରୁ ଏଥିଲାଗି ବିଜ୍ଞପ୍ତି ଜାରି କରା ଯାଇଛି।ତେବେ ଜାଣନ୍ତୁ କଣ ରହିଛି ଏଥିରେ ଲାଭ ଓ କିଭଳି ଭାବରେ ଏହି ଜିଲ୍ଲା ନିଯୁକ୍ତି ସୁଯୋଗ ପ୍ରଦାନ କରୁଛି।ଆପଣ ଏହି ଚାକିରି ପାଇଁ ସରକାରୀ ସ୍ତରରେ ଏହାର ବିଜ୍ଞାପନ କୁ ଦେଖି ପାରିବେ। ଏହା ଦ୍ବାରା କେଉଁ କେଉଁ ସ୍ତରରେ ଏହାର ଚାକିରି ବାହାରିଛି ଓ ଏହାର ଯୋଗ୍ୟତା କଣ ରହିଛି ମଧ୍ୟ ଜାଣି ପାରିବେ।

ଯଦି ପଦବୀ କଥା କହିବା ତେବେ ମୋଟ ୨୯ ଟି ପୋଷ୍ଟ ରହିଛି। ଏହି ପଦବୀ ଭିନ୍ନ ଭିନ୍ନ ଶ୍ରେଣୀର ଯୋଗ୍ୟତା ପାଇଁ ରହିଛି।ତେବେ ଏହାର ଦରମା ବହୁତ୍ ଭଲ ରହିଛି। ସର୍ବନିମ୍ନ ୯୩୫୦ ଟଙ୍କା ମାସିକ ବେତନ ଥିବା ବେଳେ ସର୍ବାଧିକ ୬୬୧୫୦ ଟଙ୍କା ଦରମା ମଧ୍ୟ ରହିଛି। ଯଦି ଏକପେରିଏନ୍ସ କଥା କହିବା ତେବେ ଏହି ପଦବୀରେ ଫ୍ରେଶର ପିଲା ମାନେ ଆବେଦନ କରି ପାରିବେ। ଏକ୍ସପେରିେଏନ୍ସ ରହିଲେ ମଧ୍ୟ ଭଲ।

ଏଥିପାଇଁ ଆପଣ ଆବଶ୍ୟକ ଡକୁମେନ୍ଟ ଓ ପାସ୍ ପୋର୍ଟ ଫଟୋ ଯାହା ଅଟେଷ୍ଟେଡ୍ ହୋଇଥିବ,ତାକୁ “CDM & PHO -cum- District mission Director, NHM, Kandamal” ଏହି ଠିକଣା ରେ ପଠାଇବେ ନହେଲେ “cdmorecruitment2020@gmail.com” ଏହି ମେଲ୍ କୁ ଆପଣ ପଠାଇ ପାରିବେ।ଏହାର ଆବେଦନ ପାଇଁ ଶେଷ ତାରିଖ ହେଉଛି ୨୭ ମେ ୨୦୨୦ , ସନ୍ଧ୍ୟା ୫ ଟା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.