ଓଡିଶା ପାଇଁ ଖୁସି ଖବର । ଓଡ଼ିଶାରେ ପହଞ୍ଚିଲା କରୋନା ମେଡ଼ିସିନ ‘ରେମଡେସିଭିର୍’, ସୂଚନା ଦେଲେ ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ସଚିବ, ଜାଣନ୍ତୁ କେତେ ରହିଛି ଏହାର ଦାମ…..

0 467

ବିଶ୍ୱରେ ଏବେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ଥିବl ବେଳେ କିଛି କିଛି ଦେଶ ଗୁଡିକରେ ସାନ୍ତ୍ୱନା ମୂଳକ ଭାବେ କିଛି ଆଶାନୁରୂପ ସୃଷ୍ଟି ହେଉଛି l କରୋନା କବଳରୁ ମୁକ୍ତି ପାଇବା ପାଇଁ ସମସ୍ତ ଦେଶ ବିଭିନ୍ନ ଉପାୟରେ ପ୍ରୟାସ ଜାରି ରଖି ଛନ୍ତି l ଗତ କିଛି ମାସ ହେଲା ଲୋକ ମାନେ ଲହୁ ଲୁହାଣ ହୋଇ ସାରିଲେଣି l ସାମାଜିକ ଦୂରତା ରକ୍ଷା କରିବା ତାଙ୍କ ପକ୍ଷେ ଅସମ୍ଭବ ହୋଇ ପଡ଼ିଲାଣି l ହେଲେ ଜୀବନ ବଂଚିବା ପାଇଁ ଏହା ମାନିବାକୁ ପଡିବ l ନହେଲେ ପରିସ୍ଥିତି ଅସମ୍ଭାଳ ହୋଇଯିବ l

ଗତ କିଛି ଦିନ ପୂର୍ବରୁ ଏକ ଫାଂବିଫ୍ଲୁ ବ୍ରାଣ୍ଡର ଏକ ମେଡ଼ିସିନ ଆସିଥିଲା ଯାହାର ନାଁ ଥିଲା ଫାଂବିପୀରବିର l ତେବେ ଏହି ମେଡ଼ିସିନ କିଛି ମାତ୍ରାରେ ସଫଳ ହୋଇଛି ବୋଲି କୁହା ଯାଉଛି l ଏହି ମେଡ଼ିସିନକୁ ବିଭିନ୍ନ କରୋନା ରୋଗୀଙ୍କ ଠାରେ ପରୀକ୍ଷା କରାଯାଉଛି l

ତେବେ ଏହା କେତେ ମାତ୍ରାରେ ସଫଳତା ମଧ୍ୟ ପାଇଛି l ସୂଚନା କ୍ରମେ ଜଣା ଯାଉଛି ଯେ ଏବେ ଆଉ ଏକ କରୋନା ମେଡ଼ିସିନ ଆସି ଓଡିଶାରେ ପହଂଚିଲାଣି l ଯାହାର ନାଁ “ରେମଡ଼େସିଭିର “l ଏହି ମେଡ଼ିସିନ ହାଇଦ୍ରାବାଦ ସ୍ଥିତ ହେଟେରୋ କ୍ଲିନିକ ର କୋଭି -4 ର ସଂସ୍କରଣ ଅଟେ l

ତେବେ ଓଡିଶା ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବ ପ୍ରଦୀପ୍ତ ମହାପାତ୍ର ଏ ନେଇ ସୂଚନା ଦେଇଛନ୍ତି ଯେ ଏହି ମେଡ଼ିସିନ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସା ଅଧୀନରେ ଥିବl ରୋଗୀଙ୍କୁ ଦିଆଯିବ ବୋଲି l ତେବେ ଏହି ମେଡ଼ିସିନ ଏବେ ଓଡ଼ିଶl ପାଇଁ ଅଶାର ଆଲୋକ ସାଜିଛି l କିଛି ଲୋକଙ୍କ ମନରେ ହସ ଫୁଟାଇ ପାରିଛି l

ତେବେ ବାକି ରହିଲା ଭେକସିନ କେଉଁ ଦିନ ପଦାର୍ପଣ ହେବ l ଯାହା କି କରୋନା ଭୁତାଣୁ ପାଇଁ ଅମୋଘ ଅସ୍ତ୍ର ଭଳି କାମ କରି ପାରିବ l ଏଥି ପାଇଁ ହୁଏତ ଆଉ କିଛି ଦିନ ଅଧିକ ସମୟ ଲାଗିପାରେ l ତେବେ ଏ ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳି ପାରି ନାହିଁ l ଏପଟେ କରୋନା କୁ ନେଇ ଲାଗୁ ହୋଇ ଥିବl କଟକଣା କୋହଳ ହୋଇ ଛି l

କିଛି ମାତ୍ରାରେ ରେଳ ସେବା ଓ ବସ ସେବା ଓ ହୋଟେଲ ମଧ୍ୟ ଖୋଲି ଗଲାଣି l ତେବେ ସପ୍ତାହରେ 2 ଦିନ ସଟ ଡ଼ାଉନ ବ୍ୟବସ୍ଥା ମଧ୍ୟ ରଖା ଯାଇଛି l ପରିସ୍ଥିତି ସୁଧାର ହେଲେ ଏହା ମଧ୍ୟ ପର୍ଯ୍ୟାୟ କ୍ରମେ ପରିବର୍ତନ ହୋଇ ଯିବ ବୋଲି ସୂଚନା ଦିଆ ଯାଇଛି l

ଆଶାନୁରୂପ ଭାବେ କହିବାକୁ ଗଲେ ସେପ୍ଟେମ୍ବର କିମ୍ବା ଅକଟୋବର ମାସରେ ଏହି ପରିସ୍ଥିତି ସାଧରଣ ହୋଇ ଯାଇ ପାରିବ l ଓଡିଶା ସରକାର ଙ୍କ ଅନୁମତି କ୍ରମେ ଏହାର ଦାମ ନିର୍ଧାରଣ କରାଯିବ ବୋଲି କମ୍ପାନୀ କତୃପକ୍ଷ କହିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.