Loading...

ମଦ ନିଶା ରେ ବାୟା ଓଡିଆ ସରକାରୀ ବାବୁଙ୍କ ଇସ୍ତପା ଦରକାର । ସେୟାର କରି ସାହାଯ୍ୟ କରିବେତ ?

Loading...
0 151

ଗୋଟିଏ ସେୟାର କେତେକ ଲୋକଙ୍କ ଜୀବନ ବି ବଞ୍ଚାଇ ଦେଇପାରେ ଓ କେତେକ ଖରାପ ଲୋକଙ୍କୁ ବି ବାହାର କରିପାରିବ । ସେଥି ପାଇଁ ସେୟାର ନିଶ୍ଚିତ ଭାବେ କରନ୍ତୁ । ଯଦି କେହି ପରିବାର ଲୋକଙ୍କ ଏଭଳି ହୋଇଥିଲେ । ତ ଅନ୍ୟ ଲୋକଙ୍କ ପାଇଁ କାହିଁକି ନୁହଁ ସେୟାର କରି ଦିଅନ୍ତୁ

ପ୍ରତ୍ୟେକ କ୍ଷେତ୍ରରେ କାହାରି ନା କହାରି ଭୁଲ ବସତ ଅନ୍ୟ ର ଜୀବନ ପ୍ରତି ବିପତ ହୋଇଥାଏ । ଏହା ଆପଣ ବି ଜାଣିଛନ୍ତି । ତେବେ ଦେଶ ରେ କିଛି ଏପରି ବି ବ୍ୟବସ୍ଥା ରହିଛି । ଯେଉଁ ଲୋକ ମାନଙ୍କୁ ନିଜର ଛୋଟ ଭୁଲ ପାଇଁ ବହୁତ ଲୋକଙ୍କ ଜୀବନକୁ ବିପଦରେ ପକେଇ ଦେଇ ଥାନ୍ତି । ଏଭଳି ଲୋକଙ୍କୁ ସରକାରୀ ବବସ୍ତା ରୁ ବାହାର କରିବା ନିହାତୀ ଜରୁରୀ ଅଟେ

ଖାସ ଏହି ପରି ବି ବ୍ୟବସାୟ କ୍ଷେତ୍ରରେ ବି ହୋଇଥାଏ । ତେବେ ଗତ କାଲି ଏପରି ଗୋଟିଏ ଘଟଣା ରେ ଗୋଟିଏ ସରକାରୀ କର୍ମଚାରୀ ଙ୍କ ପାଇଁ ହଜାର ହଜାର ଲୋକ ଙ୍କ ଜୀବନ ଜାଇଥାନ୍ତା । କିନ୍ତୁ ଅଳ୍ପକେ ବର୍ତ୍ତି ଜାଇଛନ୍ତି ଶହ ଶହ ଲୋକ ମାନେ । ଯାହା ଏବେ ଚର୍ଚ୍ଚା ର ବିଷୟ ପାଲଟିଛି । ଘଟଣା ଅନୁଯାୟୀ ଏହି ଘଟଣା ଟି ଟାଙ୍ଗୀ ଥାନା ଅନ୍ତରଗତ କପିଳାସ ରୋଡ ର 173 ନଂ ଫାଟକ ର ଘଟଣା ଅଟେ। ମଦ ନିଶା ରେ ଟ୍ରେନ ଆସିବା ବେଳେ ଫାଟକ ଖୋଲି ଦେଲେ ରେଳୱେ କର୍ମଚାରୀ ଓ ଲୋକଙ୍କ ର ଯିବା ଆସିବା ଲାଗିଯାଇ ଥିଲା ଠିକ ସେତିକି ବେଳେ ମାଡି ଆସିଥିଲା ଲୈହ ଦାନବ ।

ବାସ ଲୋକଙ୍କ ସାବଧାତା ଓ ଏପରି କି ବହୁତ ଲୋକଙ୍କ ଅନୁଗତ ରେ ସୂଚନା ପାଇ ପାରିଥିଲେ କି ରେଳ ଆସୁଛି ବୋଲି ଓ ସେଥି ପାଇଁ ଶହ ଶହ ଲୋକ ଙ୍କ ଜୀବନ ବଞ୍ଚି ଜାଇଥିଲା । ବୋଲି ଜଣା ପଡିଛି । ଏହି ଘଟଣା ଗତ କାଲି ରାତ୍ରୀ ସମୟ ରେ ହୋଇଥିଲା । ପ୍ରଥମେ ତ ରେଳ ଆସିଥିଲା ସେଥିପାଇଁ ସେ ରେଳ ଫାଠକ ପକାଇଥିଲେ ।

କିନ୍ତୁ ପରେ ରେଳ ଗଲା ପରେ ସେହି ରେଳ କର୍ମଚାରୀ ଜଣଙ୍କ ବହୁତ ସମୟ ଧରି ରେଳ ର ଫାଠକ ଉଠାଇ ନଥିଲେ । ସେଥି ପାଇଁ ସାଧାରଣ ଲୋକ ଜାଇ ଦେଖିବା ପରେ ଜଣା ପଡିଥିଲା କି ରେଳ କରମଚାରୀ ଜଣଙ୍କ ମଦ ନିସା ରେ ବେହସ ହୋଇ ପଡିଛନ୍ତି । କିନ୍ତୁ ପରେ ତାଙ୍କୁ ଡାକି ବହୁତ କଷ୍ଚ ରେ ଫାଠକ ଉଠା କରାଇଥିଲେ ।

ସ୍ଥାନୀୟ ଲୋକ ଓ ପରେ ଯେତେ ବେଳେ ଲୋକ ଯିବା ଆସିବା କରିବାରେ ଲାଗିଥିଲେ କିନ୍ତୁ ସେହି ସମୟ ରେ ହଠାତ ଟ୍ରେନ ମାଡି ଆଶିଥିଲା । କିନ୍ତିୁ ଲୋକ ଏହା ଦେଖି ଏଣେ ତେଣେ ପଳାଇବାରୁ କୈଣସି ଲୋକଙ୍କ ଜୀବନ ପ୍ରତି ବିପତ ହୋଇ ନାହିଁ । କିନ୍ତୁ ଦେଶ ରେ ଏପରି ଭାବେ ଲୋକ ରହିଲେ ତ ଏପରି ବହୁତ ଲୋକ ଙ୍କର ଜୀବନ ପ୍ରତି ବିପଦ ରହିଛି । ତେବେ ଆପଣ କୁହନ୍ତୁ ଏହି ରେଳ କର୍ମଚାରୀ ଙ୍କ ସହିତ କଣ କରିବା ଦରକାର ।

Loading...
Loading...