Take a fresh look at your lifestyle.

ଆମ ବଲାଙ୍ଗୀର ଝିଅକୁ ଦୁର୍ଗା ମା ଙ୍କ ପାଖରେ ପୁଜା ନାଁ ରେ ତାନ୍ତ୍ରିକ କଲା ଦୁଷକର୍ମ । ଜାଣନ୍ତୁ

0 80

ବର୍ତ୍ତମାନ ସମୟ ରେ ନଅ ବର୍ଷିୟ ଝିଅ ର ମୁଣ୍ଡ କଟା ମାମଲା ରେ ପୋଲିସ୍ କହିଛି କି ଏହାର ତଦନ୍ତ କରିବ ବୋଲି । ହଁ ଆଜ୍ଞା ଏହି ଘଟଣା ଟି ହେଲା ଓଡ଼ିଶା ର ବଲାଙ୍ଗିର ଜିଲ୍ଲା ରେ ଥିବା ଏକ ନଦି କୂଳ ର ଏହି ଘଟଣା ଅନୁଯାୟୀ ସେଠାରେ ଗୋଟିଏ କଟା ମୁଣ୍ଡ ନେଇ ଏହି ସମାସ୍ୟା ଉପୁଜି ଛି ଗତ ଶନିବାର ଦିନ ବଲାଙ୍ଗିର ର ନଦି କୂଳ ରୁ ହିଁ ଏହି ମୁଣ୍ଡକୁ ଜବଦ କରା ଜାଇଛି । ବୋଲି ପୋଲିସ୍ କହିଛି । ଏପରି ଭିତରେ ଆସନ୍ତୁ ଟିକିଏ ଜାଣି ନେବା ସଂମ୍ପର୍ଣ୍ଣ ଖବର ଟି କଣ ।

ବର୍ତ୍ତମାନ ସମୟ ରେ ତ ଆପଣ ଜାଣିଥିବେ କି ଦୂର୍ଗା ପୂଜା କୁ ନେଇ ସବ କ୍ଷେତ୍ରରେ ଚର୍ଚ୍ଚା ଚାଲିଛି ଓ ଏମିତି ବେଳେ ଆମେ ଆଜି ବଲାଙ୍ଗୀର ଜିଲ୍ଲା ରେ ଥିବା ଏହି ଦୂର୍ଗା ମଣ୍ଡପ ରେ ହେଉ ଥିବା କାର୍ନାମା ର ପର୍ଦା ଫାସ ହୋଇ ଛି । ଜଣା ପଡ଼ିଛି କି ମା ଦୂର୍ଗା ଙ୍କୁ ପ୍ରନ୍ନ କରିବା ପାଇଁ ସେଠାରେ କିଛି ଅଦ୍ଭୁତ ପ୍ରକାରର ଘଟଣା ଆୟୋଜିତ କରାଜାଉଛି ।

ତେବେ ଆଜି କାଲି ର ଜିବନ ରେ ତ ତନ୍ତ୍ର ମନ୍ତ୍ର ର ଯୁଗ ନୁହେଁ କିନ୍ତୁ ଏମିତି ବେଳେ କିଛି ଲୋକ ରହିଛନ୍ତି ଯେଉଁ ମାନେ କି ଏହି ସବୁ ଉପରେ ବହୁତ ମାତ୍ରା ରେ ବିସ୍ବାଶ କରନ୍ତି । ଠିକ୍ ଏହି ଅବସ୍ଥା ପାଇଁ ବଲାଙ୍ଗ ର ଏହି ଅଂଚଳ ରେ ମାଁ ଙ୍କ ଆଗରେ ମଣିଷ ଙ୍କ ବଳି ଦିଆ ଯାଉଛି । ଏମିତି କହିବା ପାଇଁ ଗଲେ ଏହା କାହିଁ କେତେ ଦିନ ରୁ ଚାଲିଛି ବୋଲି ସେଠାକାର ସ୍ଥାନିୟ ଲୋକ କହୁଛନ୍ତି

ଏମିତି ବେଳେ ଏହି ବର୍ଷ ବି ଏପରି ହେବା ପାଇଁ ଯିବା ବେଳେ ଜଣଙ୍କ ଘରର ଝିଅ କୁ ମାଁ ଙ୍କ ପାଖରେ ବଳି ଦେବା ପାଇଁ ପ୍ରସ୍ତୁତି ଚାଲିଥିଲା ବେଳେ ପୋଲିସ୍ ନଜରକୁ ଆସି ଥିଲା ଓ ଏପରି ବେଳେ ଏକ ଅଦ୍ଭୁତ ଘଟଣା ବି ହୋଇଛି ଏଠାରେ ଭାଇ ପ୍ରେମ ବି ଦେଖିବା ପାଇଁ ମିଳିଛି ଯେଉଁ ଥିରୁ ଜଣା ପଡିଛି କି ବଚା ଜାଇ ଥିବା ଘରର ଝିଅ କୁ ବଳଇ ଦେବା ବେଳେ ସେହି ଝିଅ ର ଭାଇ ତାକୁ ବଞ୍ଚାଇ ନିଜେ ବଳି ରେ ସୋଇ ପଡି ଥିଲା ଓ ଏପଟେ ପରଦିନ ସକାଳୁ ଲୋକ ମାନେ ପୋଲିସ୍ ଙ୍କୁ ଖବର ଦେବା ପରେ ସେହି ସ୍ଥାନ ରେ ପୋଲିସ୍ ଆସି ପହଁଚିଛି । ଓ ଏହାର ତଦନ୍ତ ଆରମ୍ଭ ବି କରିଛି । ଏହା ସହିତ ସେହି କଟା ହୋଇ ଥିବା ମୁଣ୍ଡ କୁ ଜବଦ କରିଛି । ଏଥି ସହିତ ପୋଲିସ ଏବେ ସେହି ତାନ୍ତ୍ରୀଙ୍କ କୁ ବି ଧରି ନେଇଛି ବଲି ଜଣା ପଡିଛି ।

Leave A Reply

Your email address will not be published.