Take a fresh look at your lifestyle.

ଓଡିଶା ମୁହାଁ ହେଲା ଭୟଙ୍କର କେଣ୍ଟ । ଆନ୍ତର୍ଯାତୀୟ ପାଣି ପାଗ କେନ୍ଦ୍ର ସ୍କାୟମେଟର ସୂଚ଼ନା ଆନୁଯାଇ ଏହି 15 ଜିଲ୍ଲା ହୋଇପାରେ ଭୟଙ୍କର ବର୍ଷା ସାଙ୍ଗକୁ ବିଜୁଳି ମାଡ

0 105

ଭାରତୀୟ ପାଣି ପାଗ ବିଭାଗ ଆଶଂକା କରୁଛି କି ପ୍ରକୃତ ରେ ଆସନ୍ତା କାଲି ଶୁଧା ଆସୁ ଥିବା ସାଇକ୍ଲନିକ୍ ଷ୍ଟ୍ରମ୍ ର ଦିଗ ବଦଳାଇବା ପରେ ହିଁ ତାହାର ଚିତ୍ର ପ୍ରଷ୍ଟ ସାମ୍ନା କୁ ଆସିବ ବୋଲି ଜଣା ପଡିଛି । ଏହି ସୂଚନା ଅନୁସାରେ ଆନ୍ତର୍ଯାତୀୟ ପାଣି ପାଗ ସୂଚ଼ନା କେନ୍ଦ୍ର ବା ସ୍କାୟମେଟ ଜାହା ସୂଚନା ଦେଇଛି ତାହା ଅନୁସାରେ ଜଣା ପଡିଛି କି ଆସନ୍ତା 28 ତାରିଖ ର ସୁଧା କେଟ୍ ନାମକ ଏହି ଗୃର୍ଣ୍ଣି ବାତ୍ୟା ଓଡ଼ିଶା ରେ ଲେଣ୍ଡ କରିବ ବୋଲି । ଏହା ମାନେ ହେଲା ଉତ୍ତର ଓଡ଼ିଶା ରେ ସ୍ଥଳ ଭାଗରେ ଛୁଇଁବାର ବହୁତ ସମ୍ଭାବନା ରହିଛି ବୋଲି ।

ସୂଚନା ମିଳିଛି । ଏପରି ସହିତ ଏହାବି ସୂଚନା ଯୈଗ୍ୟ ହୋିଛି କି ଏହି ବାତ୍ଯା ର ପ୍ରଭାବ ବହୁତ ମାତ୍ରା ରେ ଓଡିଶା ରେ ଦେଖା ଦେଇ ପାରେ ବୋଲି । ଏହା ସହିତ ପାଣଇ ପାଗ ବିଭଆର୍ବ ବି ଏହାର ସୂଚନା ଦେିଛି କି ଏହା ବହୁତ ବଡ ବାତ୍ୟା ର ବି ରୁପ ନେଇ ପାରେ ବୋଲି । ଏମିତି ଆନ୍ତରଜାତୀୟ ପାଣି ପାଗ ବିଭାଗ କହିବା ଅନୁସାରେ ଏହାର ପୃଷ୍ଟି ହୋଇଛି କି

ଏହି ଘୃର୍ଣି ବଳୟ ଆଉ କିଛି ,ସମୟ ମଧ୍ଯ ରେ କେଣଅଟ ନାମକ ଏକ ବାତ୍ଯା ର ରୁପ ନେଇ ପାରେ ବୋଲି । ଏମିତି ର ଏହି ବାତ୍ଯା କୁ ନେଇ ଏହି ରାଜ୍ୟ ର ପ୍ରତ୍ୟେକ ସ୍ଥାୈନ ଏବେ ଥରା ବହ ହୋଇଛି ଏମିତି କୁହାଯାଉଛି କି ତିତିଲି କେବଳ ଦୂର୍ଗା ପୂଜା ପାଇଁ ହିଁ ଟଳି ଗଲା କିନ୍ତୁ ଏବେ ଯେଉଁ ବାତ୍ଯା ଆସିବାର ରହିଛି ତାହା ବହୁତ ଭୟଙ୍କର ବୋଲି ।

ଏମିତି ବେଳେ ଆସନ୍ତୁ ଟିକିଏ ଜାଣଇ ନେବା କି ଏହି ବାତ୍ଯା କେଉଁ ରାଜ୍ଯ ଦେଇ ଜାଇ ପାରେ । ଏହି ଘଟଣା ରେ ଭାରତୀୟ ପାଣି ପାଗ ବିୱଭାଗ ସ୍କାୟ ମେଟ କହିଛନ୍ତି କି ଏହା ପ୍ରାୟ 27 ତାରିଖ ଦିନ ଓଡ଼ିଶା ର ପାଖା ପାଖି ହୋଇ ପାରେ ଓ ଏମିତି ରେ 28 ତିରିଖ ଦିନ ଏହା ଓଡିଶା ର ଉପକୂଳ ମାନେ କେନ୍ଦ୍ରା ପଡା ଓ ଗଞାମ ଆଦି ସ୍ଥାନ ରେ ଅଧିକ ମାତ୍ରା ଦେଖା ଦେଇ ପାରେ ବୋଲି କହିଛନ୍ତି ।

ଠିକ୍ ଏମିତି ଭାବେ ଆଇ ଏମ୍ ଡି ମଧ୍ଯ ଏମିତି କହି ଥିବାର ଜଣା ପଡିଛି । ଏମିତି ରେ ଏହି ବାତ୍ୟା ଏବେ ଗୋଟିଏ ସାଇକ୍ଲୋନିକ୍ ର ରୁପ ନେଇ ସାରିଛି ଓ ଏମିତି ରେ ଏହା ବର୍ତ୍ତମାନ ସମୟ ରେ ମିୟାମାର ଆଡକୁ ଆଗେଇ ଜାଉଛି ବୋଲି ଜଣା ପଡିଛି ଏମିତି ରେ ଏହି ବାତ୍ୟା ମିୟାମାର ରୁ ଉତ୍ତର ପୂର୍ବ ଆଡକୁ ଆସି ପାରେ ବୋଲି ଜଣା ପଡିଛି ଓ ସେ ବି ଓଡ଼ିଶା ଅଭିମୁଖେ ।

Leave A Reply

Your email address will not be published.