Take a fresh look at your lifestyle.

ଶପତ କଲେ କି ପ୍ରତିଶୋଧ ନେବି । ଜାଣନ୍ତୁ ଓ ଦେଖନ୍ତୁ ଭିଡିଓ । ପୋଲିସ ରେ ଚାକିରି ମିଳିଗଲା ପରେ ପ୍ରଥମେ ଆସି ଗୋଡ ଛୁଇଁଲେ ମାଙ୍କର

0 71

ଆମର ସବୁ ସଫଳତା ପଛରେ ବାପା ଓ ମାଁ ଙ୍କ ର ନିଶ୍ଚିତ ଭାବେ ହାତ ରହିଥାଏ । ଏପରି କି ସେମାନେ ହିଁ ଆମକୁ ବହୁତ ଛୋଟ ରୁ ଆଜି ଯାଏ ଏପରି ବହୁତ ବଡ ମଣିଷ କରି ଥାନ୍ତି । ଖାସ୍ ଏଇଥି ପାଇଁ ଏମିତି କୁହାଯାଏ କି ଯେକୈସି ବି ସନ୍ତାନ ହେଉ ସେ କେବେ ବି ନିଜ ବାପା ମାଁ ଙ୍କ ଋଣ କେବେ ବି ସୁଝାଇ ପାରେ ନାହିଁ । ଏପରି କୁହାଯାଏ କି ମାଁ ପାଖରୁ କରିଥିବା ସ୍ତନ୍ୟ ପାନ ର ମୂଲ୍ୟ ବି କେହି ସୁଝି ପାରନ୍ତି ନାହିଁ ।

ଏମିତି ରେ ଆମେ ସେମାନଙ୍କ ପାଖରେ ସବୁ ବେଳେ ଆଭାରି ରହି ଥାଉ । ଠିକ୍ ଏମିତି ହିଁ ଗୋଟିଏ ଘଟଣା ଓଡ଼ିଶା ର ମାଲକାନ ଗିରି ଅଂଚଳ ରେ ହୋଇଛି । ଏମିତି ରେ ବର୍ତ୍ତମାନ ସମୟ ରେ ଏହି ମାଁ ଓ ପୁଅ ର ଫୋଟ ବହୁତ ପରମାଣ ରେ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି । ଏମିତି ରେ ଆପଣ ଏହି ଫୋଟ କୁ ତ ନିଶ୍ଚିତ ଭାବେ ଦେଖି ପାରୁ ଥିବେ ।

ଏହି ଫୋଟ ରେ କିପରି ଭାବେ ଓଡ଼ିଶା ର ଏକ ଯୁବ ପୋଲିସ୍ ନିଜର ଚାକିରି ପାଇବା ପରେ ନିଜ ମାଁ ଙ୍କ ଗୋଡ ତଳେ କେମିତି ଶୋଇ ପଡିଛି । ଏହି ଫୋଟ କୁ ବର୍ତ୍ତମାନ ସମୟ ରେ ବହୁତ ଲୋକ ଦେଖି ଆଶ୍ଚର୍ଯ୍ଯ ହୋଇ ପଡିଛନ୍ତି । ଏହି ଫୋଟ କୁ ମାଲକାନ ଗିରି ରାଜ୍ଯ ର ରିଜର୍ବ ପୋଲି କମିସନର ସୋସିଆଲ ମିଡ଼ିଆ ରେ ସେୟାର କରିଛନ୍ତି ।

ଏହି ଫୋଟ ଟି ବର୍ତ୍ତମାନ ସମୟ ରେ ଭାଇରଲ ଯିବା ପରେ ହିଁ ଜଣା ପଡିଛି କି କଣ ରହିଛି ଏହା ପଛରେ ସଂମ୍ପର୍ଣ୍ଣ ଘଟଣା । ଟି ହେଲା ଏହି ଯୁବ ପୋଲିସ୍ ଏହି କିଛି ଦିନ ତଳେ ଚାକିରି ପାଇଛି । ଏମିତି ରେ ସେବି ପୁଣି ସବ ଇନସ ପେକ୍ଟର ରୂପରେ ଏବେ ସେ ଚାକିରି ପାଇଁ ତ ବହୁତ ପରିମାଣ ରେ ଖୁସି ଅନୁଭବ କରୁଛନ୍ତି ।

ବୋଲି ସେ ପ୍ରଥମେ ତାଙ୍କର ମାଁ ଙ୍କୁ ହିଁ ପ୍ରଥମେ ସଂମର୍ଦ୍ଧନା ଜଣାଇ ଛନ୍ତି । ଏମିତି ବେଳେ ଏହା ବି ଜଣା ପଡିଥିଲା କି ଏହି ଯୁବ ପୋଲିସ୍ ର ବହୁତ ଶିଘ୍ର ବଦଳି ଅନ୍ୟ ସ୍ଥାନ କୁ ହେବା ପରେ ସେ ନିଜ ର ଏକୁଟିଆ ରହିଥିବା ମାଁ ଙ୍କୁ ଏମିତି ବହୁତ ଭଲ ପାଆନ୍ତି କି ସେ ଏଥି ପାଇଁ ତାଙ୍କର ଚାକିରି ନ କରିବା ପାଇଁ ବି ରାଜି ହୋଇ ଜାଇ ଘରକୁ ଫେରି ଥିଲେ । ଓ ପ୍ରଥମେ ମାଁ ଙ୍କ ଗୋଡ ତଳେ ପଡି ଥିଲେ ବୋଲି ଜଣା ପଡିଛି ।

Leave A Reply

Your email address will not be published.