Take a fresh look at your lifestyle.

ଜାଣନ୍ତୁ କେଉଁ ରୋଗରେ ପୀଡ଼ିତ ହେଲେ ଜୈଶ-ଏ-ମହମ୍ମଦର ମୁଖ୍ୟ ମାସୁଦ ଅଜହର ! ଗର୍ବର ସହ ସେୟାର କର

0 87

ଭାରତ ର ବଡ ଶତୃ ଏବେ ଏକ ବହୁତ ବଡ ରୋଗ ସଜ୍ୟା ରେ ରହିଛନ୍ତି । ଓ ଏମିତି ରେ ଆମ ଭାରତ ରେ କିଏ ବା ଚିହ୍ନିବା ପାଇଁ ଭୁଲ କରିବ ନାହିଁ ଏହି ଶତୃ କୁ । ଆପଣ ତ ଜୈଶ-ଏ-ମହମ୍ମଦର ଙ୍କୁ ଜାଣି ଥିବେ । ଯଦି ଆପଣ ଜାଣି ନାହାନ୍ତି ତେବେ ଆସନ୍ତୁ ଆଣେ ଆପଣଙ୍କୁ ବିସ୍ତାର ରୁପରେ କହି ବୁଝାଉଛୁ ।

ଏ ହେଉଛନ୍ତି ଜଣେ ଆତଙ୍କ ବାଦୀ ସଂଙ୍ଗଠନ ର ମୂଖ୍ୟ ସେବି ପାକିସ୍ତାନ ର ଆପଣଙ୍କୁ ଜାଣିବା ପରେ ବହୁତ ଆଶ୍ଚର୍ଯ୍ଯ ଲାଗି ପାରେ କି ଏ ଜଣେ ଏପରି ଆତଙ୍କ ବାଦ ର ସୃଷ୍ଟି କରାଉଛନ୍ତି ଯେକି କେବଳ ଆମ ଭାରତ ଉପରେ ପ୍ରତିଶୋଧ ନେବା ପାଇଁ ଓ ଏମିତି ରେ 26/11 ମୁମ୍ବାଇ ର ଆକର୍ମଣ ପଛରେ ଏହି ମାହାସୟ ଙ୍କ ହାତ ରହିଥିଲା । ବୋଲି ପରେ ଜଣା ପଡିଥିଲା ।

ଏମିତି ସେ ବହୁତ ଥର ଭାରତ ଉପରେ ଆକର୍ମଣ କରିବା ପାଇଁ ଚେଷ୍ଟା କରିଛନ୍ତି । କିନ୍ତୁ ସେ କେବେ ବି ସଫଳ ହୋଇ ନଥିବା ବେଳେ ଏବେ ଆମ ଭାରତ ପାଇଁ ଗୋଟିଏ ଖୁସି ଖବର ରହିଛି କି ଜୈଶ-ଏ-ମହମ୍ମଦର ମୁଖ୍ୟ ମାସୁଦ ଅଜହର ଏକ ବଡ ରୋଗ ରେ ପୀଡିତ ରହିଛନ୍ତି ଓ ତେବେ ଆସନ୍ତୁ ତାଙ୍କର ଏହି ରୋଗ ବିଷୟ ରେ ଟିକିଏ ବିସ୍ତାର ରୂପରେ ନଜର ପକାଇବା ।

ଆମ ଦେଶ ର ବହୁତ ବଡ ସତୃ ଜାହାକୁ ଆମ ଭାରତ କୁ ଆସିବା ମନା ଜୈଶ-ଏ-ମହମ୍ମଦର କୁ ପ୍ପାଇ କିଡିନି ବିଶିଷ୍ଟ ସମସ୍ୟା ଏବେ ବହୁତ ଗୁରୁତର ରହିଛନ୍ତି । ଓ ଏମିତି ରେ ସେ ଏପରି ଭାବେ ଗୁରୁତ୍ବର ରହିଛନ୍ତି କି ବିଛଣା ରୁ ବି ଉଠିବା ପାଇଁ ସକ୍ଷମ ପାଉ ନାହାନ୍ତି ବୋଲି ଗୋଇଁନ୍ଦା ବିଭାଗ ସୂଚନା ଦେଇଛି। ଏବେ ଜୈଶ-ଏ-ମହମ୍ମଦର ଙ୍କୁ 50 ବର୍ଷ ହୋଇ ଥିବା ବେଳେ ଏପରି ରୋଗ ର ସିକାର ହୋଇଛନ୍ତି ।

ସୂଚନା ମୁତାବକ ପାକିସ୍ତାନ ର ଏକ ମିଲଟାରି ଡାକ୍ତର ଖାନା ରେ ସେ ଚିକିତ୍ସ୍ୟା ହେବାର ସୂଚନା ରହିଛି । ଜୈଶ-ଏ-ମହମ୍ମଦର ମୁଖ୍ୟ ମାସୁଦ ଅଜହର 2005 ରେ ଅଯୋଧ୍ୟା ରେ ସେ ଆକ୍ରମଣ କରିଥିଲେ । ଏହା ସହିତ ସେ 2016 ମସିହା ରେ ପଠାନ କୋଟ ନିକଟ ରେ ବି ବହୁତ ଭୟଙ୍କର ପ୍ରହାର କରିଥିଲେ ପରେ ଯେଉଁଥି ପାଇଁ ବହୁତ ଲୋକଙ୍କ ମୃତ୍ୟୁ ହୋଇ ଥିଲା ।

ଏପରି ବେଳେ ବହୁତ ପାପ କରିଥିବା ଏହି ଖୁନି କୁ ଏପରି ସଜା ମିଳିକି ବହୁତ ଭଲ ହୋଇଛି ନା କିଛି ଖରାପ ହୋଇଛି ଆପଣ ଆମକୁ କମେଣ୍ଟ କରି ଜଣାନ୍ତୁ ଏମିତି ରେ ଆପଣ ଆମକୁ କୁହନ୍ତୁ କି ଏହି ଖୁନି କୁ କିପରି ସଜା ମିଳିବା ଦରକାର ।

Leave A Reply

Your email address will not be published.