Loading...

ସୀତା ଭୂମିକା ରେ ଅଭିନୟ କରୁଥିବା ହିରୋଇନ୍ ଙ୍କ ହୋଇଛି ଏପରି ଅବସ୍ଥା ଦେଖିଲେ ଆଶ୍ଚର୍ଯ୍ଯ ହେବେନି ତ ।

0 3,185

ଆଗକାଳ ରେ ଭାରତୀୟ ହିନ୍ଦୁ ଧର୍ମ ରେ ପରମ୍ପରା ଓ ପୂରାଣ କୁ ନେଇ ବହୁତ କଥା ଆମେ ଜାଣିବାକୁ ଚାହୁଁଥିଲେ । ସେତେ ବେଳ ସମୟ ରେ ଆମେ ମାନେ ଏପରି ବହୁତ କିଛି କରିବା ପାଇଁ ଥିଲୁ କି ଟିଭି ରେ ଆସୁଥିବା ରାମାୟଣ ଟିଭିରେ କିପରି ଦେଖିବା । 90 ଦଶକ ରେ ପ୍ରାୟତଃ ପ୍ରତ୍ୟେକ ଘରେ ଟିଭି ଭଳି ନଥିବାରୁ ସମସ୍ତଙ୍କୁ ସେତେ ବେଳେ ଟିଭି ବହୁତ ଆକର୍ଶଣିୟ ଲାଗୁଥାଏ ।

ତେବେ ଯେତେ ବି କାମ ଥାଉ ନା କାହିଁକି ଯଦି ରାମାୟଣ ଆରମ୍ଭ ହେବା ସମୟ ଆସିଯାଇଛି ତ ଆମେ ସବୁ କିଛି କୁ ଛାଡି ପାଖ ରେ ଥିବା କୈଣସି ଧନି ଘରର ଟିଭି ଦେକିବା ନିମନ୍ତେ ଜାଇଥାଉ ।ତେବେ ଆମେ ଆଜି ସେହି ସମୟ ରେ ଆରମ୍ଭ ହୋଇଥିବା ରାମାୟଣ ଯେଉଁଟାକି ୧୯୮୭ ରୁ 1990 ପର୍ଯ୍ଯନ୍ତ ଚାଲିଥିଲା । ତାହାକୁ ବା ଆମେ କିପରି ଭୁଲି ପାରିବା ।

ସେଥିରେ କାମ କରୁଥିବା ସୀତା ଭୂମିକାରେ ଦିପିକା ଚିଖଲେଖା ଙ୍କ ବି,ୟ ରେ ଆମେ ଆଜି ଆପଣଙ୍କୁ କହିବା ପାଇଁ ଯାଉଛୁ । ସେତେବେଳ ସମୟ ରେ ସେ ରାମାୟଣ ରେ ଅଭିନୟ କରୁଥିବା ଅଭିନେତ୍ରୀ ଦିପିକା ବହୁତ ପରିଶ୍ରମ କରୁଥିଲେ ଓ ସେ ତାଙ୍କର ଫଳ ବି ପାଇଥିଲେ । 90 ଦଶକ ରେ ରାମାୟଣ ଯେତେବେଳେ ଟିଭି ମାନଙ୍କରେ ଆରମ୍ଭ ହେଉଥିଲା ସେତେବେଳେ ସବୁ ଜାଗାକ ସଡକ ସୁନ୍ ସାନ୍ ହେଇଯାଉଥିଲେ ।

ସତେ ଯେପରି ଭାରତ ପାକିସ୍ତାନ କ୍ରିକେଟ ଯେପରି । ଓ ଅସଲ ଜୀବନ ରେ ଦିପିକା ଦେବି ଙ୍କ ବହୁତ ସମ୍ନାନ ମିଳୁଥିଲା । ଏପରି କି କିଛି ଲୋକ ତାଙ୍କୁ ଅସଲ ରେ ଦେବି ବୋଲି ଭାବି ଆଶ୍ରୀବାଦ ନେଉଥାନ୍ତି । ସେତେ ବେଳର ଏହି ସିରିଏଲ୍ ଟି ବହୁତ ବଡ ଓ ପ୍ରତମ ରେ ଥିବାରୁ ତାଙ୍କୁ ପ୍ରଧାନ ମନ୍ତ୍ରୀ ଙ୍କ ଠୁ ପୁରସ୍କାର ମିଳିଥିଲି । କିନ୍ତୁ ଆଜ୍ଞା ସେହି ରାମାୟଣ ର ସିରିଏଲ୍ ପରେ ଯେପରି ସେ କୁଅଡେ ଉଭାନ୍ ହୋଇଗଲେ ।

ଓ ସେତେବେଳେ ସେ ଗୋଟିଏ କସ୍ମେଟିକ୍ କମ୍ପାନୀର ମାଲିକ ସହିତ କରିଥିଲେ ଓ ତାପରେ ସେ ଯେପରି କୁଆଡେ ଗାଏବ୍ ହୋଇଯାଇଛନ୍ତି । କିନ୍ତୁ ଦିପିକା ପ୍ରାୟ 30 ବର୍ଷ ପରେ ପୁଣିଥରେ ଛୋଟ ପରଦା କୁ ଫେରିବାର ଜଣା ପଡିଛି । ଓ ଏଥର ସେ ଗୋଟିଏ ବଲିଉଡ ଫିଲ୍ମ ରେ ଦେଖାଦେବା ସହିତ ସେଭଳି କି୍ଛି ୍ଲଗା କରିବେ ବୋଲି ଲୋକଙ୍କ ଆଶା ।

Loading...
Loading...