Loading...

1 ଟଙ୍କା କୟନ୍ ରେ ବଦଳାନ୍ତୁ ନିଜର ଭାଗ୍ୟ ।

Loading...
0 1,501

ଆଜି ମୁଁ ଆପଣ ମାନଙ୍କୁ ଏପରି ଏକ ଉପାୟ ବିଷୟରେ କହିବା ପାଇଁ ଜାଉଛି ଜାହାକୁ କରିବା ପରେ ଆପଣଙ୍କ ଭାଗ୍ଯ ଏପରି ଦୈଡିବା ରେ ଲାଗିବ କି ଆପଣ ସ୍ବପ୍ନ ରେ ବି କେବେ ଭାବି ନଥିବେ ।

ତ ସାଙ୍ଗ ମାନେ ଶାସ୍ତ୍ର ରେ ରହିଛି ଯଦି ଆମ ଦେହ ସଠିକ୍ ରହୁଛି ତେବେ ଆମେ ତାହାକୁ ପ୍ରଥମ ସୁଖ ବୋଲି କହିବା ଓ ଘରର ଘୋରଣୀ ସଠିକ ଚରିତ୍ରର ହୋଇଥିଲେ ତାହାକୁ ଦ୍ବତୀୟ ସୁଖ ବୋଲି କହବା । ତେବେ ଆପଣଙ୍କ ପାଖରେ କେତେବି ଧନ ସଂମ୍ପତି ରହିଥାଉ କିନ୍ତୁ ନିଜ ସ୍ବସ୍ଥ୍ୟ ର ଅବସ୍ଥା ଠିକ୍ ନ ରହିଲେ ଆପଣଙ୍କ ଏତେ ଗୁଡାଏ ସଂମ୍ପତୀ ରହି ବି କିଛି ଲାଭ ନାହିଁ ।

ଆମେ ବହୁତ ଭଲ ଭାବରେ ଜାଣିଛୁ କି ଧନ ଆମ ଜିବନରେ କେତେ ମାନେ ରଖିଥାଏ । ଓ ଯଦି ଆପଣଙ୍କ ପାଖରେ ଧନ ନଥିବ ତେବେ କିଛି ବି ସୁଖ ମିଳିବ ନାହିଁ । ଏବଂ ବାସ୍ତୁ ଶାସ୍ତ୍ର ରେ ଏମିତି ବହୁତ ଜ୍ଞାନ ରହିଛି ଯେଉଁ ଗୁଡିକୁ ପାଳନ କରି ଆପଣ ବି ଦନ ବାନ ହୋଇ ପାରିବେ । କେବଳ ଧନ ନୁହେଁ ଏହା ସହିତ ନିଜର ସାରିରୀକ ଅବସ୍ଥା ବି ଭଲ ରହିବା ଦରକାର । ଯଦି ଆପଣଙ୍କ ଘରେ କେହି ଏପରି ଥିବେ ଜାହାଙ୍କ ସ୍ବାସ୍ଥ ଅବସ୍ଥା କେବେ ବି ଠିକ୍ ରହୁ ନଥିବ । ଏପରି କେତେ ଗୁଡିଏ ଉପାୟ କରିବା ପରେ ବି ତାଙ୍କର ସ୍ବାସ୍ଥ ଠିକ୍ ହେଉ ନଥିବ ।

 ଅଧିକ ଜାଣିବା ପାଇଁ ଭିଡିଓ ଟି ଫୁଲ୍ ଦେଖନ୍ତୁ ।

ଓ ଯଦି ଆପଣ ଭାବୁଛନ୍ତି କୈଣସି ଅସୁଭ ଶକ୍ତି ପ୍ରଭାବ ପକାଉଛି ତେବେ ଖାସ୍ ଏଇଥିରୁ ବଞ୍ଚିବା ପାଇଁ ଆମେ ଆଜି ଗୋଟିଏ ଉପାୟ ଜାଣିବା । କେବେ ଆପଣ ଯାଣିଛନ୍ତି କି କେବଳ ଗୋଟିଏ ଟଙ୍କା ଆପଣଙ୍କ ଜୀବନକୁ ବଦଳାଇ ଦେଇଥାଏ ।ତ friends କେବଳ ଆପଣଙ୍କୁ ଗୋଟିଏ ଖାସ୍ ଉପାୟ କରିବାର ରହିଛି । ଏହି କାମ ଟି ଆପଣ କେବଳ ସୁଇବା ପୂର୍ବରୁ କରିବା ଉଚିତ

ଯଦି ଘରେ କାହାର ଦେହ ଭଲ ନାହିଁ ତେବେ ଆପଣଙ୍କୁ ଗୋଟିଏ ଟଙ୍କା ନେବାର ଅଛି ଓ ତାହା ନିଜ ଉପରୁ 7 ତ ଥର ବୁଲାଇବାର ଅଛି ଓ ବହୁତ ଧ୍ୟନ ରଖିବେ କି ଏହି ଉପାୟ କରୁଥିବା ସମୟ ରେ କାହା ସହିତ କଥା ହେବାର ନାହିଁ । ଏପରି ସାତ ତର ବୁଲେଇବା ପରେ ଘରେ ଜାହାର ଦେହ ଖରାପ ରହିଛି ତାହାର ତକିଆ ତଳେ ନ ଜଣାଇ ରଖିବାର ଅଛି ।

ଓ ପର ଦିନ ସକାଳୁ ସେହି କୟନ୍ କୁ ନେଇ ଗୋଟିଏ ସ୍ମସାନ ରେ ପକାଇ ଦିଅନ୍ତୁ ଯଦି ଆପଣଙ୍କ ପାଖ ପାଖି ସ୍ମସାନ ନାହିଁ ତେବେ ଆପଣ କୈଣସି ଖାଲି ସ୍ଥାନ ରେ ପୋତି ଦିଅନ୍ତୁ । ତେବେ ଏପରି କରିବା ଦ୍ବାରା ଆପଣଙ୍କ ଘରୁ ସବୁ nagative ଏନର୍ଜି ଗୁଡିକ ନଷ୍ଟ ହୋଇଯିବ ଓ ଆପଣଙ୍କ ଜୀବନ ପୁଣି ଥରେ ହସି ଉଠିବ ।

ଆପଣଙ୍କ ମୂଲ୍ଯବାନ ସମୟ ଦେଇ ଥିବାରୁ ଧନ୍ଯବାଦ ଯଦି ଆପଣଙ୍କୁ ଆମର ଏହି ଆର୍ଟିକାଲ୍ ଟି ଭଲ ଲାଗିଲା ତେବେ ଆପଣଙ୍କ friend ଓ family ସହ ସେୟାର କରନ୍ତୁ

Loading...
Loading...