Take a fresh look at your lifestyle.

ସ୍ବାମି ଓ ସ୍ତ୍ରୀ ଙ୍କ ବୟସ ଭିତରେ କେତେ ବର୍ଷ difference ରହିବା ଦ୍ବାରା ପତି ଙ୍କୁ ପତ୍ନୀ ଆକର୍ଷକ ଲାଗି ଥାନ୍ତି ।

0 137

ଶାରୀରିକ ସଂମ୍ପର୍କ ଗୋଟିଏ ଏପରି କ୍ରିୟା ଅଟେ ଜାହାକୁ ଆମେ ଆମୋଦନ କ୍ରିୟା ବି କହି ପାରିବା । ଏପରି ସମସ୍ତ ଙ୍କ ମନ ରେ ରହିଥାଏ କି ତାଙ୍କୁ କେମିତି ଗୋଟିଏ ଭଲ ପତ୍ନୀ ଟେ ମିଳୁ ବୋଲି । ଓ ସେ ଯେପରି ଦେଖିବା ପାଇଁ ବହୁତ ଆକର୍ଷକ ହୋଇ ଥିବେ । ଓ ବହୁତ ସୁନ୍ଦର ମଧ୍ଯ । ଏମିତି ରେ କଣ ଆପଣ ଝିଅ ଦେଖି ଦଖି ଥକି ସାରିଲେଣି କିନ୍ତୁ ବୟସ ବଢିବା ରୁ ଚିନ୍ତିତ ରହିଛନ୍ତି । କି । ବା ଏମିତି ବି ହେଉଛି କି ଝଅ ଦେଖିବା ପାଇଁ କିଛି ବି ଖାସ ଲାଗୁ ନାହିଁ । ବା ବିବାହ ପରେ ପତ୍ନୀ ଆପଣଙ୍କୁ କିଛି ଖାସ ଲାଗୁ ନାହିଁ ତେବେ ଆମେ ଆପଣଙ୍କୁ କହିବୁ କି କଣ ଅସୁବିଧା ରହିଛି ଯେଉଁଥି ପାଇଁ ଏମିତି ହେଉଛି ଆପଣଙ୍କ ସହିତ । ତେବେ ଆସନ୍ତୁ ଟିକିଏ ଜାଣି ନେବା କି କଣ କଣ ରହିଛି ଅସୁବିଧା ।

1. ବୟସ ରେ difference ରହିବା । ଏମିତି ରେ କୈଣସି ସମୟ ରେ ବି ଦେଖା ଯାଏ କି 18 ବର୍ଷ ର ଝିଅ କୁ 35 ବର୍ଷ ପୁଅ ବିବାହ କରୁଛି । ଏମିତି ରେ ଆଜି କାଲି ତ ପ୍ରାୟ 45 ବର୍ଷ ବୟସ ରେ ବି ବିବାହ କରିବା ପାଇଁ ରାଜି ହୋଇ ଯାଉଛନ୍ତି ସେବି ପୁଣି ଗୋଟିଏ 25 ବର୍ଷ ର ଝିଅ ସହିତ । ଏମିତି କେତେ ଘଟଣଆ ରେ ଦେଖିବା ପାଇଁ ମିଳି ଥାଏ ।

ଏମିତି ବୟସ ର ଅନ୍ତର ପାତର ରହିବା ଦ୍ବାରା ଆପଣଙ୍କୁ ପତ୍ନୀ କୈଣସି ଇଣ୍ଟରେଷ୍ଟ ରଖିବେ ନାହିଁ ଥରେ ଭାବନ୍ତୁ କି ପତ୍ନୀ ମାତ୍ର 17 ବର୍ଷ ର ହୋଇ ଥିବା ବେଳେ ପତି 40 ବର୍ଷ ର ହେଲେ ପତ୍ନୀ କେବେ ବି ଶାରୀରିକ ସଂମ୍ପର୍କ ବେଇବା ପାଇଁ ଇଚ୍ଚା ପ୍ରକଟ କରେ ନାହିଁ ଏହା ପରି ବର୍ତ୍ତେ ଯଦି ଆପଣ ନିଜ ବୟସ ଅନୁଯାୟୀ ବିବାହ କରିଛନ୍ତି ତେବେ ଶାରୀରିକ ସଂମ୍ପର୍କ ରେ ବହୁତ ମଜା ଉଠାଇ ପାରିବେ । ଯେମିତି ଆପଣଙ୍କ ବୟସ 25 ହୋଇ ଥିବା ବେଳେ ପତ୍ନୀ ଙ୍କ ବୟସ 22 ହୋଇ ଥିବ ବା କମ୍ ହେଲେ ବି ଚଳିବ । ଏମିତି ବହୁତ ଭଲ ହୋଇ ଥାଏ ।

2. ପତ୍ନୀ ଙ୍କୁ ନିଜ ଆଡକୁ ଆକର୍ଷଣିୟ କରିବା ର ଉପାୟ । ଏମିତି ବହୁତ ସ୍ଥାନ ରେ ଦେଖିବା ପାଇଁ ମିଳି ଥାଏ କି ସ୍ବାମ ୀ କୁ ସ୍ତ୍ରୀ ଛାଡି ପଳାଇ ଥାଏ । ଏମିତି ବେଳେ ସେ ଆପଣଙ୍କ ପାଖରୁ ବହୁତ ପ୍ରମ ହିଁ ଖୋଜିଥାଏ କିନ୍ତୁ ନପାଇବା ଦ୍ବାରା ସେ ଆପଣଙ୍କୁ ଛାଡି ଯାଏ । ଏମିତି ବେଳେ ଆପଣ ନିଜ ପତ୍ନୀ ଙ୍କ ମନ ଜାଣି କାର୍ଯ୍ଯ କରିବା ପାଇଁ ଚେଷ୍ଟା କରନ୍ତୁ ଓ ଏମିତି ରେ ତାଙ୍କ ସହିତ ବହୁତ ସମୟ ବ୍ୟତିତ କରିବା ପାଇଁ ଚେଷ୍ଟା କରନ୍ତୁ । ତାଙ୍କୁ ଶାରୀରିକ ସଂମ୍ପର୍କ ରଖିବା ପାଇଁ ମନାନ୍ତୁ । ଏପରି କି ସମନ୍ଧ ବନେଇବା ବେଳେ ତୈଳ ଅଂଶ ର ବ୍ୟବହାର କରନ୍ତୁ । ବହୁତ ଲାଭ ଦାୟକ ରହିବେ । ଓ ଆ ଏହା ଦ୍ବାରା ଆପଣଙ୍କ ପତ୍ନୀ ଆପଣଙ୍ ଠୁ ବହୁତ ସନ୍ତୁଷ୍ଟି ମିଳି ପାରିବ ।

Leave A Reply

Your email address will not be published.