Loading...

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସତର୍କ କରାଇଲେ ସ୍ୱାମୀ; ୬ ମାସ ପରେ ଲୋକେ ଛାଡ଼ିବେନି ! ଜାଣନ୍ତୁ କାହିଁକି?

Loading...

ବର୍ତ୍ତମାନ ଦେଶର ଆର୍ଥିକ ପରିସ୍ଥିତି କୁ ନେଇ ସମସ୍ତ ଙ୍କ ମସ୍ତକରେ ଚିନ୍ତା ଭରି ରହିଛି । କେନ୍ଦ୍ର ସରକାର ଙ୍କର ଯୋଜନା ଏବଂ ଗହଣୀୟ ନିଷ୍ପତି ଯୋଗୁଁ ଦେଶରେ ଏତେ ପର୍ଯ୍ୟନ୍ତ କିଛି ମାତ୍ରାରେ ଆର୍ଥିକ ସ୍ବଛଳତା ଦେଖାଯାଇଛି । ଆଜିର ଆର୍ଥିିକ ବ୍ୟବସ୍ଥା କୁ ଦେଖି ସରକାର ବଡ ବ୍ୟସ୍ତତା ମଧ୍ୟରେ ରହିଛନ୍ତି କାରଣ ଆଉ ଦଶ ବର୍ଷ ପରେ ଭାରତର ଆର୍ଥିକ ଅବସ୍ଥା କଣ ରହିବ। ବର୍ତ୍ତମାନ ଦେଶରେ ଆର୍ଥିକ ଅବସ୍ଥା ପୁରା ଢିଲା ଦେଖିବାକୁ ମିଳିଛି । ତେଣୁ ଏହି ନେଇ ମାନ୍ୟବର ପ୍ରଧାନ ମନ୍ତ୍ରୀ ଙ୍କୁ ବିଜେପିର ବରିଷ୍ଟ ନେତା ତଥା ରାଜ୍ୟସଭାର ସାଂସଦ ବରିଷ୍ଟ ଅର୍ଥନିତିଜ୍ଞ୍ୟ Subramanian Swamy ନିଜ ପ୍ରକାଶିତ

ପୁସ୍ତକ RESET REGAINING INDIA’S ECONOMIC LEGACY ମାଧ୍ୟମରେ ,ସେ ମୋଦୀ ଙ୍କୁ ଦେଶର ଆର୍ଥିକ ବ୍ୟବସ୍ଥା ସମ୍ପର୍କରେ ଯେଉଁ ଦରବାର ସୃଷ୍ଟି କରିଛନ୍ତି ତାହା ସଂପୂର୍ଣ୍ଣ ଯୁକ୍ତି ଯୁକ୍ତ ଭାବେ ପ୍ରକାଶିତ ହୋଇଛି ।

ସ୍ବାମୀ ତାଙ୍କ ପ୍ରକାଶିତ ପୁସ୍ତକ ମାଧ୍ୟମରେ ଲେଖି ମତାମତ ଦେଇଛନ୍ତି ଯେ ଭାରତ ଆଜି ସ୍ବାଧୀନତାର 73 ତମ ଅତିକ୍ରମ କରୁଛି କିନ୍ତୁ ଏତେ ପର୍ଯ୍ୟନ୍ତ ଅର୍ଥନୈତିକ ବ୍ୟବସ୍ଥା ମାନ୍ଦା ରହି ଆସିଛି । 1947 ମସିହା ଠାରୁ ଏତେ ପର୍ଯ୍ୟନ୍ତ ଭାରତରେ ଅର୍ତନିତୀ ସୃଦଡ ହୋଇ ପାରି ନାହିଁ । ତେଣୁ ସାଂପ୍ରତିକ ଆର୍ଥିକ ବ୍ୟବସ୍ଥା କୁ ଆଖି ଆଗରେ ରଖି ସ୍ବାମୀ ମୋଦୀ ଙ୍କୁ କହିଛନ୍ତି

ଯେ ବର୍ତ୍ତମାନ ଦେଶର ଆର୍ଥିକ ବ୍ୟବସ୍ଥା ପୁରା ଦୁର୍ବଳ କାରଣ ଦେଶରେ ଏହି ବ୍ୟବସ୍ଥା କୁ ସୁ ପରିଚାଳନା କରିବା ପାଇିଁ ଦକ୍ଷ ବିଚାରଜ୍ଞ୍ୟ ତଥା ସରକାର ନାହିଁ ଯାହା ଫଳରେ ଦେଶରେ ଗରିବି ବାରମ୍ବାର ସୃଷ୍ଟି ହେଉଛି ।

2025 ସୁଦ୍ଧା ଭାରତ ଅର୍ଥନୈତିକ ବ୍ୟବସ୍ଥା ବହୁତ ସୁଚନୀୟ ହେବ ବୋଲି ସ୍ବାମୀ ତାଙ୍କ ପ୍ରତ୍ରିକାରେ ପ୍ରକାଶ କରିଛନ୍ତି । ତେଣୁ ଦେଶରେ ଆର୍ଥିକ ବଜାର କୁ ସୁଧାରିବା ପାଇଁ ବରିଷ୍ଟ ବ୍ୟକ୍ତି ଦରକାର ତଥା ମ୍ୟାନିଜମେଣ୍ଟ ର କରବାୟି ପୁରା ସୁଦୃଡ ହେବା ଅତ୍ୟନ୍ତ ଜରୁରୀ । ତାହା ସହିତ କ୍ରାଇସିସି ମ୍ୟାନେଜ୍‌ମେଣ୍ଟ ଟିମ୍‌’ର ଆବଶ୍ୟକତା ରହିଛି।

ବର୍ତ୍ତମାନ ଦେଶରେ ବେକାରୀ ସମସ୍ୟା ବହୁତ ରହିଛି ।ଏବେ ବି ଲକ୍ଷ ଲକ୍ଷ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଛନ୍ତି ଗ୍ରାମର ାଆର୍ଥିକ ବ୍ୟବସ୍ଥା ଦେଶର ଆର୍ଥିକ ବ୍ୟବସ୍ଥା କୁ ସତେଜ୍ ରଖିବ । ତେଣୁ ଚାଷି ଠାରୁ ଆରମ୍ବ କରି ବ୍ୟବସାୟ ପର୍ଯ୍ୟନ୍ତ ସବୁରି ବିକାଶ ହେବା ଦରକାର ।

ଭାରତରେ କୃଷି ହେଉଛି ଅର୍ଥନୈତିକର ମେରୁଦଣ୍ଡ କିନ୍ତୁ ବର୍ତ୍ତମାନ କୃଷି କ୍ଷେତ୍ରରେ ବହୁତ ମାନ୍ଦାବସ୍ଥା ଦେଖିବାକୁ ମିଳୁଛି ତେଣୁ ମୋଦୀ ଙ୍କୁ ଏ ଦିଗରେ ପୁରା ସତର୍କ ରହିବା କୁ ପଡିବ ବୋଲି ଡଃ.. Subramanian Swamy ନିଜ ପ୍ରକାଶିତ ପୁସ୍ତକ RESET REGAINING INDIA’S ECONOMIC LEGACY ମାଧ୍ୟମରେ , କହିଛନ୍ତି ।

ଅର୍ଥନୀତି ଉପରେ ବିଶେଷ ଜ୍ଞାନ ଓ ଦକ୍ଷତା ରଖୁଥିବା ରାଜନୀତିଜ୍ଞ, ବୃତ୍ତିଜୀବୀ ଓ ଅର୍ଥଶାସ୍ତ୍ରୀମାନଙ୍କୁ ନେଇ ଗଠିତ ହେବାର ଆବଶ୍ୟକତା ରହିଛି ।ତେଣୁ ମୋଦୀ ଙ୍କୁ ଆଜିଠୁ ଦେଶବାସୀ ପ୍ରତି ଦେଉଥିବା ଆଶା ଏବଂ ସ୍ବପ୍ନ ପ୍ରତି ସଜାଗ୍ ହେବାକୁ ପଡିବ ।ସେ ଆଗ ଦେଶର ମୂଲ ବ୍ୟବସ୍ଥା କୁ ସୁଧାର କରନ୍ତୁ ତା ପରେ ଦେଶରେ କୋଟି କୋଟି ଲୋକ ମାନଙ୍କୁ ଉର୍ଦ୍ଧା ାଆଶାର ସବପ୍ନ ଦେଖାଇବେ ।

ଯଦି ଆମେ ଦେଇଥିବା ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Loading...
Loading...