Take a fresh look at your lifestyle.

ପାକିସ୍ତାନରେ ଉଡିଲା ଭାରତୀୟ ତିରଙ୍ଗା – ପାକିସ୍ତାନ ସୌନ୍ୟ ଓ ସରକାର ଦେଖି ହୋଇଗଲେ କାବା, ଆଉ ତା ପରେ କରି ଦେଲେ କିଛି ଏମିତି..

0 399

ପୁଣି ଥରେ ଭାରତ ପାଇିଁ ବହୁତ ବଡ ଖୁସିର ଖବର . ଯାହା ଜାଣିଲେ ନିଜର ମନ ଧନ୍ୟ ହୋଇଯିବା ସହ ହୃଦୟରେ ଭଲପାଇବା ଆହୁରି ବଡିଯିବ । ତାହା ସହ ଆମ ମାଟିର ଗୌରବ ବୃଦ୍ଦି ପାଇବ । ଆପଣ ମାନେ ଭାରତ ସହ ଯେଉଁ ଦେଶ ଦୀର୍ଘଦିନ ଧରି ଅପମାନ ଆକ୍ରମଣ ଓ ଅତ୍ୟାଚାରର ଗନ୍ତାଘର ପାଲଟି ଯାଇଥିଲା ସେହି ଦେଶ ଆଜି କରୁଛି ତାର ସମ୍ମାନ । ପୁଲୱାମା ଆକ୍ରମଣ ପରେ ଭାରତ ପାକିସ୍ତାନକୁ କଡା ଜବାବ ଦେଇଆସୁଛି

ଏପରି କି ଭାରତର ନଦୀପାଣି ନେଇ ପାକିସ୍ତାନ ନିଜର ତୁଷ୍ଣା ନିବାରଣ କରୁଥିଲା ତାହା ଆଜି ଭାରତସରକାର ସପୂର୍ଣ୍ଣ ଭାବେ ବ୍ୟାନ କରିଛନ୍ତି । ଏବଂ ପାକିସ୍ତାନ ରୁ ଆସୁଥିବା ସିମେଣ୍ଟକୁ ଭାରତୀୟ ବ୍ୟବସାୟୀ ମାନେ ଫେରାଇ ଦେଇଛନ୍ତି । ଏ ଥିଲା ପାକିସ୍ତାନର ଫଳ କିନ୍ତୁ ଆଜି ଯେଉଁ ସୂଚନା ପାକିସ୍ତାନର ଲୋକମାନେ ଭାରତ କୁ ଯେଉଁ ସୁନ୍ଦର ସମ୍ମାନ ଦେଇଛନ୍ତି । ତାହା ଭାରତ ପାଇିଁ ଆଉ କଣ ବଡ କଥା ହୋଇପାରେ ।ଆସନ୍ତୁ ଜାଣନ୍ତୁ ଏହି ତସବିରକୁ ଦେଖନ୍ତୁ ଏବଂ ପୁରା ରହସ୍ୟ ବିଷୟରେ ଅବଗତ ହୁଅନ୍ତୁ ।

ପାକିସ୍ତାନ ର ସେନା ଓ ସରକାରଙ୍କ ନିମନ୍ତେ ବହୁତ ଦୁଖଃର ବିଷୟ ଯାହା ତାଙ୍କୁ ବହୁତ ଯତ୍ନଣା ଦେଇଛି ।ପାକିସ୍ତାନ ବଲୁଚିସ୍ତାନ ଠାରେ ଥିବା ବାସିନ୍ଧା 26 ଜାନୁଆରୀକୁ ଏହିସ୍ଥାନୀୟ ଲୋକମାନେ ଭାରତୀୟ ତିରଙ୍ଗାପତାକାକୁ ଉତ୍ତଳନ କରି ଉଚିତ ସମ୍ମାନ ଦେଇଥିଲେ । ବଲୁଚିସ୍ତାନ ଲୋକମାନେ ଦୀର୍ଘବର୍ଷ ଧରି ସ୍ବତନ୍ତ୍ରତାମାଗି ଆସୁଛନ୍ତି

ତାଙ୍କର କହିବାର କାରଣ ଏହିକିଯେ ଭାରତ ଆମକୁ ଆଜାଦି ଦେବାରେ ଦୃଡସମର୍ଥନ କରିବ ।ବଲୁଚିସ୍ତାନ ଠାରେ ଆଜାଦିର ବାର୍ତ୍ତା ବହୁ ଦିନ ଧରି ଉଠିଆସିଛି କିନ୍ତୁ ତାହା ଆଜି ପର୍ଯ୍ୟନ୍ତ ମିଳିନାହିଁ ତେଣୁ ବଲଚିର ଲୋକମାନେ ଭାରତର ପ୍ରଧାନ ମନ୍ତ୍ରୀ ଙ୍କୁ ସଂନ୍ଦେଶ ପଠାଇ କହିଛନ୍ତିଯେ ଭାରତ ପାକିସ୍ତାନ ଠାରୁ ଆମକୁ ସ୍ବତ୍ରନ୍ତ୍ରତା ପ୍ରାପ୍ତ କରିପାରିବ ।

ଏହି ପରିପେକ୍ଷିରେ କରିମା ବଲେଚ ମୋଦୀଙ୍କ ନିମନ୍ତେ ଏକ ଭିଡିଓ ବନି ପଠାଇଛନ୍ତି ଏବଂ ସେହି ଭିଡିଓ ମୁତାବିକ ସେ କହିଛନ୍ତି ଯେ ମୋଦୀ ସରକାର ଚାହିଁଲେ କେବଳ ବଲଚୀ ସ୍ତାନକୁ ପାକିସ୍ତାନଠୁ ସ୍ବାଧୀନ ଆଣିପାରିବେ । ଆପଣଙ୍କ ମତରେ କଣ ଭାରତ ପାକିସ୍ତାନ ସହ ଯୁଦ୍ଧ କରିବା ଆବଶ୍ୟକ । ଯଦିଆପଣ ଙ୍କୁ ଆମଏହି ପୋଷ୍ଟଟି ଭଲ ଲାଗିଲା ତେବେ ଆମ ଫେସବୁକ୍ ପେଜୁକୁ ଲାଇକ୍ କରନ୍ତୁ ଏବଂ ସେୟାର କରନ୍ତୁ Friend s’ ଓ ଫେମିଲି ଙ୍କ ସହିତ ଓ ପୋଷ୍ଟଟି କିଭଳି ଲାଗିଲା ଆମଙ୍କୁ କମେଣ୍ଟ କରି ଜଣାନ୍ତୁ ।

Leave A Reply

Your email address will not be published.