Loading...

ପପୁ ଭାଇଙ୍କ ସ୍ବାସ୍ଥାବସ୍ଥା କୁ ନେଇ ମୁହଁ ଖୋଲିଲେ 2019 ରେ ଆସୁଛି ନୁଆ ଫିଲ୍ମ । ଜୟ ଜଗନ୍ନାଥଙ୍କ କୃପାରୁ ଥରେ ସେୟାର କରନ୍ତୁ

Loading...
0 209

ଜୟ ଜଗନ୍ନାଥ ଙ୍କ କୃପା ରୁ ଓ ଆପଣଙ୍କ ଭଲ ପାଇବା ପୁଣି ଥରେ ପୁପୁ ଭାଇଙ୍କୁ ଆମ ପାଖକୁ ନେଇ ଆସିଛି । ତେଣୁ ଆମେ ଚାହୁଁଛୁ କି ପୁପୁ ଭାଇ ପୁଣି ଓଲିଉଡ ରେ ଧୁମ ମଚାଇବା ସହିତ ଆମ ମାନଙ୍କୁ ଖୁବ୍ ହସାନ୍ତୁ । ତେଣୁ ଜୟ ଜଗନ୍ନାଥ କହି ଥରେ ସେୟାର ନିଶ୍ଚିତ କରନ୍ତୁ ।

ଓଲିଉଡ ରୁ କମେଡି କିଙ୍ଗ କୁ ତ ଆପଣ ବହୁତ ଭଲ ଭାବେ ଜାଣିଥିବେ କାରଣ ସେ ନିଜ କମେଡି ରେ ସାରା ଓଡିଶା କୁ ହସାଇ ଥାନ୍ତି ଏମିତି କି । ଆମେ ମାନେ ତାଙ୍କର କମେଡି ଦେଖି ମଧ୍ଯ ବହୁତ ଖୁସି ହୋଇଥାଉ । ଆପଣ ବହୁତ ଭଲ ଭବରେ ଜାଣି ଥିବେ କି ଆମେ ବର୍ତ୍ତମାନ ଆପଣଙ୍କୁ କାହା କଥା କହିବା ପାଇଁ ଜାଉଛିୁ ।

ହଁ ଆଜ୍ଞା ଆମେ ବର୍ତ୍ତମାନ ଆମର ଅତି ପ୍ରି୍ୟ ର କଳାକାର ପୁପୁ ପମ୍ ପମ୍ ଙଅକ କଥଆ କହିବା ପାଇଁ ଜାଉଛୁ ବର୍ତ୍ତମାନ ପୁଣି ଥରେ ଗୋଟିଏ ଖୁଲି ଖବର ଆସି ଛି ତାଙ୍କୁ ନେଇ ଆଜି ଜି ସାର୍ଥକ କମ୍ପାନୀ ର ଓନର ସୀତାରାମ ଅଗ୍ରୱାଲ କହିଛନ୍ତି କି ପପୁ ପୁଣି ଫେରୁଛନ୍ତି ଆପଣ ମାନଙ୍କ ପାଖକୁ ଯେମିତି ଆପଣ ଜାଣିଛନ୍ତି ।

ପୁପୁଙ୍କ ବିନି ଯେକୈଣସି ବି ଫିଲ୍ମ ରେ ଟିକିଏ ବି ମଜା ଆସି ନଥାଏ । ତେଣୁ ଏଇଥି ପାଇଁ ସୀତାରାମ ଅଗ୍ରୱାଲ କହିଛନ୍ତି ଆଗକୁ 2019 ରେ ପ୍ରଥମ ରେ ଆସୁଥିବା ଫିଲ୍ମ ରେ ପପୁ ଙ୍କୁ ଆପଣ ମାନେ ଦେଖିବା ପାଇଁ ପାଇବେ । ଏମିତି ରେ ଯଦି ଆପଣ ମାନେ ଜାଣି ନାହାନ୍ତି କି ପପୁ ଙ୍କର କଣ ହୋଇଥିଲା ଆମେ ଆପଣଙ୍କୁ ମନେ ପକାଇ ଦେଉଛୁ ।

କି ଗତ ମେ ମାସ 15 ରେ ହଠାତ ପୁପୁଙ୍କ ଦେହ ଅସୁସ୍ଥ ହୋଇ ପଡିଥିଲା । ଓ ଏମିତି ରେ ତାଙ୍କୁ ଭୁବନେଶ୍ବର ର ବଡ ଡାକ୍ତର ଖାନା ରେ ଚିକିତ୍ସିତ କରାଯିବା ପରେ ବି ସେ ଠିକ ହୋଇ ପାରି ନଥିବା ରୁ ତାଙ୍କୁ ଦିଲ୍ମୀ ଏମସ୍ ରେ ଏଡମିଟ କରାଯିବା ର ପ୍ରାୟ ତିନି ମାସ ପରେ ସେ ଟିକିଏ ଭଲ ଅବସ୍ଥା କୁ ଫେରି ଥିଲେ ଏମିତି ରେ ସେ କହିଥିଲେ କି ତାଙ୍କର ଭଲ ହେବା ପଛ ରେ ବି ତାଙ୍କ ଫେନ ମାନଙ୍କର ହାତ ରହିଛି ।

ଏମିତି କି ତାଙ୍କର ମୃତ୍ୟୁ ଖବର ତ ସୋସିଆଲ ମିଡିଆ ରେ ମାତିବାରେ ଲାଗିଥିଲା । ଓ ଏସବୁ ବେଳେ ଲୋକ ମାନେ ବିସ୍ବାଶ ବି କରୁଥିଲେ କି ପୁପୁ ଏବେ ଏହି ଦୁନିଆଁ ରେ ନାହାନ୍ତି ବୋଲି । ହେଲେ ଭଗବାନ ଙ୍କ ଦୟା ରୁ ପୁଣି ପପୁ ସୁସ୍ଥ ହୋଇ ଘରକୁ ଫେରି ଆସିଛନ୍ତି ବୋଲି ଜଣା ପଡିଛି ।

ଏମିତି ବି ସେ ବହୁତ ଥର ତାଙ୍କ ଫେନ ମାନଙ୍କୁ ଭିଡିଓ କରି ପଠାଇ ଥିଲେ । ତେବେ ଖୁବ ଶିଘ୍ର ତାଙ୍କର ନୁଆ ଫିଲ୍ମ ର ସୁଟିଂ ଆରମ୍ଭ ହାବା ପାଇଁ ଜାଉଛି । ତେବେ କେବଳ ଅପେକ୍ଷା ରହିଛି ଦର୍ଷକଙ୍କୁ । ତେବେ ଦେଖା ଯାଉ କି ଆଗ ପରି କମେଡି କରି ପପୁ ପୁଣି ଥରେ କେମିତି ଭାବେ ଲୋକଙ୍କ ମନ ଜିତି ପାରୁଛନ୍ତି ।

Loading...
Loading...