Loading...

ପୁଣି ଥରେ ଅସୁସ୍ଥ ହେଲେ ପପୁ ପମ୍ ପମ୍ , ଜାଣନ୍ତୁ କଣ ରହିଛି ଏହା ପଛର ଖବର ।

Loading...

ଓଲିଉଡ ର କମେଡି କିଙ୍ଗ କୁ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ । ତାଙ୍କର ଚର୍ଚ୍ଚା ଓଡିଶା ର ସବୁଆଡେ ହୋଇଥାଏ । ଓ ସବୁ ବେଳେ ସେ କୈଣସି ନା କୈଣସି ଷ୍ଟେଜ ପଗ୍ରାମ ଗୁଡିକୁ ଜାଇଥାନ୍ତି । ଓ ଲୋକ ମାନଙ୍କୁ ହାସ୍ଯ କରାଇଥାନ୍ତି । କିନ୍ତୁ ଏହି ହାସ୍ଯ କରାଉଥିବା ଅଭିନେତା ଙ୍କ ପାଇଁ ଆଜି ସାରା ଓଲିଉଡ ଜଗତ କାନ୍ଦୁଛି ।

ଆପଣ ବହୁତ ଭଲଭାବରେ ଜାଣିଥିବେ କି ସେ କିଛି ଦିନ ତଳେ କୈଣସି ଏକ ରୋଗ ରେ ପିଡିତ ହୋଇଥିଲେ ଓ ଏହାବି ଓଡିଆ ଫିଲ୍ମ ସୁନ୍ଦର ଗଡ ର ସଲମାନ ଖାନ ର ସୁଟିଂ ବେଳେ ଓ ତାଙ୍କର ଦେହ ଅତ୍ୟନ୍ତ ଖରାପ ହେବା ପରେ ତାଙ୍କୁ ଦିଲ୍ମ ରେ ଏମ୍ସ୍ ବୋଲି ଏକ ଡାକ୍ତର ଖାନା ରେ ଏଡ୍ ମିଟ୍ କରାଜାିଥିବା ବେଳେ ଦିର୍ଘ ତିନିମାସ ହେଲା ମାନେ ମେ ମାସ ରେ ସେ ଜାଇଥିଲେ ଓ ମେ ମାସ ରୁ ଦିର୍ଘ ତିନି ମାସ ହେଲା ସେ ମରଣ ସହିତ ସଂର୍ଘଷ କରି ସେ ଘରକୁ ଫେରିଥିଲେ ।

ଓ ଏହା ପରେ ସେ ସୋସିଆଲ୍ ମିଡିଆ ରେ ଏକ ଭିଡିଓ କରି ଛାଡିଥିଲେ କି ତାଙ୍କର ଅତ୍ଯନ୍ତ ଦେହ ଖରାପ ହେବା ହେତୁ ସେ ବହୁତ ଦିନ ଧରି ଓଲିଉଡ ରେ ଦେଖାଦେଇ ପାରିନଥିଲେ । ଓ ତାଙ୍କର ଦେହ ର ଏହି ପରିର୍ବତ୍ତନ ପାଇଁ ତାଙ୍କର ଫେନ୍ ମାନଙ୍କୁ ବହୁତ ଧନ୍ଯବାଦ ଦେଇ କହିଥିଲେ କି ତାଙ୍କର ଏହି ପରି ଭାବେ ସୁସ୍ଥ ହୋଇ ଫେରିବା ପଛରେ ତାଙ୍କର ଫେନ୍ ମାନଙ୍କ ବହୁତ ପରିମାଣ ରେ ହାତ ରହିଛି ।

କିନ୍ତୁ ଏପରି କ୍ଷେତ୍ରରେ କିଛି ଦିନ ସେ ବହୁତ ଅସୁସ୍ଥ ରହିବା ପରେ ନିଜର ଦେହର କୁ ଜଗି ପାରିନଥିବାରୁ ସେ ବହୁତ ହାଲି ଜାଇଥିଲେ ଓ କିନ୍ତୁ ସ୍ବସ୍ଥ ରେ ଉନ୍ନିତି ହେବ ବୋଲି ଡୀକ୍ତର କହିଥିଲେ କିନ୍ତୁ । ଆଜ୍ଞା ଆମେ ଆପଣଙ୍କୁ ଜଣାଇ ଦେବା ପାଇଁ ଚାହୁଁଛୁ କି ପପୁଙ୍କ ଦେହ ପୁଣି ଥରେ ଖରାପ ହେବାର ଜଣା ପଡିଛି । ଓ ସେ ପୁଣି ଥରେ ଦିଲ୍ମ ଏମ୍ସ ଡାକ୍ତର ଖାନା କୁ ନିଆଯିବା ର ଖବର ମିଳି ଥିବା ବେଳେ ନିଜର ଫେନ୍ ମାନଙ୍କ ସୋହଯୋଗ9 ବହୁତ ପରିମାଣ ରେ ଦରକାର ବୋଲି ଓଲିଉଡ ର କିଛି ଅଭିନେତା କହିଥିବାର ଜଣା ପଡିଛି । ତେଣୁ ଆପଣ ମାନେ ଦୟକରି ପପୁ ପମ୍ ପମ୍ ଙ୍କ ପାଇଁ ଟିକିଏ ଭଗବାନ ଙ୍କୁ ଡାକନ୍ତୁ । ଓ ଜେପରି ଭାବରେ ସେ ବହୁତ ଶିଘ୍ର ଭଲ ହୋଇ ଘରକୁ ଫେରନ୍ତୁ ।

ଆପଣଙ୍କ ମୂଲ୍ଯବାନ ସମୟ ଦେଇ ଥିବାରୁ ଧନ୍ଯବାଦ ଯଦି ଆପଣଙ୍କୁ ଆମର ଏହି ଆର୍ଟିକାଲ୍ ଟି ଭଲ ଲାଗିଲା ତେବେ ଆପଣଙ୍କ friend ଓ family ସହ ସେୟାର କରନ୍ତୁ

Loading...
Loading...