Loading...

ପପୁ କହିଲେ ତାଙ୍କ ମୃତ୍ୟୁ ର ତାରିଖ କେବେ ।

Loading...
0 174

କଣ ଆପଣ ମାନେ ଏହି କଥା ସୁଣି ବହୁତ ଆଶ୍ଚର୍ଯ୍ଯ ହୋଇଗଲେ । ମୋଟେ ବି ଆଶ୍ଚର୍ଯ୍ଯ ହୁଅନ୍ତୁ ନାହିଁ । କାରଣ ଏହା ମିଛ ନୁହେଁ ପୂରା ସତ ଘଟଣା ଟିଏ । ଆପଣ ବୋଧ ହୁଏ ଯାଣିଥିବେ କି କିଛି ମାସ ହେଲା ପପୁ ଙ୍କ ଦେହ ଖରାପ ରହିଥିଲା ଓ ସେ ମେ ମାସ 17 ତାରିଖ ରୁ ଏମସ୍ ରେ ଚିକିତ୍ସା ଧିନ ଥିଲେ । ଓ ବହୁତ ସମୟ ମରଣ ସହିତ ଲଢେଇ କରିବା ପରେ ସେ ଘରକୁ ଫେରିଥିଲେ ।

କିନ୍ତୁ ତାଙ୍କର ଅସୁସ୍ଥ ହେବା ଖବର ନେଇ ପ୍ରଥମେ ସୋମିଆଲ ମିଡିଆ ମାନଙ୍କରେ ବହୁତ ଚହଳ ସୃଷ୍ଟି ହୋଇଥିଲା । ଜାହାଫଳରେ ଲୋକ ମାନେ ସୋମିଆଲ୍ ମିଡିଆ ରେ ପପୁଙ୍କ ଫଟ ଆଗରେ ଫୁଲ ମାଳ ଟାଙ୍ଗି ସେୟାର କରିବା ପାଇଁ ଲାଗିଥିଲେ । ଓ ପପୁ ଏବେ ମୃତ ବୋଲି କହିଥିଲେ । କିନ୍ତୁ ଏହି ସବୁ କଥା ମିଛ ପ୍ରମାଣିତ ହୋଇ ଥିଲା ଯେତେ ବେଳେ ପପୁ ନିଜ ସୋସିଆଲ୍ ମିଡିଆ ରେ ତାଙ୍କର ଗୋଟିଏ ଭିଡିଓ ଆପଲୋଡ କରି କହିଥିଲେ କି ସେ ମରିବା କଥା ପୂରା ମିଛ ଅଟେ ।

ଏହା ପରେ ମାହଲ୍ ଥମିଥିଲା କିନ୍ତୁ ପୁଣି ଏହି 25 ତରିଖ ଦିନ ରି ଚେକିଙ୍ଗ ପାଇଁ ପୁଣି ପପୁ ଏମ୍ ସ କୁ ଜାଇଥିବା ବେଳେ ଲୋକ ମାନଙ୍କ ଭାଇରଲ ରେ ପପୁ ପୁଣି ଥରେ ମରିଗଲେ । ଏବଂ ପୂଣି ଥରେ ସେୟାର କରିବା ପାଇଁ ଲାଗିଲେ କି ପପୁ ମରିଗଲେ । କିନ୍ତୁ ଏପରି କ୍ଷେତ୍ରରେ ପପୁ ନିଜକୁ ମୋଟେରୁ ନହାରି ନିଜକୁ ସୁଦୃଢ କରିଛନ୍ତି ।

ଓ ଆଜି ପୁଣି ଥରେ ଆଉ ଗୋଟିଏ ଭିଡିଓ ସହ ଆସିଥିଲେ ଓ କହିଥିଲେ କି ଲୋକ ମାନେ ତାଙ୍କ ମରିବା ଖବର କୁ ବହୁତ ଆଗକୁ ନେଇ ଗଲେଣି ଓ ସେମାନେ ତାଙ୍କର ମରିବା ଖବର କୁ ଆଗକୁ ନେଇ ବହୁତ ଭଲ କରିଛନ୍ତି । କାରଣ କୁହାଯାଏ କି ଯେଉଁ ବ୍ୟକ୍ତି ବଞ୍ଚି ରହି ତାଙ୍କର ମରିବା ଖବର ଆଗକୁ ଆସେ ତାଙ୍କର ଆୟୁସ ବହୁତ ବଢିଯାଏ । ଏପରି କହି ସେ ଏହା ମଧ୍ଯ କହିଥିଲେ କି ସେ ରି ଚେକ୍ ପାଇଁ ପୁଣି ଏ ମ୍ ସ୍ କୁ ଯାଇଥିଲେ ସେଥିପାଇଁ ଏପରି ଭାଇରଲ ହୋଇଛି। ଓ ସେ ବହୁତ ଶିଘ୍ର ଠିକ୍ ହୋଇ ପରଦା କୁ ଫେରି ଆସିବେ ବୋଲି କହିଛନ୍ତି ।

ଆପଣଙ୍କ ମୂଲ୍ଯବାନ ସମୟ ଦେଇ ଥିବାରୁ ଧନ୍ଯବାଦ ଯଦି ଆପଣଙ୍କୁ ଆମର ଏହି ଆର୍ଟିକାଲ୍ ଟି ଭଲ ଲାଗିଲା ତେବେ ଆପଣଙ୍କ friend ଓ family ସହ ସେୟାର କରନ୍ତୁ

Loading...
Loading...