Loading...

ପସନ୍ଦ କରନ୍ତୁ ନିଜ ଜନ୍ମ ବର୍ଷ ଆଉ ଜାଣନ୍ତୁ ନିଜ ବଦଗୁଣ କଣ ଓ ନିଜ ଆଗାମୀ ଭବିଷ୍ୟତ ବିଷୟରେ

Loading...
9 22,595

ସାଧାରଣତଃ ମନୁଷ୍ୟ ତା ଜୀବନ କାଳ ମଧ୍ୟରେ ଅନେକ ଉତ୍ସବ ପାଳନ କରିଥାଏ ଏବଂସେ ଜାଣିନଥା ଏକି ମୋର ଏଉତ୍ସବ ମୋପାଇିଁ କେତେ ଉପକାର ହୋଇପାରେ । ମନୁ୍ଷ୍ୟ ସବୁବେଳେ ନଜର ଜନ୍ମ ବାର୍ଷିକ ପାଳନ କରିଆସେ ଜନ୍ମବାର୍ଷିକ ପାଳନ କରିବା ଏହା ଏକ ଅପରାଧ ନୁହେଁ କିନ୍ତୁ ଅପରାଧ କାହାକୁ କୁହାଯାଏ ଯେଉଁଥିରେ ଆପଣ ନିଜକୁ କିଛି ଅନୈତିକ କାର୍ଯକଳାପ କରିଥାନ୍ତି ଯାହା ସମାଜ ,ଜାତି ଦେଶ .ଓସଂସ୍କୃତି ନିମନ୍ତେ କଳଙ୍କିତ ହୋଇଥାଏ ।

କହିବାର ତାତ୍ପର୍ଯ୍ୟ ଏହିକି ଯେ ମନୁଷ୍ୟର ଯଦି ନିଜକୁ ଉଚିତ୍ ମାର୍ଗରେ ପଥଚିତ ହେବ ତେବେ ଭଗବାନ ସନ୍ତୁଷ୍ଟ ହେବା ସହ ନିଜ ଜୀବନଟା ଏକ ସୁଖମୟ ସାଗର ମଧ୍ୟରେ ଭରିହୋଇଯିବ । କିନ୍ତୁ ଏ କଳିଯୁଗର ମଣିଷ କେବେହେଲେ ପରିବର୍ତ୍ତିତର ରୂପ ଧାରଣ କରିବାରେ ଅସଫଳ ହେଉଛନ୍ତି । ସବୁବେଳେ ମଣିଷ ମଧ୍ୟରେ କିଛି ନୈତିକ . ଆଧ୍ୟାତ୍ମିକ ଗୁଣ ରହିବା ଦରକାର

Image result for SUCCESSFUL CHILD

ଏସବୁ ଗୁଣ ରହିବା ଫଳରେ ମନୁଷ୍ୟର ଅନ୍ତନିହିତ ଆଚରଣ ଗୁଡିକ ପରିମାର୍ଜିତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ମନୁଷ୍ୟ ନିଜେ ନିଜକୁ ପରିବର୍ତ୍ତନ ନ କରି କିପରି ନିଜ ଭବିଷ୍ୟତର ମାର୍ଗକୁ ସୁଦାରୁଛି ଏବଂ ନିଜ ଜନ୍ମଉତ୍ସବପାଳନ କରୁଛି ।

ସାଧାରଣ କହିବାକୁ ଗଲେ ଅତୀତ କୁ ଯଦି ଉନ୍ମଚୋନା କରାଯାଏ ତେବେ ସେତେବେଳର ମଣିଷ ଭିନ୍ନ ପ୍ରକାର ଥିଲେ । ସେମାନେ ନିଷ୍କପଟ . ସାଧାରଣ ମନୁଷ୍ୟ ଥିଲେ ଏବଂ ଅନ୍ୟାୟ ଓ ଅତ୍ୟାଚାର ଶୋଷଣ ରୁ ନିବୃର୍ତ୍ତ ରହୁଥିଲେ । ସେମାନେ ଜୀବନ କୁ ଏକ ସତ୍ୟଓ ଅହିଂସା ର ମାର୍ଗରେ ପରିଚାଳିତ କରି ଜୀବନ ର୍ନିବାହ କରୁଥିଲେ ଏବଂ ପ୍ରାକୃତିକ ସୌନ୍ଦଯ୍ୟ ପରିବେଶ କୁ ନେଇ ଭବିଷ୍ୟତର କଥା ଚିନ୍ତା କରୁଥିଲେ ।

Image result for indian SUCCESSFUL CHILD

କିନ୍ତୁ ଏ ଆଧୁନିକ ଯୁଗର ମଣିଷଙ୍କ ନିକଟରେ ଭରିଦେଇଛି ହିଂସାର ସାରର୍ସମ ।ଏହି କାରଣରୁ ଆପଣ ସମସ୍ତଙ୍କ ଉପରେ ବିଶ୍ୱାସ କରିଦିଅନ୍ତି । 1984 – ଏମାନେ ସ୍ବଭାବରୁ ପଜେଟିଭ ଥାଆନ୍ତି । ଆପଣ ନିଜ ହସ ମୁଖା ଯୋଗୁ ନିଜ ସାଙ୍ଗ ମାନଙ୍କ ସହ ଭଲରେ ରହିଥାନ୍ତି । 1985 – ଏମାନେ ସବୁବେଳେ ନିଜର ମନ କଥା ଶୁଣନ୍ତି । ଆପଣ ଅନ୍ଯ କାହାର ଉପଦେଶ ମାନନ୍ତି ନାହିଁ ।

Related image

ଯଦି ଆପଣ ଜୀବନରେ ସାନ୍ତ ରହିବାକୁ ଚାହାଁନ୍ତି ତେବେ ରାଗ ତ୍ଯାଗ କରନ୍ତୁ । 1986 – ଆପଣ ସ୍ବତନ୍ତ୍ର ପ୍ରକାରର ବ୍ୟକ୍ତି ଅଟନ୍ତି । କୌଣସି କାମ କରିବା ପୂର୍ବରୁ ଥରେ ଟିଏ ଚିନ୍ତା କରିବା ଉଚିତ ଏବଂ ଏଅଳ୍ପ ଜୀବନାବଧି ରେନୁଷ୍ୟ ସମାଜ ପାଇିଁ କିଛି ନା କିଛି କରିଯିବା ଉଚିତ । ଏହି ପ୍ରାଣ ପିଣ୍ଡକୁ ଭଗବାନଙ୍କ ନିକଟରେ ସମର୍ପିତ କରି ସନ୍ୟାସ ର ଜୀବନ ଯାପନ କରିବା ଉଚିତ ମନେହୁଏ

ଯଦିଆପଣ ଙ୍କୁ ଆମଏହି ପୋଷ୍ଟଟି ଭଲ ଲାଗିଲା ତେବେ ଆମ ଫେସବୁକ୍ ପେଜୁକୁ ଲାଇକ୍ କରନ୍ତୁ ଏବଂଓସେୟାର କରନ୍ତୁ Friend s’ ଓ ଫେମିଲି ଙ୍କ ସହିତ ଓ ପୋଷ୍ଟଟି କିଭଳି ଲାଗିଲା ଆମଙ୍କୁ କମେଣ୍ଟ କରି ଜଣାନ୍ତୁ ।

Loading...
Loading...