Take a fresh look at your lifestyle.

ମୁହଁ ଖୋଲିଲେ ମୋଦି GST ଲାଗିଲେ ପେଟ୍ରୋଲ 27 ଓ ଡିଜେଲ 20 ଟଙ୍କା କମିବ ।

0 88

ପେଟ୍ରୋଲ ଓ ଡିଜେଲ ସାମଗ୍ରୀ ଉପରେ ଟିକସ ଲଗାଇବା ପାଇଁ ପୁଣି ଚାଲିଲା ଆଲୋଚନା । ସରକାର ଙ୍କ ମତ ରେ ଯଦି ଏହ ସମୟ ରେ ଯେପରି ଭାବେ ପେଟ୍ରୋଲ ଓ ଡିଜେଲ ର ଦର ଆକାଶ ଛୁଆଁ ହୋଇଚାଲିଛି । ସେମାନଙ୍କ ଅନୁସାରେ ଯଦି ଏବେ ପେଟ୍ରୋଲ ଉପରେ 28 ପ୍ରତିଶତ GST ଲଗାଯାଏ ତେବେ ।

ପେଟ୍ରୋଲ ଲିଟର ପିଛା 45.55 ପଇସା କମି ଯିବ ବୋଲି ଆକଳନ କରାଯାଇଛି । ଓ ଡିଜେଲ ଲିଟର ପିଛା 48.64 ପଇସା କମିଯିବ ବୋଲି ଆକଳନ କରାଯାଉଛି । ଏହାର ମାନେ ହେଲା ପେଟ୍ରୋଲ ବର୍ତ୍ତମାନ ତୁଳନା ରେ 72 ଟଙ୍କା 67 ପଇସା ଓ ଡିଜେଲ ଉପରେ 69.40 ପଇସା କମିବ ଯେପରି ଭାବେ ଆପଣ ମାନେ ବହୁତ ଭଲ ଭାବେ ଜାଣିଥିବେ କି ।

ଗତ ମାର୍ଚ୍ଚ 20 ତାରିଖ ରୁ ହିଁ ତୈଳ ଦର ହୁ ହୁ କରି ବଢି ଚାଲିଛି। ଆମ ରାଜ୍ୟ ରେ ତ ଅସିମିତ ହୋଇଛି ଯ ତେଣୁ ଏପରି ବେଳେ କେନ୍ଦ୍ର ତୈଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଦୁଇଟି ତୈଳ କୁ GST ପରିସର କୁ ନେଇ ଆସିବା ପାଇଁ ଚାହୁଁଛନ୍ତି ।

ତେବେ ଏହା ପରେ ବି ଏହି ସବୁ ଦର ବୃଦ୍ଧି ଉପରେ କଟକଣା ଲଗାଇ ନପାରିଲେ । ଏହି ସବୁ କ୍ଷେତ୍ରରେ ସବୁ ଟିକସ ଉଠାଇ ଦିଆଯିବ । ତେବେ ଆସନ୍ତୁ ଜାଣିବା କି ଆମ ଭୁବନେଶ୍ବର ରେ ପେଟ୍ରୋଲ ଓ ଡିଜେଲ ସାମଗ୍ରୀ ଉପରେ କାହାର କେତେ ପରିମାଣ ରେ ଟିକସ ରହିଛି ।

 

ପେଟ୍ରୋଲ ଡିଜେଲ ଉପରୁ କିଏ କେତେ ଟଙ୍କା Tax ଚାର୍ଜ କରୁଛନ୍ତି

ପେଟ୍ରୋଲ – 35.59  କେନ୍ଦ୍ର – 19.48  ରାଜ୍ୟ – 14.32  ଡିଲର କିସନ – 3.28

ଡିଜେଲ – 38.00  କେନ୍ଦ୍ର – 15.33  ରାଜ୍ୟ – 13.86  ଡିଲର କିସନ – 2.21 

ତେବେ ଭୁବନେଶ୍ବର ରେ ଏହି ପରି ଭାବେ ଲାଗୁ ହେଉଥିବା ବିଭିନ୍ନ ଟିକସ ପାଇଁ ଆଜି ବହୁତ ପରିମାଣ ରେ ଏହି ସବୁ ର ରେଟ ବଢି ବଢି ଚାଲିଛି । ଓ ଏପରି କି ଲୋକ ଏବେ ପେଟ୍ରୋଲ ଓ ଡିଜେଲ କିଣିବା ପାଇଁ ବି ଡରୁଛନ୍ତି ।

ତେଣୁ କରି ଯଦି ଏହି ସବୁ ଲାଗୁଥିବା ବିଭିନ୍ନ ଟିକସ କୁ ଉଠାଇ ଦିଆଯାଏ ଓ ଏପରି GST ର ପ୍ରଣୟନ କରାଯାଏ ତେବେ ଲୋକ ମାନଙ୍କୁ ବହୁତ ସୁବିଧା ମୂଲ୍ୟ ରେ ପେଟ୍ରୋଲ ଓ ଡିଜେଲ ମିଳି ପାରନ୍ତା । ତେବେ ଏପରି ବେଳେ ଆପଣ କୁହନ୍ତି କି ଏପରି କରିଲେ ଆମର ସୁବିଧା ହୋଇ ପାରିବ କି ନାହିଁ । ଓ ଏହି ସବୁ ଯେପରି ଭାବେ ପେଟ୍ରୋଲ ଓ ଡିଜେଲ ସାମଗ୍ରୀ ଉପରେ ଟିକସ ଲାଗାଇବା ଦରକାର କି ନାହିଁ । ଆପଣ ମାନେ ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇ ପାରିବେ ।

ଏପରି ବେଳେ ଆଗ ସମୟ ରେ ଯେପରି ଭାବେ ପେଟ୍ରୋଲ ଓ ଡିଜେଲ ଦର ଉପରେ ଯେପରି ଭାବେ କଟତି ହେଉଁ ଥିଲା । ସେପରି ହେବା ପାଇଁ ପଡିବ ନାହିଁ

Leave A Reply

Your email address will not be published.