Take a fresh look at your lifestyle.

୯୧ ଟପିଲା ପେଟ୍ରୋଲ ଦର କିନ୍ତୁ ମୋଦି କହିଲେ ଧର୍ଯ୍ଯ ଧର ।

0 119

ସୂଚନା ଅନୁଯାୟୀ ପୁଣି ଥରେ ବଢିଲା ପେଟ୍ରୋଲ ଦର । କାହିଁକି ଏହା ଉପରେ ଲାଗି ପାରୁନି ଅଂକୁଶ । ବର୍ତ୍ତମାନ ସମୟ ରେ ବେଲ ଗାମ ର ତେଲ ବହୁତ ପରିମାଣ ରେ ଦର ହୋଇଛି । ତଥା ଆମ ଦେଶ ର ଆର୍ଥିକ ବ୍ୟବସ୍ଥା ରେ ଆଗରେ ଥିବା ରାଜ୍ୟ ମହାରାଷ୍ଟ ର ମୁମ୍ବାଇ ଠାରେ ଏବେ 90.94 ଦର ରହିଛି ବୋଲି ଜଣା ପଡିଛି ।

ଗତ କାଲି 90.78 ଥିବାବେଳେ ଦିନ କୁ ଦିନ ଏହି ତୈଳ ଉପରେ ଅଂକୁଶ କାହିଁକି ଲାଗାଯାଉ ନାହିଁ ତାହା ନେଇ ଏକ ଆଲୋଚନା ର ବୈଠକ ବସଥିବାର ଜଣା ପଡିଛି ଓ ଏପରି ବି ଜଣା ପଡିଛି କି ଏବେକା ସମୟ ରେ ଦୁନିଆ ର ସବୁଠୁ ବଡ ତୈଳ କମ୍ପାନୀ ଦକ୍ଷୀଣ ଆମେରିକା ର ବେନେଯୁଆଲ ରେ ରହିଥିବା ବେଳେ ଆମ ଭାରତ ସରକାର ଙ୍କୁ ଏକ ବଡ ଅଫର ର ହତ ମଧ୍ଯ ବଢାଇଛି ।

ଯଦି ଆମ ସରକାର ଏହି ଅଫର କୁ ହାତକୁ ନେଉଛନ୍ତି ତେବେ ସେ ସେ ଆମ ଦେଶ ରେ ବଢି ଚାଲୁଥିବା ଏହି ପେଟ୍ରୋଲ ଓ ଡିଜେଲ ର ରେଟ ଉପରେ କଟକଣା ଲଗାଇ ପାରିବେ । କିନ୍ତୁ ଏପରି ବେଳେ ଯଦି ସେ ଏହା କୁ ହାତ ଛଡା କରୁଛନ୍ତି । ତାହାଲେ ଆଗ ସମୟ ରେ ଭାରତ ରେ 150 ଛୁଇଁ ପାରେ ବୋଲି ସୂଚନା ମିଳିଛି ।

Petrol prices

ତେବେ ଏହି ଅର୍ଥ ନିତୀ ରେ ଦୁନିଆଁ ର ସବୁଠୁ ଅଧିକ ଦାମ ରେ ବିକ୍ରୟ ହେଉଥିବା ଦେଶ ଭିତରେ ବି ଭାରତ ଥିବ । ତେଣୁ ବର୍ତ୍ତମାନ ସମୟ ରେ ଏହି ପରି ପେଟ୍ରୋଲ ଦରର ବୃଦ୍ଧି ହେଉଥିବା ନେଇ ଚିନ୍ତିତ ଥିବା ବେଳେ ସେ ଭାରତ କୁ 30 ପ୍ରତିଶତ କମ ରେ ଦେବେ ବୋଲି କହିଛନ୍ତି । ଏପରି ବେଳେ ଆମ ଓଡିଶା ର ଭୂବନେଶ୍ବର ରେ ଏହା 83,85,86 କର୍ମ ରେ ଥିବା ବେଳେ ବର୍ତମାନ ସମୟ ରେ 82.19 ରହିଛି ।

ଏପରି ବେଳେ ଯଦି ଆମ ଭାରତ ସରକାର ଯଦି ଏହା ଉପରେ .ଏକସନ ନେବ ତେବେ ହୁଏତ ଏହି ତୈଳ ବୃଦ୍ଧି ସମସ୍ୟା ର ସମାଧାନ ହୋଇ ପାରିବ । ତେବେ ଆମେ ଆପଣଙ୍କୁ କହି ଦେଉଛୁ କି । ବର୍ତମାନ ସମୟ ରେ ଏହି ବେନେଯୁଆଲ ରେ 300 ଅରବ ବ୍ୟରେଲ ର ପେଟ୍ରୋଲ ରହିଛି ଓ ସେ ବର୍ତମାନଭାରତ କୁ 30 ପ୍ରତିଶତ ରେ ଦେବ ବୋଲି ବି କହିଛି ।

କିନ୍ତୁ ଏହା ହିସାବ ରେ ସେ ଭାରତୀୟ କରେନ୍ସି ରେ ପଇସା ନେବ କହିନାହିଁ ବରଂ ଡିଜିଟାଲ କରେନ୍ସି ରେ ନେବ । ମାନେ କ୍ରିପ୍ଟୋ କରେନ୍ସି ରେ । ଏହା ପୂର୍ବରୁ ବି ଆମେରିକା ବହୁତ ଦେଶକୁ ଏପରି ଭାବେ ଡିଜିଟାଲ କରେନ୍ସି ଦ୍ବାରା ବଦଳେଇବା ପାଇଁ ବହୁତ ଚେଷ୍ଟା କରିଛି ।

Leave A Reply

Your email address will not be published.