ଦେଖନ୍ତୁ ଭିଡ଼ିଓ । ସୋସିଆଲ ମେଡିଆ ରେ ଭାଇରଲ ହେଲା କରଣ ଜୋହରଙ୍କ ଫୋନ୍ କଲ୍ ରେକର୍ଡିଂ ଲିକ୍ ହୋଇଛି

0

ଖୋଲିବାକୁ ଯାଉଛି ସୁଶାନ୍ତ ସିଂ ରାଜପୁତ ଙ୍କ ମୃତ୍ୟୁ ରହସ୍ୟ।ଏବେ ସାମ୍ନା କୁ ଆସୁଛି ବଲିଉଡ୍ ନିର୍ଦ୍ଦେଶକ କରଣ ଯୋହର୍ ଙ୍କ ଫୋନ୍ କଲ୍ ରେକର୍ଡ।ଫିଲ୍ମ୍ ନିର୍ମାତା କରଣ ଯୋହର ଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି।ଏବେ ସୋସିଆଲ ମିଡ଼ିଆ ରେ ତାଙ୍କ ବିଷୟରେ ଚର୍ଚ୍ଚା ଜୋର୍ ଧରିଛି। ସୁଶାନ୍ତ ସିଂ ଙ୍କ ମୃତ୍ୟୁ ପଛର କାରଣ ସ୍ୱରୂପ କରଣ ଯୋହାର ଙ୍କୁ ଦାୟୀ କରୁଛନ୍ତି ସୁଶାନ୍ତ ଙ୍କ ପ୍ରଶଂସକ।

ତେବେ ଆସନ୍ତୁ ଜାଣିବା ଏହା ପୂର୍ବରୁ ଆଉ କେତେ ଜଣଙ୍କ କଳାକାର ଜୀବନକୁ ସେ ନଷ୍ଟ କରି ଦେଇଛନ୍ତି ନିଜର ପ୍ରଭାବ କୁ ବିସ୍ତାର କରି ଓ ସେମାନଙ୍କୁ ପ୍ରଡକ୍ସନ ହାଉସ ରୁ ବ୍ୟାନ୍ କରିଛନ୍ତି।ତେବେ ସୁଶାନ୍ତ ଙ୍କ ମୃତ୍ୟୁ ପରେ ସେ ବହୁତ ଆରୋପ ପ୍ରତ୍ୟାରୋପ ର ସମ୍ମୁଖୀନ ହେଉଛନ୍ତି।

ନିକଟରେ ତାଙ୍କର ଏକ କଲ୍ ରେକର୍ଡ ସାମ୍ନା କୁ ଆସିଛି।ଯେଉଁଥିରେ ସେ ଆଉ ଜଣେ ପ୍ରଦ୍ୟୁସର ଙ୍କ ସହ ଫିଲ୍ମ୍ ବାବଦରେ କଥା ହେଉଥିବା ବେଳେ ତାର ଏକ ରେକର୍ଡ଼ ସାମ୍ନା କୁ ଆସିଛି।ଏହି କଲ୍ ରେକର୍ଡ ରୁ ସ୍ପଷ୍ଟ ଭାବରେ ଜଣା ପଡୁଛି ଯେ କରଣ ଯୋହର କିଭଳି ଭାବରେ ନିଜର ଫିଲ୍ମ୍ ପାଇଁ ସେ ଅନ୍ୟ ମାନଙ୍କ ଉପରେ କେତେ ଚାପ ପକାଇ ଥାଆନ୍ତି।

ଏଥିରେ ସେ ଶିବାୟ,ଦେ ଦେ ପ୍ୟାର ଦେ ଭଳି ଫିଲ୍ମ୍ କୁ ପ୍ରମୋଷାନ୍ ପାଇଁ ୨୫ ଲକ୍ଷ ଟଙ୍କାର ଏକ ବଡ଼ ରାଶି ଦେଇ ସେ ଅନ୍ୟ ଉପରେ ଏକ ଭିତିରିଆ ଚାପ ପକାଇ ଆଉ ଜଣେ ନିର୍ଦ୍ଦେଶକ ଙ୍କ ଟୁଇଟର ର ଉତ୍ତର ରେ ସେ ଏଥିରେ ଏହିଭଳି ଭାବରେ ମନ୍ତବ୍ୟ ଦେଇଛନ୍ତି। ତେବେ କରଣ ନିଜ ପ୍ରଯୋଜିତ ଫିଲ୍ମ୍ ପାଇଁ ଅନ୍ୟ ନିର୍ଦେଶକ ମାନଙ୍କ ଉପରେ ପକାଇଥିବା ଚାପ ଏକ ମାତ୍ର ଉଦାହରଣ ନୁହେଁ ବରଂ ଏହିଭଳି ବହୁତ୍ ଘଟଣା ରହିଛି ଯେଉଁଥିରେ ସେ ଅନେକ ପ୍ରକାରର ପଦକ୍ଷେପ ନିଅନ୍ତି ଓ ନିଜ ଇଚ୍ଛାରେ ବଲିଉଡ୍ କୁ ଚଳାଇବାକୁ ଚେଷ୍ଟା କରନ୍ତି।

ସେହିଭଳି ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରଠାରୁ ଚାପରେ ଥିଲେ କରନ। କରନ ନେପୋଟିଜିମ୍‌ କୁ ପ୍ରୋତ୍ସାହିତ କରୁଥିବା ନେଇ ଅଭିଯୋଗ ହୋଇଥିଲା। ପରେ ପ୍ରଶଂସକ ମାନେ ତାଙ୍କୁ ସମାଲୋଚନା କରିବା ଯୋଗୁ ସେ ଏପରି କରିଥିବା ଚର୍ଚ୍ଚାର ବିଷୟ ପାଲଟିଛି। ଫେଷ୍ଟିଭାଲର ଚେୟାରପର୍ସନ ଓ ଦୀପିକା ପାଦୁକୋନ ତାଙ୍କୁ ବୁଝାଇଥିଲେ ମଧ୍ୟ ସେ ଶୁଣି ନ ଥିଲେ।

ଏହି କାରଣରୁ କିଛି ଦିନ ଧରି ଲୋକ ମାନଙ୍କର ଅନେକ ପ୍ରଶ୍ନରେ ଚାପରେ ଥିବା ଏହି ବଲିଉଡ୍ ନିର୍ଦ୍ଦେଶକ ତାଙ୍କର ସୋସିଆଲ ଆକାଉଣ୍ଟ୍ ରେ ମଧ୍ୟ ଅନ୍ୟ କିଛି କଳାକାର ମାନଙ୍କୁ କାଟି ଦେଇଛନ୍ତି। ଟୁଇଟରରେ ସେ କେବଳ ୮ଜଣଙ୍କୁ ଛାଡି ଦେଲେ ଅନ୍ୟ ସମସ୍ତଙ୍କୁ ଅନଫଲୋ କରି ଦେଇଛନ୍ତି। ସେହିପରି ଇନ୍‌ଷ୍ଟାଗ୍ରାମର କମେଣ୍ଟ ବକ୍ସ ମଧ୍ୟ ବନ୍ଦ କରି ଦେଇଛନ୍ତି। ସିନେପ୍ରେମୀ କରନଙ୍କ ଉପରେ ବିଭିନ୍ନ ଆରୋପ ଲଗାଉଥିଲେ ହେଁ କୌଣସି ବଲିଉଡ କଳାକାର ତାଙ୍କ ସପକ୍ଷରେ ବାହାରି ନ ଥିବା ରିପୋର୍ଟରେ ଦର୍ଶାଯାଇଛି।

Leave A Reply

Your email address will not be published.