Take a fresh look at your lifestyle.

ପିଲାଙ୍କ ନାମରେ ପ୍ରତିଦିନ ୧୦୦ ଟଙ୍କା ସଞ୍ଚୟ କରନ୍ତୁ, ୧୫ ବର୍ଷ ପରେ ହୋଇଯିବେ ୩୪ ଲକ୍ଷ ଟଙ୍କାର ମାଲିକ ।

0 611

ଏ ସମାଜରେ ବାସ କରୁଥିବା ମନୁଷ୍ୟ ମାନଙ୍କୁ ସବୁବେଳେ ସମୟ ସହିତ ତାଳ ଦେଇ ଚାଲିବା ଉଚିତ୍ । ବର୍ତ୍ତମାନର କଥା ଚିନ୍ତା .କରିବା ସହିତ କିଛି ଭବିଷ୍ୟତ ପାଇିଁ ମଧ୍ୟ ଚିନ୍ତା କରିବା ଉଚିତ୍ । ଆମେ ସବୁବେଳେ ସଞ୍ଚୟ କରୁ କିନ୍ତୁ ଭବିଷ୍ୟତ ପାଇିଁ କେବେ ଧ୍ୟାନ୍ନ ଦେଉନାହୁଁ ଯାହା ଫଳରେ ଆମେ ଅଭାବକୁ ପରିଲିଖିତ କରୁ । ତେଣୁ କିଛି ବଡ ସଞ୍ଚୟ ସହିତ କିଛି ଛୋଟ ସଞ୍ଚୟ କୁ ମଧ୍ୟ ଧ୍ୟାନ୍ନ ଦରକାର ।ବାସ୍ତବରେ କହିବାକୁ ଗଲେ ବାପା ମା ଙ୍କର ଭବିଷ୍ୟତ ହେଉଛନ୍ତି ତାଙ୍କର ସନ୍ତାନ ।

ତେଣୁ ସେହି ସନ୍ତାନ ମାନଙ୍କ ନିମନ୍ତେ ପିତା ମାତା କିଛି ସଞ୍ଚୟ ରଖିଯିବା ଦରକାର ।କାରଣ ତାଙ୍କର ଖୁସି ଦେଖି ସମସ୍ତ ପିତା ମାତା ଖୁସି ହୋଇଥାନ୍ତି । ଆଜି ଆମେ ସେହି ପିଲା ମାନଙ୍କର ଭବିଷ୍ୟତ କଥା ନେଇ ଆସିଛୁ ।ଯେଉଁ ଥିରେ ପ୍ରତିଦିନ 100 ଟଙ୍କା ରଖିବା ପରେ 15 ବର୍ଷ ପରେ ଆପଣ ମାନେ ହୋଇଯିବେ 34 ଲକ୍ଷ ଟଙ୍କାର ମାଲିକ ।ତେବେ ଆସନ୍ତୁ ଜାଣିବା କିପରି ଆପଣ ମାନେ 15 ବର୍ଷ ପରେ 34 ଲକ୍ଷ ଟଙ୍କାର ମାଲିକ ହୋଇପାରିବେ ।

Image result for indian currency in bank

ଆପଣ ଜିନିଷ ସାମଗ୍ରୀ ଆଣିବା ପାଇିଁ ବଜାର କୁ ଯାଆନ୍ତି ଏପରିକି ବଜାରରେ ଦ୍ରବ୍ୟ କ୍ରୟ କରିବା ପାଇିଁ ଅନେକ ବିକଳ୍ପ ରହିଥାଏ ।କିନ୍ତୁ (SIP ଜରିଆରେ ମିଚ୍ୟୁଆଲ ଫଣ୍ଡରୁ ନିବେଶ କଲେ ଅଧିକ ଲାଭ ପାଇବେ ।ଯଦି ଆପଣ ମାନେ ସେହି ଫଣ୍ଡରୁ ଲଞ୍ଚ କରିବା ପରେ ଆପଣ ମାନେ 10 ରୁ 15 ବର୍ଷ ମଧ୍ୟରେ 20 ପ୍ରତିଶତ ଲାଭ ପାଇପାରିବେ ।ଆପଣ ମାନେ ଯଦି ଅଧିକ ନିବେଶ କରିଲେ ତେବେ ଆପଣ ମାନେ ରିସ୍କର ପୂର୍ତ୍ତି ଅଧିକ ପାଇବେ ।ଯଦି ଆପଣ ପ୍ରତିଦିନ ପିଲାଙ୍କ ପାଇିଁ 100 ଟଙ୍କା ସଞ୍ଚୟ କରୁଛନ୍ତି

ତବେ ପ୍ରତିମାସକୁ ତାହା 3000 ହଜାର ଟଙ୍କା ଆପଣ ମାନେ ସଞ୍ଚୟ କଲେ ସେହି ସଞ୍ଚୟ ରଖିବା ପରେ ଆପଣ ମାନେ ପ୍ରତିବର୍ଷ 20 ପ୍ରତିଶତ ରିଟର୍ଣ୍ଣ ମିଳିବ ।ଏହି ପରି ଆପଣ ମାନେ 15 ବର୍ଷ ଧରି କରନ୍ତି ତେବେ ଆପଣ 34 ଲକ୍ଷ ରିଟର୍ଣ୍ଣ ପାଇପାରିବେ । କାରଣ ଆପଣ 15 ବର୍ଷ ରେ 5 ଲକ୍ଷ 40.000 ଟଙ୍କାର ନିବେଶ କରିବେ ।ଯାହା ଫଳରେ ଆପଣ ଙ୍କର ନିବେଶ ବଡି ବଡି ତାହା 34 ଲକ୍ଷ ରେ ପରିଣତ ହେବ ଯାହାର ଫାଇଦା ଆପଣ ମାନେ 28.ଲକ୍ଷ60.000 ଅଧିକ ଲାଭ ପାଇବେ ।

Image result for indian currency in bank


ଆମର କହିବା କଥା କି ମ୍ୟୁଚୁଆଳ ଫଣ୍ଡରେ ନିବେଶ କରିବାରେ ରିସ୍କ କମ ହୋଇଥାଏ ।ତେଣୁ ଆପଣ ମାନେ ଏହି ଫ୍ରଣ୍ଡରୁ ଆଜି ଠାରୁ ସଞ୍ଚୟ କରିବା ଆରମ୍ବ କରିଦିଅନ୍ତୁ ।ଯାହା ଆପଣ ଙ୍କ ଲାଇଫ୍ କୁ ପରିବର୍ତ୍ତନ କରିଦେବ ।ଆପଣ ମାନେ ଅଯଥା ଫଣ୍ଡରେ ନିବେଶ କରନ୍ତୁ ନାହିଁ କାରଣ ତାହା ଆପଣଙ୍କୁ ହୋଇରାଣ କରିପାରେ କିନ୍ତୁ ମ୍ୟୁଚୁଆଳ ଫଣ୍ଡରେ ନିବେଶ କରିବାରେ ଆପଣ ମାନେ କୌଣସି ଅସୁବିଧା ରେ ସମ୍ମୁଖୀନ ହେବେ ନାହିଁ ।

ଯଦିଆପଣ ଙ୍କୁ ଆମଏହି ପୋଷ୍ଟଟି ଭଲ ଲାଗିଲା ତେବେ ଆମ ଫେସବୁକ୍ ପେଜୁକୁ ଲାଇକ୍ କରନ୍ତୁ ଏବଂ ସେୟାର କରନ୍ତୁ Friend s’ ଓ ଫେମିଲି ଙ୍କ ସହିତ ଓ ପୋଷ୍ଟଟି କିଭଳି ଲାଗିଲା ଆମଙ୍କୁ କମେଣ୍ଟ କରି ଜଣାନ୍ତୁ ।

Leave A Reply

Your email address will not be published.