ପଡ଼ୋଶୀ ମହିଳାଙ୍କ ସହିତ ଭୁଲରେ ବି କରନ୍ତୁ ନାହିଁ ଏହି କାମ

ଆଜି ଆମେ ବିଦୁର କହିଥିବା କିଛି କଥା ଆପଣଙ୍କୁ କହିବୁ ଯାହାକୁ କୌଣସି ଲୋକ ନିଜର ପଡୋଶୀ ମହିଳାଙ୍କ ସହିତ ନ କରିବା ଉଚିତ।ଯେଉଁ ଲୋକ ଏମିତି କାମ କରିଥାଏ ସେ ସବୁଠାରୁ ବଡ ମୂର୍ଖ ହୋଇଥାଏ ଆଉ ସେ ନିଜ ଜୀବନକୁ ନିଜେ ବର୍ବାଦ କରିଦେଇଥାଏ।ବିଦୁର ଥିଲେ ହସ୍ତିନାପୁରର ମହାମନ୍ତ୍ରୀ ଆଉ ଧର୍ମ ରାଜା ଅଭିଶାପ ଫଳରେ ବିଦୁରଙ୍କ ରୂପରେ ଜନ୍ମ ଗ୍ରହଣ କରିଥିଲେ।

ବିଦୁରଙ୍କ ନୀତିରେ ମୂର୍ଖ ମାନଙ୍କ ମାନଙ୍କ ବିଷୟରେ ବହୁତ ମହତ୍ୱପୂର୍ଣ୍ଣ କଥା କୁହାଯାଇଛି।କିପରି ଜଣେ ବ୍ୟକ୍ତି ନିଜର ଆଚରଣ ଫଳରେ ସମାଜରେ ବାରମ୍ବାର ଅପମାନ ହୋଇଯାଇଥାଏ।

ଆପଣ ଯଦି ନିଜ ଜୀବନରେ ସଫଳ ହେବା ପାଇଁ ଚାହୁଁଛନ୍ତି ତାହେଲେ ଆପଣ ବିଦୁରଙ୍କ ନୀତି ଗୁଡିକୁ ଅବଶ୍ୟ ପଢନ୍ତୁ। ଯଦି ଆପଣ ବିଦୁରଙ୍କ ନୀତି ଗୁଡିକୁ ଅନୁସରଣ କରିବେ ତାହେଲେ ଆପଣଙ୍କ ବରାବରୀ କରିବା ପାଇଁ କେହି ଚେଷ୍ଟା କରିବେ ନାହିଁ।ଆପଣଙ୍କ ଶତ୍ରୁ ବି ଆପଣଙ୍କ ବିରୁଦ୍ଧରେ କୌଣସି ଷଡଯନ୍ତ୍ର କରି ପାରିବେ ନାହିଁ।

ପର ସ୍ତ୍ରୀ ସହିତ ଶାରୀରିକ ସମ୍ପର୍କ ରଖିବା ପାପ ହୋଇଥାଏ ମାତ୍ର ଆଉ ଏମିତି କିଛି କାମ ଅଛି ଯାହା କଲେ ମଧ୍ୟ ଏହା ପାପ ବୋଲି ଧରା ଯାଇଥାଏ।ଆଜି ଆମେ ଏମିତି କିଛି କାମ ବିଷୟରେ କହିବୁ ଯାହାକୁ ନିଜର ପଡୋଶୀ ସ୍ତ୍ରୀ ସହିତ କରିବା ଅନୁଚିତ ଅଟେ।ବିଦୁର କହିଛନ୍ତି କୌଣସି ବ୍ୟକ୍ତିର ବିନା ଅନୁମତିରେ ତାଙ୍କ ଘରେ ପ୍ରବେଶ କରନ୍ତୁ ନାହିଁ।

ସେହି ବ୍ୟକ୍ତି ମୂର୍ଖ ହୋଇଥାଏ ଯେ ବିନା ପଚାରିକି କୌଣସି ଘରେ ପ୍ରବେଶ କରିଥାଏ।ଯଦି ଆପଣ କୌଣସି ଘରେ ବିନା ଆଜ୍ଞାରେ ପ୍ରବେଶ କରୁଛନ୍ତି ସେ ଯଦି ନିଜ କାମରେ ବ୍ୟସ୍ତ ଥିବେ ତାହେଲେ ଆପଣଙ୍କୁ ଭୟଙ୍କର ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ।କୋଣସି ପଡୋଶୀ ଘରର ସ୍ତ୍ରୀକୁ ଭୁଲରେ କୌଣସି ସଜେସନ ଦିଅନ୍ତୁ ନାହିଁ କାରଣ ଏହା କରିବା ଦ୍ଵାରା ଯଦି ସେ ସେହି କାର୍ଯ୍ୟରେ ଅସଫଳ ହୁଏ ତାର ପୁଅର ଦୋଷ ଆପଣଙ୍କ ଉପରେ ଲଦି ଦେଇପାରେ।

ଆଉ ଅନ୍ୟ ଭୁଲ ହେଲା କୌଣସି ଏକେଲା ସ୍ତ୍ରୀ ସହିତ ଭୁଲରେ ବି ଏକାଠି ବସନ୍ତୁ ନାହିଁ।କାରଣ ଏହା କରିବା ଦ୍ଵାରା ସମାଜ ଏହାର ଭୁଲ ଅର୍ଥ ନେଇପାରେ।ଆପଣ ଆପଣଙ୍କ ପଡୋଶୀ ସ୍ତ୍ରୀ ସହିତ ଅଧିକ ସମୟ ପର୍ଯ୍ୟନ୍ତ କଥା ହୁଅନ୍ତୁ ନାହିଁ।ଆଉ ଆପଣଙ୍କ ଅତି ଭିତରର କଥା କୁହନ୍ତୁ ନାହିଁ।

କୌଣସି ଅପ୍ରିୟ କାମ କରନ୍ତୁ ନାହିଁ।ଅନ୍ୟ ଜଣଙ୍କୁ ପଚାରିକି କାମ କରିବା ଦରକାର।ମୂର୍ଖ ଲୋକ ଏମିତି କାର୍ଯ୍ୟ କରିଥାନ୍ତି ମାତ୍ର ଗୋଟିଏ ଜ୍ଞାନୀ ବ୍ୟକ୍ତି ଏପରି କାର୍ଯ୍ୟ କରନ୍ତି ନାହିଁ।ଏହା ହେଉଛି ସେ ୫ଟି କାମ ଯାହା ପର ସ୍ତ୍ରୀ ସହିତ କିମ୍ବା ପଡୋଶୀ ସହିତ ନ କରିବା ଦରକାର।ଯଦି ଆପଣ ଏପରି କାର୍ଯ୍ୟ କରିଛନ୍ତି ତାହେଲେ ଆପଣ କମେଣ୍ଟରେ କହନ୍ତୁ।

ଯଦି ବିଦୁରଙ୍କ ଏହି ନୀତି ଆପଣଙ୍କୁ ପସନ୍ଦ ତ ଆମ ଏହି ଲେଖାକୁ କମେଣ୍ଟ କରନ୍ତୁ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।