Loading...

ପ୍ରଧାନ ମନ୍ତ୍ରୀ ମୋଦିଙ୍କ ବଡି ଗାର୍ଡଙ୍କ ହାତରେ ଥିବା ବ୍ୟାଗରେ କଣ ରହିଥାଏ । ଜାଣି ଆପଣ ଚମକି ଯିବେ । ଜାଣନ୍ତୁ ଏବଂ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ

Loading...

ଆପଣ ମାନଙ୍କୁ ଆମର ଏହି ପୋର୍ଟଲ ତରଫରୁ ସ୍ବାଗତମ । ଆଜ୍ଞା ଦେଶର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ସ୍ଥାନକୁ ଯାଆନ୍ତି ତ ତାଙ୍କ ସହ ପୁରା ପୋଲିସ ଫୋର୍ସ କିମ୍ବା ମିଲିଟାରୀ ଫୋର୍ସ ଯାଇଥାନ୍ତି । ଏପରି କି କୌଣସି ଜାଗାରେ ମୋଦୀ ଙ୍କର ପୋଗ୍ରାମ ରହିଲେ ବି ପୁରା ସୁରକ୍ଷା ବାହୀନି ତାଙ୍କର ଚାରିପାଖେ ଛାୟି ଭଳି ଘେରି ରହିଥାନ୍ତି ।

ପ୍ରତିବର୍ଷ ସ୍ବାଧୀନତା ଦିବସରେ ମୁଖ୍ଯ ଅତିଥି ଭାବେ ଦିଲ୍ଲୀ ରେ ପହଞ୍ଚିଥାନ୍ତି । କିନ୍ତୁ ତାଙ୍କ ସହ ତାଙ୍କର ଗାର୍ଡ ପାଖରେ ରହିଥାନ୍ତି । ଫାଲ୍ଗଷଟିଙ୍ଗ୍ ସ୍ଥାନକୁ ପହଞ୍ଚିବା ପର୍ଯ୍ୟନ୍ତ ଗାର୍ଡ ମାନେ ଆସିଥାନ୍ତି । ଏହି ରିସେଣ୍ଟ ଆପଣ ଗଣତନ୍ତ୍ର ଦିବସରେ ମୋଦୀ ଙ୍କ ସହ ଦୁଇ ଜଣ ଗାର୍ଡ ଥିବାର ନଜର ଆସିଥିଲା । ବର୍ତ୍ତମାନ ପ୍ରସଂଙ୍ଗ ଏହାକି ଯେ ତାଙ୍କ ସହ ଥିବା ଗାର୍ଡ ଚାଲିଚାଲି ଆସୁଥିଲେ । କିନ୍ତୁ ଆସିବା ସମୟରେ ତାଙ୍କ ହାତରେ ଦୁଇଟି ବଡ ସୁଟକେଶ ଦେଖିବା ମିଳିଥିଲା ।

କୌଣସି ମନ୍ତ୍ରୀ ସେ ପ୍ରଧାନ ମନ୍ତ୍ରୀ ହୁଅନ୍ତୁ କିମ୍ବା ରାଷ୍ଟ୍ରପତି ଯିଏ ବି ଆସିଲେ ଗାର୍ଡ ତାଙ୍କ ସୁରକ୍ଷା ପାଇିଁ ରହିଥାନ୍ତି । କିନ୍ତୁ ଅନେକ ଦିନ ହେଲା ମୋଦୀ ସୁଟକେଶ କୁ ନେଇ ବହୁତ ପ୍ରଶ୍ନ ଉଠିଛି । ଆପଣ ମାନେ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି କି ମୋଦୀ ଙ୍କ ଦୁଇ ଗାର୍ଡ ଙ୍କ ହାତରେ ଥିବା ସୁଟକେଶରେ କଣ ରହିଥାଏ । ତେବେ ଆସନ୍ତୁ ଆମେ ଆପଣ ମାନଙ୍କୁ ଏହି ଦ୍ବନ୍ଧ ପ୍ରଶ୍ନର ଉତ୍ତର ଜଣାଇବୁ ।

ତେବେ ଜାଣନ୍ତି ତାଙ୍କର ଏହି ବିଫକେଶରେ ବନ୍ଧୁକ ରହିଥାଏ ତାହା ସହିତ କିଛି ମେଡିକାଲ ସାମଗ୍ରୀ ମଧ୍ୟ ରହିଥିବାର ସୁଚନା ମିଳିଛି । ଆପଣ ମାନେ ଜାଣିବା ପରେ ଆତଙ୍କିତ ହେବେ କି ମୋଦୀ ଙ୍କ ବ୍ରିଫ୍ କେଶରେ ଗୋଟିଏ ନିୟୁକିଲର ବଟନ୍ ରଖାଯାଇଥାଏ । ଏବଂ ସେଥିରେ ବୋମା ରହିଥାଏ । ଯାହା ଉଚିତ୍ ସମୟରେ ବ୍ୟବହାର କରାଯାଇପାରିବ ।

ଗୋଟିଏ ବି ବୁଲେଟ ପୃଫ ଜାକେଟ ବି ମଧ୍ୟ ରହିଥାଏ ।ଯାହାଫଳରେ ଶତ୍ରୁ ଆକମଣରୁ ତାଙ୍କୁ ସୁରକ୍ଷା ଦେଇପାରିବ । ପ୍ରଧାନ ମନ୍ତ୍ରୀ ଙ୍କ ସୁରକ୍ଷା ପାଇିଁ ଏହି ସବୁ ଯନ୍ତ୍ର ସେହି ବକ୍ସରେ ରଖାଯାଇଛି । ତେଣୁ ଆପଣ ମାନେ ଏଥର ଜ୍ଞାତ ହୋଇପାରିଲେ ତ ପ୍ରଧାନ ମନ୍ତ୍ରୀ ମୋଦିଙ୍କ ବଡି ଗାର୍ଡଙ୍କ ହାତରେ ଥିବା ବ୍ୟାଗରେ କଣ ରହିଥାଏ ବୋଲି ।

Loading...
Loading...