ପ୍ରତିଦିନ ସକାଳୁ ଦୁଇଟି ଲବଙ୍ଗ ଖାଆନ୍ତୁ ମୂଳରୁ ସଫା ହେଇଯିବ ଏହି ରୋଗ

ଆଜି ଆମେ ଲବଙ୍ଗ ବିଷୟରେ ଜାଣିବା । ଲବଙ୍ଗ କୁ ଆମେ ଘରେ ଖାଦ୍ୟ ତିଆରି କରିବା ପାଇଁ ମସଲା ରୂପେ କରି ଥାଉ । ଲବଙ୍ଗ ଦେଖିବାକୁ କଳା କିମ୍ବା ଛୋଟ ହୋଇଥାଏ କିନ୍ତୁ ଏହା ଶରୀର ପ୍ରତି ହିତକର ହୋଇଥାଏ ।ଶରୀର ର ଅନେକ ରୋଗ ଏହି ଲବଙ୍ଗ ପାଇଁ ଦୂରେଇ ରହିଥାଏ। ଶରୀର ର ଅନେକ ରୋଗ ଭଲ କରିଥାଏ । ତେବେ ଆଜି ଆମେ ଜାଣିବା ସକାଳୁ ଲବଙ୍ଗ ଖାଇବା ଦ୍ବାରା କଣ ଫାଇଦା ହୋଇ ଥାଏ ।

ଆମେ ପ୍ରତିଦିନ ସକାଳେ ମନିଂ ୱର୍କ୍ କିମ୍ବା ଜୀମ ମଧ୍ୟ ଯାଇ ଥାଉ । ପ୍ରାୟ ସମୟ ରେ ମଣିଂ ୱାକ୍ ରେ ଦୌଡିବା ସମୟ ରେ ଗଳା ଶୁଖି ଯାଇଥାଏ ।ତେବେ ଗଳା ଶୁଖିଲା ସମୟ ରେ ଲବଙ୍ଗ ବହୁତ ସାହାଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା ଏହା ର ଉପକାରିତା ସଂପର୍କରେ ।

ଯଦି ଆପଣ ସକାଳେ ଅଧିକ ବାଟ ଦୌଡ଼ି ବାର ଥାଏ ତେବେ ମୁହଁ ରେ ଗୋଟିଏ ଲବଙ୍ଗ ରଖି ଦୌଡିବା ଦ୍ଵାରା ଗଳା ଆଦୌ ସୁଖୀ ନଥାଏ । ଓ ଏହା ଦ୍ଵାରା ଆପଣ ଅଧିକ ସମୟ ମଧ୍ୟ ଦୌଡ଼ି ପାରିବେ ଓ ଆପଣଙ୍କ ର ସମସ୍ତ ପେଟ ଜନିତ ସମସ୍ୟା ଦୂର ହୋଇ ଥାଏ ।

ଯଦି ଆପଣ ପ୍ରତିଦିନ ଶୋଇବା ସମୟ ରେ ଗୋଟିଏ ଲବଙ୍ଗ ପାଟି ରେ ରଖି ସୋଇଛନ୍ତି ତେବେ ଏହା ଆପଣଙ୍କ ର ପେଟେ ଜନିତ ସମସ୍ତ ରୋଗ ଓ ସମସ୍ୟା ଦୂର କରି ଥାଏ । ଅଧିକାଂଶ ଲୋକ ମାନଙ୍କ ର ଦାନ୍ତ ରେ ସମସ୍ୟା ହୋଇଥାଏ । ଦାନ୍ତ ରେ କଷ୍ଟ ଅନୁଭବ ହୋଇଥାଏ ଯାହା କୁ ସହ୍ୟ କରିବା କଷ୍ଟ ହୋଇଥାଏ ।

କିନ୍ତୁ ଯଦି ଏହି ସମୟ ରେ ଆପଣ ଲବଙ୍ଗ ତେଲ କିମ୍ବା ଲବଙ୍ଗ ସେବନ କରୁଛନ୍ତି ତେବେ ଏହା ଆପଣ ଙ୍କ ର ଏହି ସମସ୍ୟା କୁ ଦୂରେଇ ରଖିଥାଏ ଏବଂ ଦାନ୍ତ ରେ ମଧ୍ୟ ଯନ୍ତ୍ରଣା କମ୍ ହୋଇ ଥାଏ ।

ଆମେ ଅଧିକାଂଶ ସମୟରେ ଦେଖିଛେ ଯେ କେତେ ଲୋକ କଥା ହେବା ସମୟ ରେ ପାଟି ରୁ ଦୁର୍ଗନ୍ଧ ବାହାରି ଥାଏ । ତେବେ ଏହି ସମସ୍ୟା ରୁ ମଧ୍ୟ ଦୂରେଇବା ପାଇଁ ଲବଙ୍ଗ ବହୁତ ଭଲ କାମ କରି ଥାଏ । ଯଦି ଆପଣ ପ୍ରତିଦିନ ରାତିରେ ଲବଙ୍ଗ ରଖି ସୋଇଛନ୍ତି ତେବେ ଏହି ସମସ୍ୟା ରୁ ଦୂରେଇ ପାରିବେ ।

ଏହା ଛଡ଼ା ଯଦି ଆପଣ ପ୍ରତିଦିନ ସକାଳେ ଲବଙ୍ଗ ଖାଉଛନ୍ତି ତେବେ ଆପଣଙ୍କ ର ରକ୍ତ ପରିଷ୍କାର ସବୁବେଳେ ହୋଇଥାଏ। ଏହା ଛଡ଼ା ଶରୀର ଅନକ ରୋଗ ଓ ପେଟ ଜନିତ ସମସ୍ୟା ଦୂର ହୋଇ ଥାଏ । ଏବଂ ଆପଣଙ୍କ ରୋଗ ପ୍ରତଷେଧକ ଶକ୍ତି ମଧ୍ୟ ବଢ଼ି ରହିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।