ପ୍ରେମିକାକୁ ପ୍ରପୋଜ କରିବା ପାଇଁ ଏହି ବ୍ୟକ୍ତି ନିଜ ଦେହରେ ଲଗାଇଦେଲେ ନିଆଁ ! ଆଉ ତାପରେ ଯାହା ହେଲା …

0

ଆଜିର ସମାଜ ରେ ନିଜ ପ୍ରେମ କୁ ସଫଳ କରିବା ପାଇଁ ଯୁବ ପିଢ଼ି ଅନେକ ପ୍ରୟାସ କରନ୍ତି। ଆଉ କେତେକ ନିଜର ଏହି ପ୍ରେମକୁ ପ୍ରମାଣ କରିବା ପାଇଁ ନିଆରା ଢଙ୍ଗରେ କରିଥାନ୍ତି କିଛି ମନ ଜିତିଲା ଭଳି କାର୍ଯ୍ୟ। ନିଜର ପ୍ରେମିକା ପ୍ରତି ଥିବା ସେହି ଭଲପାଇବା କୁ ପ୍ରମାଣିତ କରିବାକୁ ଯାଇ କରି ବସେ ଅନେକ ଏମିତି କିଛି କାର୍ଯ୍ୟ ଯାହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗେ।

ଆଉ ଏହି ପରି ଏକ ନିଆରା ଢଙ୍ଗ ରେ କିଏ ନିଜ ପ୍ରେମିକା କୁ ପ୍ରପୋଜ କରେ, ଯାହାକୁ ନେଇ ସୋସିଆଲ ମିଡ଼ିଆ ରେ ଚହଳ ସୃଷ୍ଟି ହୋଇ ଯାଏ। ଏହି ପରି ଏକ ନିଆରା ପ୍ରେମ କାହାଣୀ ରେ ଟୁଇଷ୍ଟ ଦେଖିବାକୁ ମିଳିଛି ବ୍ରିଟେନ ର ଏକ ପ୍ରେମିକା ସହ। ଆସନ୍ତୁ ଜାଣିବା ସେହି ପ୍ରେମିକ ସେଦିନ କଣ ଏମିତି କରିଥିଲା ଯେଉଁଥି ପାଇଁ ତାର ପ୍ରେମିକା ତାର ପ୍ରେମ ରେ ପଡ଼ିବାକୁ ବାଧ୍ୟ ହୋଇ ଯାଇଥିଲା।

ବ୍ରିଟେନ ଏହି ଲୋଭ ଷ୍ଟୋରୀ ଅନେକ ରମାଞ୍ଚକର। ଜଣେ ପ୍ରେମିକ ନିଜ ପ୍ରେମିକା କୁ ପ୍ରପୋଜ କରିବାକୁ ଯାଇ କରିଛି ଏହି ଭଳି ଏକ ବିପଦଜନକ ଷ୍ଟଣ୍ଡ। ଯାହା ସାଧାରଣ ଲୋକ ମାନଙ୍କ ପାଇଁ କରିବା କଷ୍ଟକର।

ଏହି ଷ୍ଟଣ୍ଡ ମେନ ହେଉଛନ୍ତି ରିକି, ସେ ଜଣେ ମହିଳା ଙ୍କୁ ଅନଲାଇନ ରେ ଭଲ ପାଇ ବସିଥିଲେ। ଆଉ ସେହି ମହିଳା ମଧ୍ୟ ତାଙ୍କ ସହ ଅନଲାଇନ ରେ ସପ୍ତାହ କଥା ହେବା ପରେ ତାଙ୍କ ପ୍ରେମ ଜାଲରେ ପଡି ଯାଇଥିଲେ। ମାତ୍ର ସମସ୍ୟା ସେତେବେଳେ ଆସିଲା, ଯେତେବେଳେ ଜଣା ପଡିଲା କି ସେହି ପ୍ରେମିକ ରିକି ତାଙ୍କ ଠାରୁ କମ ଉଚ୍ଚତା ବିଶିଷ୍ଟ। ତେଣୁ ସେହି ପ୍ରେମିକା କ୍ୟାଟ୍ରିନା ଏହାକୁ ସହଜ ରେ ବିଶ୍ୱାସ କରି ପାରିନଥିଲେ। ସେ ଏହି ପ୍ରେମ ପାଇଁ ପ୍ରଥମେ ରାଜି ନଥିଲେ। ମାତ୍ର ରିକି ଏମିତି ଏକ ଷ୍ଟଣ୍ଡ କରି ତାଙ୍କୁ ପ୍ରପୋଜ କରିଥିଲେ, ଯାହା କୁ ଦେଖି ତାଙ୍କର ପ୍ରେମିକା ଏହି ପ୍ରେମ କୁ ଗ୍ରହଣ କରି ନେଇଥିଲେ।


ରିକି ଙ୍କର ପ୍ରେମିକା ରିକିଙ୍କୁ ଗ୍ରହଣ ନ କରିବାର କାରଣ ଥିଲା ରିକି ତାଙ୍କ ଠାରୁ ଉଚ୍ଚତା ରେ କମ ଥିଲେ। କ୍ୟାଟ୍ରିନା ଙ୍କ ଉଚ୍ଚତା ଥିଲା ୬ ଫୁଟ ୩ ଇଞ୍ଚ, ମାତ୍ର ରିକି ଙ୍କର ଉଚ୍ଚତା ଥିଲା ୫ ଫୁଟ ୮ ଇଞ୍ଚ। ସେଥିପାଇଁ ରିକିଙ୍କ ପ୍ରେମ କୁ ପ୍ରଥମେ ଗ୍ରହଣ କରିବାକୁ ରାଜି ନ ଥିଲେ। ମାତ୍ର ରିକି ତାଙ୍କୁ ବହୁତ ଭଲ ପାଇ ବସିଥିଲେ।

ଆଉ ତାଙ୍କ ର ଏହି ପ୍ରେମ କୁ ପ୍ରମାଣ କରି ବାକୁ ଯାଇ ସେ ନିଜ ଦେହରେ ନିଆଁ ଲଗାଇ ତାଙ୍କୁ ପ୍ରପୋଜ କରିଥିଲେ। ଆଉ ଏହି ଭାବରେ କ୍ୟାଟ୍ରିନା ରିକି ଙ୍କ ପ୍ରେମ କୁ ସ୍ୱୀକାର କରି ଥିଲେ। ଏହି ପ୍ରପୋଜ କୁ ନେଇ ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଏବେ ଭାଇରଲ ହେବାରେ ଲାଗିଛି। ସମସ୍ତେ ରିକିଙ୍କ ଏହି ପ୍ରପୋଜ କରିବାର ଧାରା କୁ ଅନେକ ପସନ୍ଦ କରି ଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ । Inspire Post From – knews odisha

Leave A Reply

Your email address will not be published.