Loading...

କଣ ପାଇଁ କର୍ମି ବାବାଙ୍କ ଗୋଡ ଘସିଲେ । ଜାଣନ୍ତୁ ପୁରା କଥା ସେୟାର କରିବାକୁ ଭୁଲିବେନି

0 128

ଆଜିର ସମାଜ ରେ କିଏ କେମିତି କା ମଣିଷ ଆମେ ତାହା ଜାଣିବା ବହୁତ କଷ୍ଟ କର ହୋଇଥାଏ । ଏମିତି ରେ ଆମେ ଜାଣିଛୁ କି ଦୁନିଆଁ ବହୁତ ସଭ୍ୟତା ରହିଛି ଯେଉଁଥିରେ । ବହୁତ ଲୋକ ଜ୍ଞାନ ଆହୋରଣ କରିଥାନ୍ତି ଏପରି କି ଜ୍ଞାନ ର ବଣ୍ଟନ ବି କରିଥା୍ତି । କିନ୍ତୁ ଏପରି ବେଳେ ଆମେ ଜଣେ ଏପରି ବାବା ଙ୍କ ବିଷୟ ରେ କହିବା ପାଇଁ ଜାଉଛୁ କି ଯେକି କାହାରିକୁ ଜ୍ଞାନ ଦେବା ପାଇଁ ନିଜର ଗୋଡ ଘଷା କରାଇଥାନ୍ତି ।

ଆପଣ ମାନେ ବୋଧ ହୁଏ ଠିକ ଭଆବେ ଜାଣି ନଥିବେ କି ବାବା କେଉଁ ମାନେ ହୋଇଥାନ୍ତି୍ । ଆମେ ଆପଣଙ୍କୁ କହୁଛୁ କି ଯେଉଁଣାମନେ କାର୍ଯ୍ଯ କରିବା ପାଇଁ ସକ୍ଷମ ହୋଇ ନଥାନ୍ତି ସେହି ମାନେ ହିଁ ନିଜ ଜୀବନ ରେ ବାବାଜି ର ଭେଷ ହୋଇ ବସିଥାନ୍ତି ।ଆମ ଜୀବନ ରେ ଖାଦ୍ଯ ହେଉଛି ଗୋଟିଏ ବଡ ଜିନିଷ ଯେଉଁ ଟା କି ଆଣ ଜୀବନ ରେ ବହୁତ ମହ୍ବତ ରଖିଥାଏ ।

ଏମିତି ରେ ତେବେ ବାବା ମାନେ ନିଜର ପେଟ ପୋଷିବା ପାଇଁ ଭକ୍ତ ଙ୍କୁ ବହୁତ ସୁନ୍ଦର କଥା କହି ଫସାଇ ଥାନ୍ତି ଓ ସେମାନଙ୍କୁ ଲୁଟି ବାରେ ବି ତାଙ୍କର ବହୁତ ବଡ ହାତ ରହିଛି । ହଁ ଆଜ୍ଞା ଆମେ ସେହି ବାବାଙ୍କ ବିଷୟ ରେ କହିବା ପାଇଁ ଜାଉଛୁ ଜାହାଙ୍କ ନାମ ଚିକେନ ବାବା ନାମ ରେ ବି ଜାଇଛେ ।

ଏମିତି ରେ ବହୁତ ବାବା ରହିଛନ୍ତି ଏହି ଦୁନିଆଁ ରେ କିନ୍ତୁ ଏହି ବାବା ଙ୍କ କଥା କିଛି ନିଆରା । ଏହି ବାବା ଙ୍କୁ କୁହାଯାଏ କି ସେ ବହୁତ ପାୱାରଫୁଲ ଏପରି କି ସେ ଜାହା କରି ପାରିବେ ଆମ ଜୀବନ କାଳ ରେ କି ଆମ ଚଉଦ ପୁରୁଷ ବି ଏମିତି କାର୍ଯ୍ଯ କେହି କରି ପାରିବେ ନାହିଁ । ଚିକେନ ବାବାଙ୍କୁ ଯଦି ଆପଣ ଚିହ୍ନି ନାହାନ୍ତି ତେବେ ଉପରେ ଥିବା ଫୋଟ ରୁ ଆପଣ ଚିହ୍ନି ପାରିବେ ।

ଆଜି ଏହି ବାବାଙ୍କ ବିଷୟ ରେ କହିବାର ଅର୍ଥ ଏହାକି ଆମ ଭୁବନେଶ୍ବର ର ବାବା ପ୍ରସନ୍ନ ପାଟସାଣୀ ଓରଫ ଚିକେନ ବାବାଙ୍କ ଗୋଟିଏ ଫୋଟ ବହୁତ ଦିନ ରୁ ସୋସିଆଲ ମିଡିଆ ରେ ଚକର କାଟୁଛି । ଏହା ଲୋକ ମାନଙ୍କ ଭିତରେ ବହୁତ ପରିମାଣ ଭାଇରଲ ହେବାରେ ଲାଗିଛି । ଏମିତି ରେ ବହୁତ ଲୋକ ତ ତାଙ୍କୁ ପ୍ରସଂଶା କରନ୍ତି ।

କିନ୍ତୁ । ଏମିତି ରେ ଆପଣ ଦେଖି ପାରୁଥିବେ କି ବାବା ଗୋଟିଏ ଚୈକି ରେ ବସିଛନ୍ତି । ଲାଗୁଛନ୍ତି କି ସେ ଯେପରି ବହୁତ ବ୍ୟସ୍ତ ରହିଛନ୍ତି ଓ । ତାଙ୍କର କେହି ଜଣେ ଭକ୍ତ ବହୁତ ଶ୍ରଦ୍ଧା ରେ ତାଙ୍କ ଗୋଡ ମାଡି ଦେଉଛି । ଏମିତି ରେ ସୋସିଆଲ ମିଡିଆ ରେ ତାଙ୍କର ଏହି ଫୋଟ ଉଫରେ ବହୁତ କମେଣ୍ଟ ବର୍ଷା ହବାରେ ଲାଗିଛି ।

Loading...
Loading...