ପ୍ରେମିକାର ବିବାହ ଠିକ୍ ହେବାର କିଛି ସମୟ ପରେ ପ୍ରେମିକ ନେଇଥିଲା ଏଭଳି ଏକ ପଦକ୍ଷେପ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ….

0 713

ପ୍ରତିଦିନ ନାରୀ ପ୍ରତି କୌଣସି ନା କୌଣସି ଅତ୍ୟାଚାର ଏବଂ ଅନ୍ୟାୟ ହୋଇ ଆସୁଛି , ଆଜି ଆମେ ଆପଣ ମାନଙ୍କୁ ଏହି ଲେଖାରେ ସେମିତି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସମ୍ପର୍କରେ ଜଣାଇଦେବୁ । ଆଜିର ଦୁନିଆରେ ନାରୀ ମା ନେ କୌଣସି ସମୟ ବି ନିଜସ୍ବ ସ୍ବାଧିନତା ପାଇବାରୁ ନାହାଁନ୍ତି । ପ୍ରତି ସେକେଣ୍ଡରେ ତାଙ୍କୁ ଭୟ ରହିଛି କାରଣ ଏ ଅହଂକାରୀ ରାକ୍ଷସ ଦୁନିଆରେ ରହିଥିବା ପୁରୁଷ ସମାଜ ପ୍ରତିଦିନ ତାଙ୍କ ପ୍ରତି ଅନ୍ୟାୟ କରି ଆସିଛି ।

ଆମେ ଆପଣ ମାନଙ୍କୁ ସିଧା ନେଇ ଯାଉଛୁ ଅଲ୍ଲୀଗଡର ମଡରାକ ଥାନା କ୍ଷେତ୍ରର ଗାଁ କୁ ଯେଉଁଠାରେ 11 ଦିନ ଧରି ଫେରାର ଥିବା ଏକ ଯୁକ୍ତ+2 ବର୍ଷର ଛାତ୍ରୀଙ୍କର ସୁଖିଲା କୂଅରୁ ମୃତ୍ତ ଦେହ ଉଦ୍ଧାର କରାଯାଇଛି ।

ଘଟଣା ଅନୁସାରେ 18 ବର୍ଷୀୟ ଝିଅ ବାହାରକୁ ପରିସ୍ରା କରିବା ପାଇିଁ ଯାଇଥିଲେ ସେହି ସମୟରେ ହତ୍ୟାରୋପି ଏବଂ ତାଙ୍କ ସାଙ୍ଗ ମାନେ ମିଶି ଯୁବତୀ ଙ୍କର ହତ୍ୟା କରି କୂଅକୁ ଫୋପାଡି ଦେଇଥିଲେ ।

ପରିବାର ଝିଅର ନ ଫେରିବା ଦେଖି ବହୁତ ଅତବ୍ୟସ୍ତ ହୋଇପଡିଥିଲେ ଫଳରେ ସେମାନେ ଝିଅର ସନ୍ଧାନ ଖୋଜି ଖୋଜି ଯେତେବେଳେ ନ ପାଇଲେ ବାଧ୍ୟ ହୋଇ ପୁଲିସ୍ ରେ ଏତାଲା ଦେଇଥିଲେ । ଫଳରେ ତାଙ୍କ ମୋବାଇଲ୍ ଚେକ୍ କରାଗଲା , କଲ ହିଷ୍ଟୋରି ଜଣା ପଡିଲା କି ସେ ଲାଷ୍ଟ କଥା ଖେଡିଆ ଖ୍ୱାଜା ନିବାସୀ ଅମିତଙ୍କ ପୁତ୍ର ଭୁରି ସିଂ ମୋବାଇଲ୍ ବାରମ୍ବାର କରିଥିବାର ଜଣାପଡିଲା  ।

ଯାହା ତାରିଖି 27 ଡିସେମ୍ବର ଥିଲା । ଏହା ପରେ ପୁଲିସ ଅମିତ୍ ଙ୍କୁ ଖୋଜାଖୋଜି କରିଥିଲେ କିନ୍ତୁ ତାଙ୍କର ସନ୍ଧାନ୍ ପାଇଲେ ନାହିଁ , କିନ୍ତୁ ସୋମବାର ଦିନ ଅମିତ୍ ଏବଂ ତାଙ୍କ ସାଙ୍ଗ ର ପୁଅ ରମେଶ ଗରିଫ ହୋଇଥିଲେ । ,

ଗିରଫ୍ ପରେ ପୁଲିସ ତାଙ୍କୁ ପଚାରିଥିଲେ ତୁମେ କାହିଁକି ହତ୍ୟା କଲ , ସେ କହିଥିଲେ କି ସେ ଯୁବତୀ ଙ୍କୁ ଆଜକୁ 3 ବର୍ଷ ଧରି ଭଲ ପାଇଆସୁଥିଲେ କିନ୍ତୁ ତାର ବିବାହ ତାଙ୍କର ପରିବାର ଲୋକ ଅନ୍ୟ ଜାଗାରେ ଠିକ୍ କରିଥିଲେ . ଏହା ପରେ ମୁଁ ତାକୁ କହିଥିଲି କି ଏହି ବିବାହ କୁ ମନା କରିବା ପାଇିଁ କିନ୍କୁ ସେ ଓଲଟି ରାଜି ହୋଇନଥିଲା ।

ଏହା ପରେ ଯୁବକ ଜଣଙ୍କ ନିଜ କ୍ରୋଧ ଏବଂ ଅହଂକାର କୁ ଧୈର୍ଯ୍ୟ ଧରି ରଖିପାରିଲେ ନାହିଁ ଉତ୍ତପ୍ତ ହୋଇ ଯୁବତୀ ଙ୍କର ଗଳା ଦବି ହତ୍ୟା କରିଦଇଥିଲେ । ପରେ ପୁଲିସ ଅପରାଧି ଙ୍କର ସମସ୍ତ ବୟାନ ଶୁଣିବା ପରେ ଆସନା ଗାଁର ଜଙ୍ଗଲରେ ଏକ ସୁଖିଲା କୁଅରୁ ଯୁବତୀର ଶବ ଓ ମୋବାଇଲ୍ ଫୋନ୍ ଜବତ କରିଥିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.