Loading...

ପ୍ରେମ ପାଇଁ ପାକିସ୍ଥାନ ଛାଡି ଭାରତ ଆସି ପହଞ୍ଚିଲେ ପାକିସ୍ଥାନୀ ଝିଅ – କହିଲେ ଭାରତ କେଉଁ ସ୍ୱର୍ଗରୁ ଠାରୁ କମ୍ ନୁହେଁ, ଏଠାକାର ଲୋକ ଭଗବାନ ସଦୃଶ..

Loading...

ଭାରତ ଏକ ଧର୍ମନିରପେକ୍ଷ୍ୟ ରାଷ୍ଟ ଅଟେ ।ଜାତି ,ଧର୍ମ ବର୍ଣ୍ଣ .ଭାଷା .ଗୋଷ୍ଟି .ର୍ନିବିଶେଷରେ ସମସ୍ତେ ବଭାରତୀୟ ସନ୍ତାନ ଅଟୁ ।କାଶ୍ମିର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସମସ୍ତ ଭାରତୀୟଙ୍କ ହୃଦୟରେ ସବୁବେଳେ ଦେଶ ପ୍ରତି ସମ୍ମାନର ପ୍ରେମ ଯୁଗେଯୁଗେ ରହିଆସିଛି । ଏହା 29 ଟି ରାଜ୍ୟ 7ଟି କେନ୍ଦଶାସିତ ଅଞ୍ଚଳକୁ ଭାରତ ଏକ ଅବିଭାଜ୍ୟ ରାଷ୍ର୍ଟଭାବେ ପରିଗଣିତ ହୋଇପାରିଛି । ଭାରତ ସର୍ବଦା ରକ୍ତର ନଦୀ ଦେଇ ଗତିକରିଛି ଯେଉଁଥିରେ ହଜାର ହଜାର ସଂଖ୍ୟାରେ ଏ ମାଟି ପାଇିଁ ପ୍ରାଣ ଦେଇଯାଇଛନ୍ତି ଯାହା କହିଲେ ଅତ୍ୟୁକ୍ତି ହେବନାହିଁ ।

ପାକିସ୍ଥାନ ସବୁବେଳେ ଭାରତ ପ୍ରତି ଅନ୍ୟାୟ ଓ ଆକ୍ରମଣ କରିଆସିଛି ବିିଗତ 68ବର୍ଷ ପରେ ମଧ୍ୟ କେହି ପାକିସ୍ଥାନୀଅଧିବାସିଙ୍କର ଭାରତ ପ୍ରତି କୁ ଦୃଷ୍ଟି ଲିଭିନାହିଁଁ । କିନ୍ତୁ ଆଜି ଆମ ସମ୍ମନାକୁ ଏଭଳି ଏକପାକିସ୍ଥାନୀ ସୂଚନା ଆସିଛି ଯାହା ସେମାନଙ୍କ ମୁକରୁ ଭାରତ ଏଭଳି ଦେଶ ଯାହା ସ୍ବର୍ଗଠାରୁ କମ୍ ନୁହେଁବୋଲି କହିଥିବାର କବର ମିଳିଛି ତେବେ ଆସନ୍ତୁ ଜାଣିବା ଏଭଳି ଏକ ପ୍ରେମକାହାଣୀ ସମ୍ପର୍କରେ ଶୁଣିଲେ ଆପଣ ମଧ୍ୟ ବିଶ୍ବାସ କରିପାରିବେନି କି ପାକିସ୍ଥାନ ଭାରତ ପ୍ରତି ଏତେ ଭଲପାଇବା ଅଛି ।

Related image

ପ୍ରେମର ସୁତ୍ରରେ ଏ ଜଗତ ବନ୍ଧା ପ୍ରେମ ଅଛି ତ ସେଠାରେ ଆଉ କୈଣସି ବି ବାଧାବିଘ୍ନ ଅଲଗା କରିପାରିବନି ତେଣୁ ଭଲପାଇବା ଟା ପାପ ନୁହେଁ କିନ୍ତୁ ପ୍ରତାରଣା ଦେବା ଏହା ମସ୍ତବଡ ଅପରାଧ ।ପାକିସ୍ଥାନରକରାଚୀର ଏକ ଯୁବତୀଙ୍କ ସହ , ଭାରତର ମହାରାଷ୍ଟ ର ଏକ ଯୁବକ ଙ୍କ ସହ ପ୍ରେମର କାହାଣି ସୃଷ୍ଟି ହୋଇଥିଲା ।ଯୁବତୀଙ୍କର ନାମ ସାରାହ ଓ ଯୁବକ ଜଣଙ୍କନାମ ମୁସ୍ତଫା

Image result for lovers

ତେବେ ଏହି ଦୁଇଜଣଙ୍କ ଭଲପାଇବା ତାଙ୍କର ଜୀବନର ଗତିପଥକୁ ବଦଳାଇ ଦେଇଥିଲା ଏବଂ ବାହାଘର ପରେ ସାରାହ ଓ ମୁସ୍ତଫାଙ୍କ ଜୀବନରେ ବହୁତ ବାଧାବିଘ୍ନ ଆସିଛି । ଯାହା ସେମାନେ ଭାରତ କୁ ଆସିବା ସମୟରେ ତାଙ୍କୁ ପୁଲିସର କଡା ସିକୁରିଟି କୋଷ୍ଟଲ ଦ୍ବାରା ତାଙ୍କୁ କିଛି ସମୟ ଚେକପ କରାଯାଇଥିଲା ।ସେ ଭାବି ନେଲେ ଆମର ଏ ବିବାହ କୁ ନେଇ କେହି ଖୁସିମତ ନୁହଁନ୍ତି ।

ଏପରି ଭାବରେ କିଛି ଦିନ ଅତିକ୍ରମ ପରେ ମୁସ୍ତଫାଓ ସାରାହ ଉଭୟ ନିଜର ଜିବିକା ର୍ନିବାହ କରିବା ଉଦ୍ଦେଶ୍ୟରେ ଚାକିରୀ ଖୋଜିବା ଆରମ୍ଭ କରିଦେଲେ କିନ୍ତୁ ତାଙ୍କର ଭାଗ୍ୟ ତାଙ୍କ ସହିତ ସାଥ ଦେଇନଥିଲା ଯେଉଁଦ୍ବାରା ସେମାନେ ନିଜ ପେଟକୁ ଦାନା ଦେବାରେ ସେ ଅସଫଳ ହେଉଥିଲେ ।କିନ୍ତୁ ତାଙ୍କର ଏହିପରି ଅବସ୍ଥା ସମ୍ପର୍କରେ ସେ ନିଜ ଆତ୍ମୀୟ ସ୍ବଜନଙ୍କୁ ମଧ୍ୟ ଜଣାଉନଥିଲେ ।

ଏତେ କଷ୍ଟ ପରେ ମଧ୍ୟ ତାଙ୍କର ସେହି ଭଲପାଇବା କ୍ଷୁଣ୍ଣ୍ୟ ହୋଇନଥିଲା ସେମିତି ଆନ୍ତରିକଭାବନା ର ପ୍ରେମରେ ବନ୍ଧାଥିଲେ ।ମୁସ୍ତାଫାଙ୍କ ର ଧର୍ଯ୍ୟ ଓ ଭଲପାିବା ତାଙ୍କୁ ପରିଶେଷରେ ଜଣେ ଫିଲ୍ମ ଜଗତରେ ମେକପ ଆର୍ଟିଷ୍ଟ୍ ଭାବେ କାର୍ଯ୍ୟରତ ଅଛନ୍ତି ଏବଂ ତାଙ୍କ ସ୍ବାମୀଙ୍କର ସଫଳତା ତାଙ୍କ ପଛରେ ରହିଥିବାରୁ ସେ ଆଜି ବହୁତ ଖୁସିରେ ଜୀବନର ଦୁଖଃକୁ ଲୋପ କରିପାରିଛନ୍ତି ।ଯାହା ଫଳରେ ସେ କହିଥିଲେ ଭାରତରେ ବାସକରୁଥିବା ଲୋକଙ୍କ ଭାବନା ପାକିସ୍ଥାନ ଠାରୁ କମ୍ ଏବଂ ଏଠାକାର ଲୋକ ଭଗବାନଙ୍କର ପ୍ରତିରୂପ ଭାବେ ପ୍ରତିବିମ୍ବିତ।

ଯଦିଆପଣ ଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗିଲା ତେବେ ଆମ ଫେସବୁକ୍ ପେଜୁକୁ ଲାଇକ୍ କରନ୍ତୁ ଏବଂ ସେୟାର କରନ୍ତୁ Friend s’ ଓ ଫେମିଲି ଙ୍କ ସହିତ ।ଓ ପୋଷ୍ଟଟି କିଭଳି ଲାଗିଲା ଆମଙ୍କୁ କମେଣ୍ଟ କରି ଜଣାନ୍ତୁ ।

Loading...
Loading...