Loading...

କଣପାଇଁ ! ଆମେରିକାର ଧମକ ପରେ ବି ଗତକାଲି ବାଲେଶ୍ବର ଠାରେ ପୃଥ୍ୱୀ-୨ ମିଶାଇଲର ଅନ୍ଧାରରାତିରେ ହେଲା ସଫଳ ପରୀକ୍ଷଣ । ଗର୍ବରେ ସେୟାର କର

Loading...
0 159

ଏବେକା କ୍ଷେତ୍ରରେ ଆପଣ ଜାଣିଥିବେ କି ଭାରତ ବହୁତ କିଛି ଉନ୍ନତୀ କରିବାରେ ଲାଗିଛନ୍ତି । ଏମିତି ରେ ଆମେ ଆପଣଙ୍କୁ କହିବା ପାଇଁ ଚାହୁଁଛୁ କି । ଏବେ ଭାରତ ଏକ ବଡ ମିସାଇଲ ର ପରିକ୍ଷଣ କରିବା ରେ ଏବେ ସଂମ୍ପୂର୍ଣ୍ଣ ଭାବେ ସଫଳ ହୋଇଛି । ଆମେ ଆପଣଙ୍କୁ କହିବା ପାଇଁ ଚାହୁଁଛୁ କି ଏହି ମିସାଇଲ ର ନାମ ହେଲା ପୃଥୀବି 2 ଓ ଏହି ମିସାଇଲ କୁ ବାଲେଶ୍ବର ସ୍ଥିତ ତିନି ନମ୍ବର ଲଞ୍ଚ ପେଡ ରୁ ଆଜି ସଫଳ ପରିକ୍ଷଣ କରାଯିବା ସହିତ ଏହି ଥିରେ ପୁଣି କିଛି ନୁଆ ନୁଆ ଫିଚର ଯୋଡା ଜାଇଛି ।

ବୋଲି । ଏହି ମିସାଇଲ ଚାହିଁଲେ ସ୍ଥଳ ଭାଗରୁ ସ୍ଥଳ ଭାଗ ପର୍ଯ୍ଯନ୍ତ ଲକ୍ଷ ଭେଦ କରିବା ରେ ଏହି ମିସାଇଲ ବହୁତ ସଫଳ ହୋଇଛି ବୋଲି ବାଲେଶ୍ବର ର ଚିପ କହିଛନ୍ତି । ତେବେ ଏହି ମିସାଇୱ ଗତ ବର୍ଷ ତାରି ଥର ପାଇଁ ପରିକ୍ଷଣ କରିଯିବା ପରେ ବି ଏହା ସଫଳ ହୋଇ ପାରି ନଥିଲା । ହେଲେ ଏପରି ବେଳେ ବର୍ତ୍ତମାନ ସମୟ ରେ ଏହାର ସଫଳ ପରିକ୍ଷଣ ହୋଇ ପାରିଛି ।

ଏହି ମିସାଇଲ ର ପରିକ୍ଷଣ ଫେବୁଆରୀ ମାସ ରେ ଦୁଇ ଥର ପରିକ୍ଷଣ କରିବା ସହିତ ଏହାର ସଫଳ ପରିକ୍ଷଣ କରିବା ରେ ଏବେ ହିଁ ସଫଳ ହୋଇ ପାରିଛି । ଏହା ସହିତ ଆମେ ଆପଣଙ୍କୁ କହିବା ପାଇଁ ଚାହୁଁଛୁ କି ଏହା ଗୋଟିଏ ନିୟମିତ ଭାବେ ବ୍ୟବହାର ସୀଳ ହେଉଥିବା ମିସାଇଲ ଅଟେ ଓ ଏହା ପ୍ରାୟତଃ ଲକ୍ଷ ସ୍ଥଳ ଠାରୁ 355 କିଲୋମିଟର ପର୍ଯ୍ଯନ୍ତ ଲକ୍ଷ ଭେଦ କରିବାରେ ସଖ୍ଯମ ହୋଇଛି ।

ଏହି୍ ଅସ୍ତ୍ର ର ସଫଳ ପରିକ୍ଷଣ ହେବା ପରେ ବର୍ତ୍ତମାନ ସମୟ ରେ ଏହି ଅସ୍ତ୍ର କୁ ବହୁତ ଶିଘ୍ର ଭାରତୀୟ ସେନା ରେ ବି ଭାଗ ନେବା ପାଇଁ ଦିଆଯିବା ସହିତ ଏହି ମିସାଇଲ ର ଓଜନ ପ୍ରାୟ 4.6 ଟନ ରହିଛି ବୋଲି ଜଣଆ ପଡିଛି । ଆପଣ ଙ୍କୁ ଜାଣି ବା ପରେ ବହୁତ ଆଶ୍ଚର୍ଯ୍ଯ ହେବେ କି ଏହା ସଂମ୍ପୂର୍ଣ୍ଣ ଭାବେ ସ୍ବଦେସି ଭାବେ ତିଆରି କରିବା ରେ ସଫଳ ହୋଇଛନ୍ତି ।

ଏଇଥିରେ କୈଣ,ସି ପ୍ରକାରର ଅନ୍ୟ ବ୍ୟବସ୍ଥା ରେ ଏହାର ତିଆରି ହୋଇ ନାହିଁ । ଆମେ ଆପଣଙ୍କୁ କହିବା ପାଇଁ ଚାହୁଁଛୁ କି ଏହାର ପ୍ରଥମ ଭାଗ କୁ 1996 ରେ ପରିକ୍ଷଣ କରିବା ପରେ ଏହି ମିସାଇଲ କୁ 2003 ରେ ସେନା ରେ ଯୋଗ କରାଜାଇ ଥିଲା । ଏବେ ପୁଣି ଏହି ଅସ୍ତ୍ର ର ପରିକ୍ଷଣ ହୋଇଛି ।  ଏହାକୁ ଆଗକୁ ମଧ୍ୟ ସେନା ରେ ୟୋଗ କରାଯିବ ବୋଲି କୁହାଜାଇଛି । ତେବେ ଆପଣ ଆମକୁ କୁହନ୍ତୁ କି ଆପଣଙ୍କୁ ଏହି ମିସାଇଲ କିପରି ଲାଗିଲା ।

Loading...
Loading...