ପୁଣି ଅଡୁଆରେ ପଡିଲା ଚାଇନା । ଶୁଖୋଇ-୩୫ କୁ ବ୍ୟବହାର କରିବା ପାଇଁ କାହିଁକି ଭୟ କରୁଛି ଚାଇନା । ଜାଣନ୍ତୁ ଏହାର ଗୁପ୍ତ ରହସ୍ୟ….

0

ଚୀନ୍ ସହ ଉତ୍ତେଜନା ଚାଲିଥିବା ବେଳେ ନିଜର ଶକ୍ତି ବୃଦ୍ଧି କରି ଚାଲିଛି ଭାରତ ।ଭାରତ ଚୀନ୍ ସୀମାରେ ଗତ ଜୁନ୍ ମାସ 15ତାରିଖରେ ଗଲୱାମ୍ ଘାଟିରେ ସଘଂସ୍ର ହୋଇଥିଲା ଯେଉଁ ଥୀରେ ଭାରତ ର 20ଯବାନ ସହିଦ ହୋଇଯାଇଥଲେ ଚୀନ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲଗିଛି।ଏବଂ ଗଲ୍ଵନ୍ ଘାଟିରେ ସଘଂସ୍ର ପରେ ଚୀନ୍ ଏବେ ହରଦଗଣ ରେ ପଡିଛି।ତେବେ ଚୀନ୍ କୁ ନେଇ ଆଗକୁ ପରିସ୍ଥିତି ଅନିଶ୍ଚିତ ଥିବା ବେଳେ ଭାରତ ଜରୁରୀକାଳୀନ ଅସ୍ତ୍ର ଶସ୍ତ୍ର କିଣି ଚାଲିଛି ଭାରତ ।

ତେବେ ଆପଣ ମାନେ ଜାଣି ଥିବେ ଚୀନ୍ ସୀମା ରେ ଯେ 16 ଅର୍ଥାତ୍ ଶୁଖେଇ ଥାଟି ମେକେଆଇ ବିମାନ ଭାରତ ବିରୁଧ ରେ ଷଡ଼ଯନ୍ତ୍ର ରଚୁଛି । ଚାଇନା ଶୁଖେଇ ଥାଟୀ ଏମକେଆଇ ଠାରୁ ଭାରତ ର ଶୁଖେଇ ଥାଟୀ ଏମକେଆଇ ବହୁତ୍ ଗୁଣ ରେ ଭଲ ଅଟେ ଏକଥା ସତ ସବୁ କ୍ଷେତ୍ର ରେ ଶକ୍ତି ଶାଳୀ ମଧ୍ୟ କିନ୍ତୁ ଚୀନ୍ ପାଖରେ ଶୁଖେଇ ଥାଟୀ ଫାଇଭ୍ ଓ ଯେ 16 ପରି ଯୁଦ୍ଧ ବିମାନ ତାହାର ମୁକାବିଲା ଭାରତ କେମିତି କରିବ ।

ବର୍ତ୍ତମାନ ଭାରତ ର ସେନା ଚୀନ୍ ର ସେନା ସହିତ ସାମିଲ ହୋଇ ପାରି ନାହାଁନ୍ତି । ଭାରତ ର ଶୁଖେଇ ଥାତି ଫାଇବ ଚୀନ୍ ର ଶୁଖେଇ ଥାଟି ଫଇବ ସେତେବେଳେ ସମାନ ହେବ ଯେତେବେଳେ ଚାଇନା ଶୁଖେଇ ଥାଟୀି ଫଇବ କୁ ଭାରତ ର ସୀମା ରେ ଅଟକ ଯାଉଚି ।

ଋଷ କୁ ଚାଇନା ଠାରୁ ଶୁଖେଇ ଥଟି ଫାଇବ ମିଳିବାର ଥିଲା । କିନ୍ତୁ 2016 ରେ ପ୍ରଥମେ ଶୁଖେଇ ଠାତୀ ଫାଇବ ମିଳି ବାର ଥିଲା । ଏହା ସହ 2017 ଡିସେମ୍ବର ରେ ଚାଇନା କୁ ଋଷ ଠାରୁ ଆଉ 10 ଟି ଶୁଖେଇ ଠାଟୀ ଫଇବ ବିମାନ ମିଳି ଥିଲା । ଏହା ରି ମଧ୍ୟ ରେ ଚୀନ୍ ର ଯେ 20 ର ଫଲ୍ସ ବିମାନ ମଧ୍ୟ ଖିଲାସା ହୋଇ ଅଛି ।

କିନ୍ତୁ ଚାଇନା ର ଯେ 20 ର ପ୍ରଥମ ଫ୍ଲାଇତ ପରୀକ୍ଷଣ 2011 ମସିହା ରେ ହୋଇ ଥିଲା । ଏହା 2017 ରେ ଏହି ଉଡାଜାହାଜ ତିଆରି ହେବା ଆରମ୍ଭ ହୋଇ ଥିଲା । 2019 ପର୍ଯ୍ୟନ୍ତ ଚାଇନା ଯେ 20 ପ୍ଲେନ ତିଆରି କରି ଥିଲା । କିନ୍ତୁ ଏବେ ପ୍ରଶ୍ନ ଉଠିଛି ପୁରା ଦାବି ସହିତ କହିଥିଲା ଚାଇନା ରେ ଯେ 20 ସବୁଠାରୁ ଆଗାମୀ ପାଞ୍ଚ ପିଢ଼ି ମଧ୍ୟ ରେ ସବୁଠୁ ଶକ୍ତି ଶାଳୀ ବିମାନ ଅଟେ ।

ଏହିଥୀରୁ ଅନୁମାନ କରାଯାଉ ଅଛି ଚୀନ୍ ର ଫଲ୍ସ ନୀତି ଆପଣେଇ ପାରେ ଚୀନ୍ କେତେ ସିଦ୍ଧ ହସ୍ତ । ଆଉ ଏହି ଦୁନିଆ କୁ ମଧ୍ୟ ଅଛପା ନାହିଁ ଚାଇନା ର କୂଟନୀତି । ଏହା ବର୍ତ୍ତମାନ ର ସବୁଠୁ ବଡ଼ ଅପଡେଟ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.