Loading...

ପୁଣି କମିଲା ସୁନା ଦର _____ ଟଙ୍କା କମିଲା – ବହୁତ କମିଲା ରୂପାଦର

Loading...

ଅଳଂକାର କିଣିବା ସମସ୍ତଙ୍କର ମନ ରହିଥାଏ । କିନ୍ତୁ ପାଖରେ ଅର୍ଥର ସ୍ବଳ୍ପତା ଯୋଗୁଁ ସେମାନେ ନିଜର ସେହି ଭାବନା କୁ ଚାପି ଦେଇଥାନ୍ତି । ଧନୀ ସମ୍ଭାନ୍ତ ଶ୍ରେଣୀର ବ୍ୟକ୍ତି ମାନେ ରୂପା ସୁନା ଇତ୍ୟାଦି ଧାତୁ କୁ କିଣିବା ପାଇିଁ ସମର୍ଥ ହୋଇଥାନ୍ତି । ସାଧାରଣତ ଝିଅ କିମ୍ବା ମହିଳା ମାନେ ସୁାନ କିଣିବା ପାଇିଁ ବହୁତ ଆଗ୍ରହୀ ରହିଥାଏ କାରଣ ନାରୀ ଭୂଷଣମ୍ ଅଳଂଙ୍କାର । ସେମାନେ ଅଳଂଙ୍କାରେ ସଜେଇ ହେବା ପାଇିଁ ବହୁତ ଆଶା ରହିଥାଏ । କିନ୍ତ ଆକାଶ ଛୁଆଁ ଦାମ ଯୋଗୁଁ ସେମାନେ ଆଶା କୁ ମାଟି ତଳେ ପୋତି ଦେଇଥାନ୍ତି ।

ଜାଣନ୍ତି ସୁନାର ରେଟ ସର୍ବଦା 26.000 ରୁ 30.000 ହଜାର ପର୍ଯ୍ୟନ୍ତ ଲଗଭଗ୍ ରହିଥାଏ । ପ୍ରତି ୧୦ ଗ୍ରାମକୁ ସୁନା ଦର ଗତ କାଲି ଅପେକ୍ଷ ୦.୬୬ ପ୍ରତିଶତ କମିଯାଇଛି । ସୁନା ୧୦ ଗ୍ରାମ ପ୍ରତି ଏବେ ୩୭,୬୦୦ ଟଙ୍କାରେ ପହଞ୍ଚିଛି । ସେହପରି ଗତ କାଲି ଅପେକ୍ଷା ରୂପା କିଲୋପ୍ରେତି ୦.୮୧ ପ୍ରତିଶତ କମି ୪୬,୨୧୫ ଟଙ୍କାରେ ପହଞ୍ଚିଛି ।

କୌଣସି ପୂଜା ପଦ୍ଧତି କିମ୍ବା ପର୍ବପର୍ବାଣୀ ଅନୁଷ୍ଟିତ ହେଲେ ଏହାର ଦାମ ହ୍ରାସ ପାଇବାର ଦେଖଯାଏ । କିନ୍ତୁ ବର୍ତ୍ତମାନ ପୁରା ଭାରତ ବାସୀ ମାନଙ୍କ ପାଇିଁ ଖୁସିର ଖବର . ସେପ୍ଟେମ୍ବର ମାସର ପ୍ରଥମ ତାରିଖରୁ ସୁନା ଏବଂ ରୂପା ଦର ପୁରା ଆକାଶ ଛୁଆଁ ରହିଥିଲା ।

ରୂପା କିଲୋ ପ୍ରତି 50 ରୁ ଅଧି୍କ ଥିବା ବେଳେ ସୁନା ଦଶ ଗ୍ରାମକୁ ଚାଳିଶ ହଜାର ଟଙ୍କା ଅତିକ୍ରମ କରିଥିଲା . । କିନ୍ତୁ ଏହାର ଦାମ୍ ବେଶିଦିନ ତିଷ୍ଟି ହୋଇ ରହି ପାରିଲା ନାହିଁ । ସୂଚନା ମୁତାବିକ୍ ଗତ ଗୁରୁବାର ଦିନ ସୁନାର ଦାମ ହ୍ରାସ ପାଇଛି ।

ଏବେ ସୁନା ଦଶ ଗ୍ରାମକୁ 37.600 ହଜାର ଟଙ୍କା ରହିଛି ପୂର୍ବ ଅପେକ୍ଷା ଏହାର ଦାମ୍ 0.66 ପ୍ରତିଶତ ହ୍ରାସ ପାଇଛି ।

ସେହି ପରି ରୂପା କିଲୋ ପ୍ରତି 50 ହଜାର ଥିବା ବେଲେ କାଲି ତାହା 46.215 ରେ ପହଞ୍ଚିଛି । ଯଦି ଆମେ ଦେଇଥିବା ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Loading...
Loading...