Loading...

ଦେଖନ୍ତୁ ଭିଡ଼ିଓ କେମିତି ରାଜଧାନୀର ଜନଗହଳିପୂର୍ଣ୍ଣ ଅଞ୍ଚଳରେ କିଭଳି ନାବାଳିକାଙ୍କୁ ଯୁବକ କରୁଛନ୍ତି . . .

Loading...

ଦିନ ପରେ ନାରୀ ପ୍ରତି ହେଉଥିବା ଅନ୍ୟାୟ ର ସଂଖ୍ୟା ବଡିଚାଲିଛି । ପ୍ରତି ରାଜ୍ୟରେ ନାରୀ ପ୍ରତି ହେଉଥିବା ଅନ୍ୟାୟ ସମ୍ପର୍କରେ ସଂପୂର୍ଣ୍ଣ ବିବରଣୀ ମିଳୁଛି । ନାରୀ ସମାଜ ପ୍ରତି ଏପରି ଅନ୍ୟାୟ ହେବା ଫଳରେ ସମାଜରୁ ନାରୀ ର ସଂଖ୍ୟା ବିଲୋପ ହେବାକୁ ବସିଛି । ପ୍ରତି ପର୍ଯ୍ୟାୟରେ ପ୍ରତି ମୁହୂର୍ତ୍ତରେ ନାରୀ ମାନେ ପୁରୁଷ ମାନଙ୍କ ଦ୍ବାରା ଅତ୍ୟାଚାରିତ ହେଉଛନ୍ତି । ଯେଉଁ ଠାରେ ନାରୀକୁ ସମ୍ମାନ ଦିଆଯାଏ ସେଠାରେ ସ୍ବୟଂ ଭଗବାନ ବିରାଜ ମାନ କରନ୍ତି ଏଥିରେ ତିଳେ ହେଲେ ସନ୍ଦେଃହ ନାହିଁ ।

ଆପଣ ମାନେ ଜାଣିଥିବେ ଉତ୍ତର ପ୍ରଦେଶରେ ବିଶେଷ କରି ନାରୀ ଅତ୍ୟାଚାର ନାରୀ ଦୁଷ୍କର୍ମ .ବଳତ୍କାର ଇତ୍ୟାଦି ଅଧିକ ରହିଥାଏ । ଆଜି ପୁରୁଷ ପାଇିଁ ନାରୀ ଟିଏ ଦିନ ରେ ଏକା ଯିବ ପାଇିଁ ଭୟଭିତ କରୁଛି କାରଣ ଏ ଯଦି କୌଣସି ଝିଅ ଯାଉଥିବାର ପୁରୁଷ ମାନେ ଦେଖନ୍ତି ତେବେ ସେମାନେ ଯେମିତି ତାଙ୍କୁ ଗୋଟା ଖାଇଯିବେ ସେହିପରି ବ୍ୟବହାର ଦେଖାନ୍ତିମ । ନାରୀ ପ୍ରତି ହେଉଥିବା ଅନ୍ୟାୟ ତଥା ଅସାଦଚଣ ବ୍ୟହବାର ପ୍ରାୟ ପ୍ରତି ରାଜ୍ୟ ରେ ହେଉଛି ।

ଆଜି ଆମେ ସେମିତି ଓଡିଶା ରାଜ୍ୟର ରାଜଧାନୀ ଏକ ଜନଗହଳି ଅଞ୍ଚଳରେ ଯୁବକ ଜଣଙ୍କ ମହିଳା ଙ୍କୁ ଅସଦାଚଣ କରୁଥିବାର ଏକ ଭି଼ଡିଓ ବର୍ତ୍ତମାନ ଭାଅରାଲ ହୋଇଛି । ଏହି ଘଟଣା ଟି ପ୍ରାୟ ଗୋଟିଏ ସପ୍ତାହ ହୋଇଗଲାଣି । କିନ୍ତୁ ସିସିଟିଭି ଫୁଟେଜ୍ ରେ ନଜର ଆସିଥିବା ଯୁବକ ଙ୍କର ଏହି ଅସଦାଚଣ ଭିଡିଓ ବର୍ତ୍ତମାନ ସେ ମୋବାଇଲ ରୁ ଅନ୍ୟ ମୋବାଇଲ କୁ ଭାଇରାଲ ହୋଇଚାଲିଛି ।

ତେବେ ଏହି ଘଟଣା ସ୍ମାଟ ସିଟି ରାଜଧାନୀ ଭୁବନେଶ୍ବର ଗଳି ମଧ୍ୟୟରେ । କେମିତି ଯୁବକ ଜଣଙ୍କ ମହିଳା ଙ୍କୁ ଅସମାଜିକ କଥା କହି ଅସାଦତଚରଣ ବ୍ୟବହାର ଦେଖାଉଛି ତେବେ ପୁଲିସ ପାଖରେ ଅଭିଡେନ୍ସ ଥିଲେ ମଧ୍ୟ ପୁଲିସ ଅନ୍ଧ ହୋଇ ବସିରହିଛି କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ ଖୋଲା ଅପରାଧି ଙ୍କ ବିରୁଦ୍ଧରେ ।ସନ୍ଧ୍ୟା ସମୟରେ ନାବାଳିକା ଜଣଙ୍କ ଟିୟୁସନ ରୁ ଫେରୁଥିବା ସମୟ ରେ ସେହି ସମୟରେ ଜଣେ ଯୁବକ ସ୍କୁଟିରେ ଯାଉଥିଲେ ସେ ଯୁବତୀ ର ପାଖ ଧରି ତାଙ୍କୁ ଅଶିଳ ବ୍ୟବହାର ଦେଖାଇଥିଲେ ।

ତାଙ୍କ ସହ ଆଗ କଥା କହି ଯୁବତୀ ଙ୍କ ରାସ୍ତା ଅବରୋଧ କରିବାକୁ ପ୍ରାୟସ କରିଥିଲେ ଯୁବକ ଜଣଙ୍କ ପରେ ନାବାଳିକା ଯୁବକ ଜଣଙ୍କର ଏହି କାର୍ଯ୍ୟକଳାପ ସମ୍ପର୍କରେ 21 ତାରିଖ ଦିନ ଲକ୍ଷ୍ମୀସାଗର ଥାନାରେ ଏଫାୟାର ଦର୍ଜ କରିଥିଲେ । ପୁଲିସ ଅଧିକାରୀ ଝିଅର ଏହି ଅଭିଯୋଗ ପାଇବା ପରେ ଅପରାଧି ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ ।


ପରେ କମିଶନର ପୁଲିସ ର୍ବତନ ପୋଲିସ ଡିଜି ଏସ.ଏନ.ତିୱାରୀ ଯୁବତୀ ଙ୍କର ଏହି ପ୍ରମାଣ ଏବଂ ଅଭିଯୋଗ ପାଇବା ପରେ ଅପରାଧି ଙ୍କ ଉପରେ ଦୃଡ ପଦକ୍ଷେପ ଗ୍ରହଣ କିରିବେ ବୋଲି ପ୍ରତିଶୃତି ଦେଇଥିଲେ । ରାଜଧାନୀ ରେ ଏପରି ନାବାଳିକା ଦୁଷ୍କର୍ମ .ବଳତ୍କାର .ତଥା ଭଷ୍ଟାଚାର ଇତ୍ୟାଦି ଅପରାଧି ର ସଂଖ୍ଯା ଦିନକୁ ଦିନ ତୀର୍ବ ହେବାକୁ ଲାଗିଛି ।ତେଣୁ ଏପରି ଏକ ଅଭିଯୋଗ ପାଇବା ପରେ ଅପରାଧି ଙ୍କୁ ଗିରଫ କରି ତାଙ୍କୁ ଆଜିବନ କାରାଗରରେ ଦଣ୍ଡିତ କରାଯିବା ଉଚିତ୍ ବୋଲି ଅଭିଯୋଗକାରିଣୀ କହିଥିଲେ ।

ଅଭିଯୋଗ ପରେ ମଧ୍ୟ ବି କାର୍ଯ୍ୟାନୁଷ୍ଠାନ ନାହିଁ ଯାହା ଫଳରେ ଅପରାଧି ଖୋଲା ରେ ବୁଲୁଛି । ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Loading...
Loading...