Loading...

୨୮ ତାରିଖରୁ ରାଜ୍ୟରେ ବର୍ଷା । ଜାଣନ୍ତୁ କଣ କହିଲେ ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଲେ କିଛି ଲୋକ

Loading...

ଆସନ୍ତା 28 ତାରିଖ ରୁ ରାଜ୍ଯ ର କିଛି ସ୍ଥାନ ରେ ହୋଇ ପାରେ ରାଜ୍ଯ ର କିଛି ସ୍ଥାନ ରେ ଲଘୁଚାପ ଜନିତ ବର୍ଷା । ଏମିତି ରେ ଆପଣଙ୍କୁ କହିବା ପାଇଁ ଚାହିଁବୁ କି ଏହି ନେଇ ବର୍ତ୍ତମାନ ସମୟ ରେ ରାଜ୍ଯ ସରକାର ଏବେ ନିଜର କାର୍ଯ୍ଯ ଆରମ୍ଭ କରି ସାରି ଲେଣି ଓ ଏମିତି ରେ ସେ ପ୍ରତ୍ୟେକ ଜିଲ୍ଲା ର ଜିଲ୍ଲା ପାଳ ଙ୍କୁ ସୂଚନା ମଧ୍ଯ ଦେଇ ସାରିଛନ୍ତି ବୋଲି ଜଣା ପଡିଛି । ଏପରି ଭାବେ ଏଥର ଜଣା ପଡିଛି କି ତିତିଲି ଠାରୁ ଏହା ବହୁତ ଅଧିକ ମାତ୍ରା ଆସୁଛି ବୋଲି ।

ଏମିତି ସେ ଏହି ବାତ୍ଯା କୁ ନେଇ ବହୁତ ଚିନ୍ତା ରେ ରହିଛନ୍ତି ରାଜ୍ଯ ବାସି । ରାଜ୍ଯ ରେ ଏବେ ପର୍ଯ୍ଯନ୍ତ ବହୁତ ସ୍ଥାନ ରେ ବର୍ଷା କୁ ନେଇ ବହୁତ ଆସଂଙ୍କା ସୃଷ୍ଟି ହୋଇ ସାରିଛି । ଏମିତି ରେ 28 ତିରିଖ ଦିନ ଏହା ଓଡିଶା ର ଉପକୂଳ ମାନେ କେନ୍ଦ୍ରା ପଡା ଓ ଗଞାମ ଆଦି ସ୍ଥାନ ରେ ଅଧିକ ମାତ୍ରା ଦେଖା ଦେଇ ପାରେ ବୋଲି କହିଛନ୍ତି ।

ଠିକ୍ ଏମିତି ଭାବେ ଆଇ ଏମ୍ ଡି ମଧ୍ଯ ଏମିତି କହି ଥିବାର ଜଣା ପଡିଛି । ଏମିତି ରେ ଏହି ବାତ୍ୟା ଏବେ ଗୋଟିଏ ସାଇକ୍ଲୋନିକ୍ ର ରୁପ ନେଇ ସାରିଛି ଓ ଏମିତି ରେ ଏହା ବର୍ତ୍ତମାନ ସମୟ ରେ ମିୟାମାର ଆଡକୁ ଆଗେଇ ଜାଉଛି ବୋଲି ଜଣା ପଡିଛି ଏମିତି ରେ ଏହି ବାତ୍ୟା ମିୟାମାର ରୁ ଉତ୍ତର ପୂର୍ବ ଆଡକୁ ଆସି ପାରେ ବୋଲି ଜଣା ପଡିଛି ଓ ସେ ବି ଓଡ଼ିଶା ଅଭିମୁଖେ । ତେବେ ଏମିତି ରେ ରାଜ୍ୟ ର ରିଲିଫ କମିସନର ଓ ରାଜ୍ୟ ବାତ୍ୟା ଆଶ୍ରୟ ସ୍ଥଳି ଗୁଡିକୁ ଏବେ ସଠିକ୍ କରିବା ରେ ଲାଗି ପଡିଛନ୍ତି ।

ଏମିତି ବେଳେ ରାଜ୍ୟ ର ଜଳ ବାୟୁ ମୁଖ୍ଯ ସରତ ଚନ୍ଦ୍ର ସାହୁ କହିଛନ୍ତି କି ଆସନ୍ତା 24 ଘଣ୍ଟା ଭିତରେ ଏହି ପ୍ରଭାବ ରେ କିଛି କିଛି ସ୍ଥାନ ରେ ବର୍ଷା ର ସମ୍ଭାବନା ରହି ପାରେ । ଖାସ୍ ଏଇଥି ପାଇଁ ବର୍ତ୍ତମାନ ସମୟ ରେ ସନ୍ଧ୍ଯା ଓ ସକାଳ ସମୟ ରେ ପ୍ରବଳ କୁହୁଡି ରହିବା ସହିତ ବହୁତ ଶୀତ ଅନୁଭୁତ ହୋଇ ପାରେ ବୋଲି କହିଛନ୍ତି । ଏମିତି ବେଳେ ପ୍ରକୃତ ରେ ଆସନ୍ତା କାଲି ଶୁଧା ଆସୁ ଥିବା ସାଇକ୍ଲନିକ୍ ଷ୍ଟ୍ରମ୍ ର ଦିଗ ବଦଳାଇବା ପରେ ହିଁ ତାହାର ଚିତ୍ର ପ୍ରଷ୍ଟ ସାମ୍ନା କୁ ଆସିବ ବୋଲି ଜଣା ପଡିଛି ।

ଏହି ସୂଚନା ଅନୁସାରେ ଆନ୍ତର୍ଯାତୀୟ ପାଣି ପାଗ ସୂଚ଼ନା କେନ୍ଦ୍ର ବା ସ୍କାୟ ମେଟ ଜାହା ସୂଚନା ଦେଇଛି ତାହା ଅନୁସାରେ ଜଣା ପଡିଛି କି ଆସନ୍ତା 28 ତାରିଖ ର ସୁଧା କେଟ୍ ନାମକ ଏହି ଗୃର୍ଣ୍ଣି ବାତ୍ୟା ଓଡ଼ିଶା ରେ ଲେଣ୍ଡ କରିବ ବୋଲି । ଏହା ମାନେ ହେଲା ଉତ୍ତର ଓଡ଼ିଶା ରେ ସ୍ଥଳ ଭାଗରେ ଛୁଇଁବାର ବହୁତ ସମ୍ଭାବନା ରହିଛି ବୋଲି । ସୂଚନା ମିଳିଛି ।

Loading...
Loading...