ରାଜ୍ୟ ରାଜ୍ୟରେ କୋରୋନା ଭୟ : ବନ୍ଦ ହେବ ସମସ୍ତ ସ୍କୁଲ ! ଜଣାନ୍ତୁ ରାଜ୍ୟ ରେ କେତେ ଦିନ ବନ୍ଦ ରହିବ ସ୍କୁଲ

ବର୍ତ୍ତମାନ କୋରନା ଲୋକଙ୍କ ଦ୍ବାର ମୁହଁରେ ଅଛି ଯାହା କୌଣସି ବି ମୁହ୍ବର୍ତ୍ତରେ ବି ଆସିପାରେ । ଭାରତରେ କରୋନା ଭାଇରସ୍ ରୋଗୀ ଚିହ୍ନଟ ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏବେ ଯାଏଁ 29 ଜଣ ରୋଗୀ ଚିହ୍ନଟ ହୋଇଥିବା ଜଣା ପଡିଛି। କରୋନା ଜୀବାଣୁ ଦ୍ରୁତ ଗତିରେ ବ୍ୟାପିଥିବା ସବୁଠାରୁ ବିପଜ୍ଜନକ ସଂକ୍ରମଣରେ ପରିଣତ ହୋଇଛି।

ବର୍ତ୍ତମାନ କୋରନା ଲୋକଙ୍କ ଦ୍ବାର ମୁହଁରେ ଅଛି ଯାହା କୌଣସି ବି ମୁହ୍ବର୍ତ୍ତରେ ବି ଆସିପାରେ । ଆଗରୁ କୋରନା ଭାଇରସ ଚୀନର ଦେଶବାସୀ ଙ୍କର ଖାଦ୍ୟକୁ ନେଇ ଅନେକ କଥା ସୋସିଆଲ ମିିଡିଆରେ ଚର୍ଚ୍ଚା ହୋଇଛି , ଏବେ ଆପଣ ମାନଙ୍କୁ କହିରଖୁଛିୁ କି କୁକୁଡା ଶରୀର ରେ ମଧ୍ୟ କୋରନା ର ଭୁତାଣୁ ଜନ୍ମିଛି ଯାହା ବର୍ତ୍ତମାନ ସମୟ ରେ ସମସ୍ତ ଙ୍କୁ ସତର୍କ କରାଯାଇଛି ।

ତେବେ କରୋନା ର ଭୟକୁ ଅନୁଧ୍ୟାନ୍ନ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ସ୍କୁଲ କୁ ଛୁଟି ରଖିବା ପାଇିଁ ନିଷ୍ପତି ନେଇଛନ୍ତି । ସୂଚନାଯୋଗ୍ୟ, କରୋନା ଭାଇରସ ସଂକ୍ରମଣରେ ବିଶ୍ୱବ୍ୟାପୀ 3252ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 95 ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି ।

କରୋନା ଭାଇରସ ଭାରତରେ କାୟା ବିସ୍ତାର କରିଛି ଏବଂ ଏପର୍ଯ୍ୟନ୍ତ ଯଦିଓ କେହି ମରି ନାହାନ୍ତି ତଥାପି 29 ଜଣ ଲୋକ ସଂକ୍ରମିତ ଥିବା ଜଣାଯାଇଛି ।ଓଡ଼ିଶାରେ ‘କରୋନା’ରେ କେହି ଏଯାବତ୍ କେହି ଆକ୍ରାନ୍ତ ହୋଇନଥିଲେ ମଧ୍ୟ ରାଜ୍ୟ ସରକାର ଏନେଇ ସଚେତନତା ଆରମ୍ଭ କରିଛନ୍ତି , ‘

କରୋନା’କୁ ନେଇ ଗତକାଲି ରାଜ୍ୟ ସରକାର ସତର୍କ ସୂଚନା ଜାରି କରିଥିବା ବେଳେ ଆଜି ସ୍କୁଲ ପିଲାମାନଙ୍କ ଭିତରେ ସଚେତନତା କରିବା ପାଇଁ ଓଡ଼ିଶା ସ୍କୁଲ ଏଜୁକେଶନ୍‌ ପ୍ରୋଗ୍ରାମ ଅଥରିଟି) ଡିଇଓ, ଡିପିସି ଓ ବିଇଓଙ୍କୁ ଚିଠି ଲେଖିଛି । ଏହା ସହିତ ସମସ୍ତଙ୍କୁ ସଫା ସୁତୁରା ରହିବା ପାଇିଁ ଉପଦେଶ ଜାରି କରାଯାଇଛି ଏହା ସହିତ ଛାତ୍ର ଛାତ୍ରୀ ମାନେ କୌଣସି କାରଣରୁ ଛିଙ୍କିଲେ ମୁହଁରେ ରୁମାଲ ବ୍ୟବହାର କରିବା ପାଇିଁ ଉପଦେଶ ଜାରି କରାଯାଇଛି ।

ଗତକାଲି ନବୀନ ଙ୍କ ସମେତ ଅନେକ ମନ୍ତ୍ରୀ ଏବଂ ସଚୀବ ଙ୍କୁ ନେଇ କରୋନା ଭାଇରସ ର ସମୀକ୍ଷା ପାଇିଁ ବସିଥିଲା ବୈଠକ । ତେବେ ଏହି ବୈଠକ ରୁ ଜଣାପଡିଥିଲା କି ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ କୁ ଛୁଟି ମଞ୍ଜୁର କରାଯିବ , ବର୍ତ୍ତମାନ ଏହି ଭାଇରସ ର ମାତ୍ରା ନ ଥମିବା ପର୍ଯ୍ୟନ୍ତ ସ୍କୁଲ ଛୁଟି ରହିବ ବୋଲି ବିଭାଗୀୟ ସଚିବ କହିଛନ୍ତି ।

ସେ ପଟେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି କି ଓଡିଶାରେ କରୋନାର ଏତେ ପର୍ଯ୍ୟନ୍ତ କୌଣସି ତିହ୍ନଟ ହୋଇନାହିଁ ତେଣୁ ରାଜ୍ୟରେ ସ୍କୁଲ ବନ୍ଦ କରିବା କୌଣସି ଆବଶ୍ୟକ ନାହିଁ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।