Loading...

ରାନୁ ମଣ୍ଡଳ ଙ୍କୁ ମିମିକିରି କରିଥିବା ରୁ ଯେଉଁମାନେ ପପୁ ପମ ପମ ଙ୍କୁ ସମାଲୋଚନା କରୁଛନ୍ତି ସେମାନଙ୍କୁ ଗୋଟିଏ ପ୍ରଶ୍ନ ?

Loading...

ଷ୍ଟେସନ ଗାୟିକାରୁ ସିଧା ରାତାରାତି ଷ୍ଟାର ପାଲଟିଥିବା ରାନୁମଣ୍ଡଳ ଙ୍କ ଗୀତକୁ କପି କରି ହାସ୍ୟ ଅଭିନେତା ଯେଉଁ ବିବାଦ ନିଜି ଆଡକୁ ଟାଣି ଆଣିଥିଲେ ତାହାକୁ ନେଇ ରାଜ୍ୟରେ ତିର୍ବ ପ୍ରଶଂସା ରହିଛି । ସୋସିଆଲ ମିଡିଆ ପପୁ ଙ୍କର ଏହି କାର୍ଯ୍ୟକଳାପ କୁ ନେଇ ତାଙ୍କୁ ଓଲିଉଡ୍ରୁ ବ୍ୟାନ କରିବା ପାଇିଁ ତୀବ୍ର ପ୍ରକାଶ କରିଥିଲେ । ତେବେ ପପୁ ଙ୍କର ଏହି କାର୍ଯ୍ୟକଳାପ କୁ ନେଇ ସୋସିଆଲ ମିଡିଆରେ ତିବ୍ର ନିନ୍ଦା ହେଉଥିବା ସ୍ଥଳେ ପୁଣି ହାସ୍ୟ ଅଭିନେତା ପପୁ ପମ୍‌ପମ୍‌, ରାନୁଙ୍କୁ ପରିହାସ କରିବା ପରେ ଚିରାଚରିତ ଢଙ୍ଗରେ କ୍ଷମା ମାଗିଲେ ଯାହା ବର୍ତ୍ତମାନ ସମୟରେ କୁହାଯାଉଛି ଗୁଇିଁଠା ମାରି ପୁଣି ବିଷ୍ଣୁ ।

ସେ ରାନୁ ଙ୍କୁ ଯେଉଁ ପରିହାସ ତଥା ଚାଛଲ୍ୟ କରିଥିଲେ ତାହା ଲାଗି ପପୁ ତାଙ୍କ ଭୁଲରେ ଅନୁତାପ କରି କ୍ଷମା ପାର୍ଥନା କରିଛନ୍ତି । ତେବେ ପପୁ ପମ୍ ପମ୍ ଜଣେ ହାସ୍ୟ କମେଡି ଅଭିନେତା ସେ ନିଜର ପ୍ରତିଭା ମାଧ୍ଯମରେ ଦର୍ଶକ ମାନଙ୍କୁ ଆକର୍ଷିତ କରାଇ ତାଙ୍କ ଆଡକୁ ଟାଣି ଆଣି ପାରୁଥିବା ଅଭିନେତା । ତେବେ ପପୁ କଣ ଏହା କରି ଅର୍ଥାତ୍ ରାନୁ ଙ୍କର ଗୀତ ଏବଂ ତାଙ୍କ ଗେଟପ୍ କୁ ମିମିକରି କରିଥିବା ଘଟଣା ଟା କଣ ବାସ୍ତବରେ ଅପରାଧ ।

କିନ୍ତୁ ଏହି କଥା କୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ନୂଆ ଢାଞ୍ଚା ଦେଖାଯାଇଛି କିଛି ଦିନ ତଳେ ପପୁ ଏହି ଘଟଣା ର ସିକାର ହୋଇଥିଲେ ଏବଂ ଗତ କାଲି ସେ ରାନୁଙ୍କୁ କ୍ଷମା ଭିକ୍ଷା କରିଥିଲେ । ଯାହା ଫଳରେ ମିଡିଆ ଏହାକୁ ନେଇ ପପୁ ଙ୍କ ବିଷୟରେ ଅନେକ କମେଣ୍ଟ କରି ତାଙ୍କୁ ଲଜ୍ଜିତ କରିଥିଲେ । ତେବେ ପପୁ ଙ୍କୁ କିଛି ଲୋକ ଏହି ଘଟଣା କୁ ନେଇ ନିନ୍ଦା କରୁଥି୍ବା ବେଳେ ଆଉ କିଛି ଲୋକ ଏହାକୁ ପ୍ରଶଂସା କରିଥିବାର ସୂଚନା ଏବେ ଭାଇରାଲ ।

Image result for ranu mandal papuପପୁ ଙ୍କର ଫ୍ୟାନ୍ କହିଛନ୍ତି ଆମ ରାଜ୍ୟର ମୁଖ୍ୟ ମନ୍ତ୍ରୀ ନନୀନ ପଟ୍ଟନାୟକ ଙ୍କୁ ନେଇ ମଧ୍ୟ ଲୋକ ଅଟହାସ୍ୟ କରୁଛନ୍ତି ତେବେ ସେ କହିଥିବା” ଆପଣ ମାନେ ଖୁସି ତ ” । ଏହି କଥାକୁ ନେଇ ସୋସିଆଲ ମିଡ଼ିଆରେ ଲୋକ ତାଛଲ୍ୟ କରିଥିଲେ ଏବଂ କରୁଛନ୍ତି ମଧ୍ଯ ବିରୋଧି ଙ୍କ ଠାରୁ ଆରମ୍ବ କରି ଜନସାଧାରଣ ମଧ୍ୟ ଆପଣ ମାନେ ଖୁସି ତ ଶଦ୍ଧ କୁ ନେଇ tiktok ମଧ୍ୟ ବନାଉଛନ୍ତି ।

Image result for ranu mandal papu

ନବୀନ ଆଗରେ ନାରୁ କିଛି ନୁହଁନ୍ତି ତେବେ ବଲିଉଡ୍ର ଅନେକ ଅଭିନେତା ଆମ ମୁଖ୍ୟମନ୍ତ୍ରୀ ଙ୍କୁ ମିମିକରି କରୁଛନ୍ତି ତାହା କଣ ଅପମାନ ନୁହେଁ । ଠିକ୍ ସେହିପରି ହାସ୍ୟ ଅଭିନେତା ପପୁ ସେ ଦର୍ଶକ ମାନଙ୍କୁ ହସେଇବା ପାଇିଁ ରାନୁଙ୍କର ଗୀତ କୁ କପି କରି ଗାନ କରିଥିଲେ ତାହା କଣ ଅପରାଧ ହୋଇଗଲା ।ତେବେ ମିଡିଆ ଭାଇଙ୍କୁ ଅନୁରୋଧ କି ଆଉ ପପୁ ଙ୍କ ବିଷୟରେ ବେଶି କିିଛି ଆଲୋଚନା ନକରି ଅଯଥା କମେଣ୍ଟ କରନ୍ତୁ ନାହିଁ କିମ୍ବା ଆଉ ରଙ୍ଗ ଦେଖନ୍ତୁ ନାହିଁ ।

ତେଣୁ ପପୁ ଙ୍କ ବିଷୟରେ କୌଣସି ଖରାପ କଥା କହିବା ଉଚିତ୍ ମନେନୁହେଁ କାରଣ ସେ ଦର୍ଶକ ମାନଙ୍କୁ ହସେଇବା ପାଇିିଁ କିରିଥିଲେ ।ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Loading...
Loading...