Take a fresh look at your lifestyle.

ରାସ୍ତା ଉପରେ ଯାଉଥିବା ସମୟରେ ପ୍ରଧାନମନ୍ତ୍ରୀଙ୍କର ଗାଡିର ଟାୟର ଯଦି “ପଂଚର” ହୋଇଯାଏ ତେବେ କଣ ହେବ ?

0 431

ଆପଣ ମାନେ ଭାରତ ଏବେ ସପୂର୍ଣ୍ଣ ବିକଶିତ ଦିଗ ଆଡକୁ ଗତି କରିବାରେ ଲାଗିଛି । ଆଗ ଅପେକ୍ଷା ଏବେ ଭାରତରେ ବହୁତ ପରିବର୍ତ୍ତନ ପରିଲିଖିତ ହୋଇଛି । ଯଦି କେହି ଦେଶର ବିକାଶ ର ପଥ କୁ ଅନୁଧ୍ୟାନ କରିବ ତେବେ ସେ ନିଜକୁ ଭାରତୀୟ ବୋଲି ଗର୍ଭ କରିବ । ଭାରତ ଏବେ ବିଶ୍ବର ଧନୀ ରାଷ୍ଟ୍ର ସହ ସାମିଲ ହୋଇସାରିଛି ।ଏପରି କି ଭାରତ ଉପରେ ଶତ୍ରୁ ଆଖି ଉଠି ଚାହିଁବା ପାଇିଁ ମଧ୍ୟ ଭୟ କରିବ ।

ଭାରତର ବିକାଶ ର ଧାରା ବୃଦ୍ଦି ପାଇବା ସହ ସେପଟେ ଦେଶର ପ୍ରଧାନ ମନ୍ତ୍ରୀ ଙ୍କର ସୁରକ୍ଷା ପାଇିଁ ଅନେକ ଉନ୍ନତ ଧରଣ ହୋଇଗଲାନି । କାରଣ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ପ୍ରେଚେଷ୍ଟା କର୍ତ୍ତବ୍ଯ ନିଷ୍ଟା ଯୋଗୁଁ ଭାରତ ର ଉନ୍ନତି ଶୀର୍ଷରେ ପହଞ୍ଚି ପାରିଛି । କେହି ଜାଣନ୍ତି ପ୍ରଧାନ ମନ୍ତ୍ରୀ ଙ୍କର ସୁରକ୍ଷା ପାଇିଁ ପ୍ରତିଦିନ 20 ରୁ ଅଧିକ ସୈନୀକ ରହିଥାନ୍ତି । ତାଙ୍କର ପୁରା ଖ୍ୟାଲ ନେବା ପାଇିଁ ସ୍ବତନ୍ତ୍ର SPG ରହିଥାନ୍ତି ।

Related image

ମୋଦୀ ଙ୍କର ଗାଡି ଉପରେ ଯନ୍ତ୍ର ନେବା SPGକୁ ଦିଆଯାଏ ।ଏପରି ତାଙ୍କର କୌଣସି ଅସୁବିଧା ନ ହେଉ ସେଥି ନିମନ୍ତେ ସେ ପ୍ରତି ଧ୍ଯାନ୍ନ ରଖିଥାନ୍ତି।ତେବେ କଥା ଏହା କି ଯଦି ରାସ୍ତା ଉପରେ ଯାଉଥିବା ସମୟରେ ପ୍ରଧାନମନ୍ତ୍ରୀଙ୍କର ଗାଡିର ଟାୟର ଯଦି “ପଂଚର” ହୋଇଯାଏ ତେବେ କଣ ହେବ ଏହି କଥା ଅନେକ ଲୋକ ଜାଣନ୍ତି ନାହିଁ ।

Image result for car tyre puncture

ଯଦି ତାଙ୍କ ଗାଡ଼ି ପଂଚର ହୋଇଯାଏ ତେବେ ତାହା ଗୋଟେ ଘଣ୍ଟା ରେ 320 କିଲୋ ମିଟର ପର୍ଯ୍ୟନ୍ତ ଗତି କରିବ ।ସେ ଯେଉଁ ଆଡକୁ ରାଲେ କିମ୍ବା କୌଣସି କାମ ପାଇିଁ ଯାଆନ୍ତି ତାଙ୍କର ସୁରକ୍ଷା ନିମନ୍ତେ SPG ରହିଥାନ୍ତି ।ତାଙ୍କ ପାଖରେ ଏମିତି ଶକ୍ତାଶାଳୀ କ୍ଷମତା ରହିଛି ଯିଏ କି ସେମାନେ ଗୋଟେ ମିନିଟରେ ଅନେକ ଟେରରିସ୍ଟକୁ ମାରି ପାରିବେ । ଏହି ଯବାନ ମାନେ କେବଳ ପ୍ରଧାନ ମନ୍ତ୍ରୀ ଙ୍କ ସୁରକ୍ଷା ପାଇିଁ ନିୟୋଜିତ ।

Image result for modi in tight security car

ସେ ଯେଉଁ ଆଡକୁ ଯିବେ ସେମାନେ ତାଙ୍କ ସହ ଯାଇଥାନ୍ତି ।ଏବେ 3 ହଜାରରୁ ଅଧିକ ରହିଛନ୍ତି SPG ଯବାନ । ପ୍ରଧାନ ମନ୍ତ୍ରୀ ଗାଡିରୁ ଉହ୍ଲାଇବା ପରେ ଯବାନ ମାନେ ତାଙ୍କ ଚାରିପାଖେ ଘେରିଯାଆନ୍ତି । ପିଏମ ଙ୍କ ର ପ୍ରୋଗ୍ରାମ ଥିବା ଜାଗାକୁ ଯିବା ପୂର୍ବରୁ ସାତ ଦିନ ଆଗରୁ ସେହି ସ୍ଥାନ କୁ ସପୂର୍ଣ୍ଣ ଚେକ୍ କରାଯାଏ । ଯେବେ ପ୍ରୋଗ୍ରାମ ହୋଇଥାଏ ସେହିଦିନ SPG ଯବାନ ପୁରା ଏରିଆକୁ ସଂପୂର୍ଣ୍ଣ ଭାବରେ ଘେରିନିଅନ୍ତି ।

Related image

ପିଏମ ଙ୍କ ଉପରେ ବାହ୍ଯ ଆକ୍ରମଣ ନ ହେବା ପାଇିଁ ଏହାର ପୂରା ବ୍ୟବସ୍ଥା ମଧ୍ୟ କରିଥାନ୍ତି ଯବାନ ମାନେ । ପିଏଣ ଙ୍କର ଷ୍ଟେଜ ଯିବା ଯାଏ ତାଙ୍କ ସହ ଚାରି ଜଣ SPG ଯବାନ ପାଖରେ ରହିଥାନ୍ତି ।ଯଦି ଏହି SPG ଯବାନ ମାନେ କୌଣସି କାରଣ ବସତଃ ସେ ସ୍ଥାନରେ ପହଞ୍ଚିପାରନ୍ତି ନାହିଁ ତେବେ ସେମାନେ ତାଙ୍କ ଉପରେ ଅଫିସର ମାନଙ୍କୁ ଇନଫର୍ମ କରନ୍ତି ।

ଧନ୍ୟବାଦ ଯଦିଆପଣ ଙ୍କୁ ଆମଏହି ପୋଷ୍ଟଟି ଭଲ ଲାଗିଲା ତେବେ ଆମ ଫେସବୁକ୍ ପେଜୁକୁ ଲାଇକ୍ କରନ୍ତୁ ଏବଂ ସେୟାର କରନ୍ତୁ Friend s’ ଓ ଫେମିଲି ଙ୍କ ସହିତ ଓ ପୋଷ୍ଟଟି କିଭଳି ଲାଗିଲା ଆମଙ୍କୁ କମେଣ୍ଟ କରି ଜଣାନ୍ତୁ ।

Leave A Reply

Your email address will not be published.