Loading...

ରାତିରେ ପତ୍ନିଙ୍କ ସହ 15 ମିନିଟ୍‌ ପାଇଁ ଛାଡି ଚାଲିଯାଇ ଥିଲେ । ଘରକୁ ଫେରିଲା ବେଳକୁ ତାଙ୍କର ସବୁ କିଛି ସରି ଯାଇଥିଲା ।

0 2,224

ଓ୍ଵାସିଂଟନ ଡିସି ତାହା ଆମେରିକା ରେ ଅବସ୍ଥିତ ଅଟେ ଏହା ତ ଆପଣ ବହୁତ ଭଲ ଭାବେ ଜାଣିଥିବେ । ଏମିତି ରେ ବହୁତ ପ୍ରକାରର ହତ୍ଯା ତ ଆପଣ ଦେଖି ଥିବେ କିନ୍ତୁ କେବେ କଣ କୁକୁର କାହାର ହତ୍ୟା କରିବାର ଆପଣ ଦେଖିଛନ୍ତି କି । ଏମିତି କେବେ କେବେ ଦେଖିବା ପାଇଁ ମିଳଇ ଥାଏ କିଛଇ ଏମିତି ଗୋଟିଏ ଆମେରିକା ର ଓ୍ଵାସିଂଟନ ଡିସି ଓରୋଫ ଆମେରିକା ରେ ହୋଇଛି । ଯେପରି ଘଟଣା ସେଠାରେ ଘଟିଛି ଆପଣ ବି ଦେଖିଲେ ମୋଟେ ବି ବିଶ୍ବାସ କରି ପାରିବେ ନାହିଁ ।

ଏମିତି ରେ ଘଟଣା ଅନୁଯାୟୀ ମାଲିକ ଘରେ ନିଜ ପୋଷା କୁକୁର କୁ ଛାଡ଼ି ବଜାର କୁ ଜାଇ ଥିଲେ ସେବି ପୁଣି ମାତ୍ର 15 ମିନିଟ ପାଇଁ ଏମିତି । ସେ ସେହି ଠାରୁ ଫେରି ଆସି ଘରେ ୟାହା ଦେଖିଲେ ତାଙ୍କ ଆଖି କୁ କେବେ ବି ବିସ୍ବାଶ ହେଲା ନାହିଁ । ଏମିତି ରେ ତାଙ୍କ ମୁଣ୍ଡ ଚକର ଖାଇଗଲା । ଘରେ ଲୋକ ବୁତ ପ୍ରକାରର ପୋଶା କୁକୁର ରଖିଥାନ୍ତି ଏହାତ ଆପଣ ବହୁତ ଭଲ ଭାବେ ଜାଣି ଥିବେ କିନ୍ତୁ କେବେ କିନ୍ତୁ ସେହି ପୋଷା କୁକୁର ନିଜ ଘର ଲୋକଙ୍କ ଜିବନ ନେବା ଦେଖି ନଥିବେ ।

ଏମିତି ହୋଇ ଥିବା ଲୋକ ର ନାମ ରୋବର୍ଟ ଫେଜର ଅଚେ ଅମିତି ରେ ତାଙ୍କ ପତ୍ନୀ ଙ୍କୁ ସେ ବହୁତ ଭଲ ପାଆନ୍ତି ସେ ଦୁଇବର୍ଷ ତଳେ ଏଞ୍ଜେଲ ଙ୍କୁ ବିହାହ କରିଥିଲେ ପରେ ସେମାନେ ବହୁତ ଖୁସି ରେ ରହିବାରେ ଲାଗିଥିଲେ । ହେଲେ ଏମିତି ବେଳେ ଗତ କାଲି ତାଙଅକ ପ୍ରେମ ରେ ପୁରା ରକ୍ତ ର ଦାଗ ଲାଗି ଜାଇ ଥିଲା ।

ଘଟଣା ଅନୁଯାୟୀ ସେ ଦିନ ସଂନ୍ଧ୍ଯା ବେଳେ ରୋବର୍ଟ ତାଙ୍କ କୁକୁର କୁ ରୁମ୍ ରେ ଛାଡି ଦେଇଜାଇ ଥିଲେ ଏମିତି ରେ ସେହି କୁକୁର ତାଙ୍କ ପାଖରେ ରହିବାର ପ୍ରାୟ 8 ବର୍ଷ ହୋଇ ସାରିଥିଲା । ତିନ୍ତୁ ଏପରି ପରିବର୍ତେ ସେହି କୁକୁର ବହୁତ ରାଗୁଆ ଥିଲା କାରଣ ସେ ବୁଲ ଜାତି ଅଟେ ଜାହାକି କେବଳ ତ ମାଲିକ ଛଡା ଆଉ କାହାରି କଥା ମାନୁ ନଥିଲା । ତେଣୁ ସେ ଦିନ ସଂନ୍ଧ୍ଯା ରେ ରୋବର୍ଟ ଯେତେ ବେଳେ ବଜାରରୁ ଫେରି ଦେଖିଲେ କି ତାଙ୍କର ଅତି ପ୍ରିୟ ସ୍ତ୍ରୀ ରକ୍ତ ଯୁଡୁ ବୁଡୁ ହୋି ପଡିଛନ୍ତି ।

ସେ ପଟେ ତାଙ୍କ ର ସେହି କୁକୁର କେନ୍ କାମୁଡା ଉପରେ କାମୁଡା ଦେଇ ଚାଲିଛି । ଏଭଳି ପରିସ୍ଥିତି ରେ ସେ କଣ କରିବେ ବୋଲି ଭାବି ଚିନ୍ତା ରେ ପଡିଗଲେ । ଏମିତି ରେ ସେ ସାଙ୍ଗେ ସାଙ୍ଗେ ଆମ୍ବୁଲେନ୍ସ ଓ ପୋଲିସ୍ ଙ୍କୁ ଖବର ଦେଇଥିଲେ । ପରେ ପୋଲିସ୍ ଅଧିକାରୀ ର ଲୋକ ମାନଙ୍କୁ ବି ସେହି କୁକୁର କାମୁଡି ଥିଲା । ଓ ଏହା ସହିତ ପତ୍ନୀ ଏଞେଲିନା ଙ୍କୁ ଆମ୍ବୁଲେନ୍ସ ଦ୍ବାରା ମେଡିକାଲ ନିଆ ଜାଇ ଥିଲା କିନ୍ତୁ ତାଙ୍କର ବି ବାଟ ରେ ମୃତତୁ ହୋଇ ଥିଲା ବୋଲି ଘଟଣା ରୁ ଜଣଆ ପଡିଛି ।

Loading...
Loading...