Take a fresh look at your lifestyle.

ଝିଅର ରୁମରେ ମା ବାପା ଲଗେଇ ଦେଲେ CC କ୍ୟାମେରା, ଝିଅ ରୁମରେ ସେମାନେ ଜାହା ଦେଖିଲେ ବହୁତ ଭୟାନକ ଥିଲା ।

0 1,089

ଆପଣ ମାନେ କେବେ ଏମିତି କିଛି କାହାଣୀ ସୁଣି ଥିବେ କି ସେତେ ବେଳେ ଆପଣଙ୍କୁ ବହୁତ ଡର ମାଡିଥିବ ଓ ଏହା ସହିତ ଆପଣଙ୍କର ରୁମ ଟାଙ୍କୁରୀ ଉଠି ଥିବ ତେବେ ଏମିତି ଗୋଟିଏ ଖବର ନେଇ ଆସିଛୁ । ଏମିତି ଆପଣ କେମିତି ଭାବେ ଆତ୍ମା ଓ ଭୁତ ଙ୍କ ଉପରେ ରାୟ ରହିଛି ତାହା ଆମେ ଜାଣି ନାହୁଁ କିନ୍ତୁ ଏମିତି ଗୋଟିଏ ଖବର କୁ ନେଇ ଏବେ ବହୁତ ପରିମାଣ ରେ ଭୟ ଗୋଟିଏ ପରିବାର ଙ୍କ ମଧ୍ଯ ରେ ଏବେ ଦେଖା ଦେବାରେ ଲାଗିଛି ।

ଏମିତି ରେ ଆପଣ ବହୁତ ଭଲ ଭାବେ ଜାଣି ଥିବେ କି କିଛି ଲୋକ ଏମିତି ବି ରହିଛନ୍ତି ଯେଉଁମାନେ କି ନିଦ ରେ ଚାଲି ଥାନ୍ତି ଓ ଏପରି କି ସେମାନେ ସ୍ବପ୍ନ ଦେଖିବା ବେଳେ ବିଛଣା ରୁ ଗଳି ବି ପଡି ଥାନ୍ତି । ଆଜ୍ଞା ଏହି ଏମିତି ଗୋଟିଏ ଘଟଣା ଘଟିଛି ଲୌକ୍ଷନ ରେ ଆପଣ ଏହି ଖବର କୁ ସୁଣି ନିଶ୍ଚିତ ଭାବେ କହିବେ କି ଏହା ଗୋଟିଏ ଫିଲ୍ମ ର ଷ୍ଟୋରି ବୋଲି ନ। କିନ୍ତୁ ଏହା ବହୁତ ମାତ୍ରା ରେ ସତ ଅଟେ । ଘଟଣା ଅନୁଯାୟୀ ପରିବାର ର ଗୋଟିଏ ବୋଲି ଝିଅ ରହି ଥିବା ବେଳେ ତା ଉପରେ ଯେମିତି କାହାର ନଜର ପଡି ଜାଇଥିଲା ।

ଏପରି ବେଳେ ସେହି ଝିଅ ସହିତ ରାତି ରେ ବହୁତ କିଛି ଘଟିବା ରେ ଲାଗିଥାଏ । ଆଉ ଜାହା ତା ସହିତ ଘଟି ଥାଏ ଆପଣ ବି ଦେଖିଲେ ଆପଣଙ୍କ ଦେହ ଟାଙ୍କୁରୀ ଉଠିବ । ଏମିତି ବେଳେ ସେହି ଝିଅ ଟି ପ୍ରତ୍ୟେକ ଦିନ ରାତି ରେ ବିଛଣା କି ଶୋଇବା ପାଇଁ ଜାଇ ଥାଏ କିନ୍ତୁ ଏମିତି ରେ ସେ ଶୋଇ ଉଠିବା ପରେ ତା ଦେହରେ କିଛି ନା କିଛି ପ୍ରକାରର ଦାଗ ବା କାଟିବାର ଦେଖା ଦେଇଥାଏ ।

ଏମିତି ବେଳେ ପ୍ରଥମେ ତ ବହୁତ କମ୍ ହେଉଥିଲା । ଏମିତି କିଛି ଦିନ ଗଲା ପରେ ଧିରେ ଧିରେ ବଢିବା ରେ ଲାଗିଲା ଓ ପ୍ରତ୍ୟେକ ଦିନ ସକାଳୁ ଝିଅ ଦେହ ରେ ଅନେକ କାଟିବା ର ଚିହ୍ନ ସହିତ ଘା ବି ହେବା ପାଇଁ ଲାଗି ଥୀିଲା । ଏମିତି ରେ ଘର ଲୋକ କିଛି ବି ଜାଣି ପାରିଲେ ନାହିଁ କି ରାତି ରେ ଝିଅ ସହିତ କଣ ହେଉଛିୁ ବୋଲି । ଏପରି ବେଳେ ସେମାନେ ଘରେ ଗୋଟିଏ CC TV କେମେରା ଲଗାଇ ଦେଲେ ଓ ପରେ ଜାହା ଦେଖିବା ପାଇଁ ପାଇଲେ ତାହା ପରିବାର କୁ ବହୁତ ଆଶ୍ଚର୍ଯ୍ଯ ମୟ କରାଇଲା ।

କି ଝିଅ ଶୋଇବା ପରେ ନିଦ ରେ ପବନ ରେ ଉଡିବା ପାଇଁ ଲାଗୁଛି । ଏପରି ବେଳେ ସେମାନେ ଗୋଟିଏ ତାନ୍ତ୍ରୀକ ପାଖକୁ ଗଲେ ଓ ପଚାିବାରୁ ସେ କହି ଥିଲେ କି ଏହା କୈଣସି ଭଉତ ର କାର୍ଯ୍ଯ ଅଟେ । ଝିଅ କେବେ ସ୍କୁଲ ପିକନିକ୍ ରେ ଜାଇଥିବା ବେଳେ ଏମିତି ହୋଇଛି ବୋଲି ଜଣା ପଡିଛି ।

Leave A Reply

Your email address will not be published.