Loading...

ବାବୁସାନଙ୍କ ଦୁର୍ଘଟଣା ହେଲା ରସୁଲଗଡ ଛକରେ । କେମିତିକା ହେଲା ଓ କଣ ପାଇଁ ହେଲା ଜାଣନ୍ତୁ !

Loading...
0 246

ଏବେ ଆମ ପାଖରେ ଆସି ପହଚିଛି ଏକ ବହୁତ ଭଡ ଖବର କି । ଭୁବନେଶ୍ବର ରୁସଲଗଡ ଛକରେ ବାବୁସାନ୍‌ଙ୍କ ଆକ୍ସିଡେଣ୍ଟ୍‌ ହୋଇଛି । ତେବେ ଏହି ଓଲିଉଡ ର ସୁପର ଷ୍ଟାର ର କିପରି ହେଲା ଏହି ଆକ୍ସିଡେଣ୍ଟ୍‌ ଆସନ୍ତୁ ଟିକିଏ ବିସ୍ତାର ରୂପରେ ଜାଣିବା । ଓ ଏପରିକି ବର୍ତ୍ତମାନ ସମୟ ରେ କେମିତି ରହିଛନ୍ତି ବାବୁସାନ ।

କଣ ତାଙ୍କ ଦେହ ଅତ୍ୟନ୍ତ ଖରାପ କି କଣ ରହିଛି ସଂମ୍ପୂର୍ଣ୍ଣ ଖବର । ଆପଣ ଜାଣିବା ପରେ ବହୁତ ମାତ୍ରା ଆସ୍ଚର୍ଯ୍ଯ ହେବେ କି ବାବୁସାନ ଙ୍କ ଏହି ଆକ୍ସିଡେଣ୍ଟ୍‌ ପରେ ସେ ଏପରି ଭାବେ ପରିବର୍ତ୍ତନ ହୋଇଛି କି ଆପଣ ଦେଖିଲେ ବି ଚିହ୍ନିବା ବହୁତ ମୁସକିଲ ହୋଇଯିବ । କଣ ଆଜ୍ଞା ଆପଣ ସତ ଭାବିଲେ କି ।

ମୋଟେରୁ ବି ଆଶ୍ଚର୍ଯ୍ଯ ହେବାର କିଛି ବି ନାହିଁ । ଏହି ଆକ୍ସିଡେଣ୍ଟ୍‌ ରୁସଲଗଡ ରେ ହୋଇଛି ସେବି ପୁଣି ଭୁବନେଶ୍ବର ରେ କିନ୍ତୁ ଏହା ତାଙ୍କ ରିୟଲ ଲାଇଫ ରେ ହୋଇନାହିଁ । ତେବେ ଆପଣ କହିବେ କି କେଉଁଠି ହୋଇଛି । ଆମେ ଆପଣଙ୍କୁ କହିଦେଉଛୁ କି ଏହା ତାଙ୍କ ରିଲ୍ ଲାଇଫ ରେ ହୋଇଛି

ହଁ ଆଜ୍ଞା ଆକ୍ସିଡେଣ୍ଟ୍‌ ବି ପୁଣି ତାଙ୍କର ଗୋଟିଏ ଜିନ୍ସ ବାଲି ଙ୍କ ସହିତ ହୋଇଛି । କିନ୍ତୁ ଏଥିରେ ବାବୁସାନ ଙ୍କର କ୍ଷେତ ବିକ୍ଷେତ କିଛିବି ହୋି ନାହିଁ ବରଂ ତାଙ୍କର ଦେହ ଆଗଠୁ ବି ବହୁତ ଭଲ ହୋଇଛି । ଆପଣଙ୍କୁ ଏହି କଥା ର ସଂମ୍ପୂର୍ଣ୍ଣ କଥା କହି ଦେଉଛୁ କି । ବାବୁସାନ ଙ୍କୁ ଆସୁଥିବା ନୁଆ ଫିଲ୍ମ ସୁର ଦାସ ଫିଲ୍ମ ର ସୁଟିଂ ଚାଲୁଥିବା ବେଳେ ସେବି ପୁଣି ରୁସଲ ଗଡ ଛକରେ ଏହି ପରି ଘଟଣା ହୋଇଥିବାର ଜଣା ପଡିଛି ।

ବାବୁଙ୍କୁ ଏହି ଫିଲ୍ମ ଆଗକୁ ଆସୁଥିବା ଦୁର୍ଗା ପୂଜା ରେ ରିଲିଜ ହେବା ପାଇଁ ଯାଉଥିବା ବେଳେ । ବହୁତ ଯୋର ସୋର ରେ ଏହି ଫିଲ୍ମ ର ସୁଟିଂ ଚାଲିଛି । ଓ ଏହି ଫିଲ୍ମ ରେ ଆପଣଙ୍କୁ ଜଣେଇ ଦେଉଛୁ କି ବୁଦାଦିୟ୍ୟ ବାବୁସାନ ଅପେରାଜିତା ମାହାନ୍ତି ଓ ଏପରି ବହୁତ ବଡ ବଡ କଳା କାର କାମ କରୁଛନ୍ତି

ତେବେ ଆପଣ ଙ୍କୁ କହି ଦେଉଛୁ କି ଏହି କିଛି ଦିନ ତଳେ ବାବୁସାନ ଙ୍କ ଆକ୍ସିଡେଣ୍ଟ୍‌ ହୋଇଥିଲା ତାଙ୍କ ଗାଡି କୁ ଗୋଟିଏ ଟ୍ରକ ଧୋକା ଦେଇଥିଲା । ତେଣୁ ଖାସ ସେଇଥି ପାଇଁ ଏହି ଫିଲ୍ମ ରେ ଗୋଟିଏ ଗୀତ ହୋଇଛି କି ଜିନ୍ସ ବାଲି ସାଥିରେ ଆକ୍ସିଡେଣ୍ଟ୍‌ ତେଣୁ ଖାସ ସେଇଥି ପାଇଁ ଏହି ଗୀତ କୁ ରୋସଲ ଗଡ ରେ ସୁଟିଂ କରିବା ସହିତ ବାବୁସାନ ତାଙ୍କର ଏହି ଫିଲ୍ମ କୁ ସମସ୍ତ ଫେନ ଙ୍କୁ ଦେକିବା ପାଇଁ କହିଛନ୍ତି । କାରଣ ଏହା ଖାସ ପ୍ରେମି ମାନଙ୍କ ପାଇଁ ହୋଇଛି ଶ୍ରୀମାନ ସୁର ଦାସ ।

Loading...
Loading...