ରୀମା ଲାଗୁ ଙ୍କ ଝିଅ ଏବେ ଦେଖା ଯାଉଛନ୍ତି ପୁରା ସେକ୍ସି ଓ ହଟ…ତାଙ୍କର ଏହି

ରୀମା ଲାଗୁ ଙ୍କୁ ସମସ୍ତେ ଜାଣିଥିବେ ଯିଏ କି ବଲିଉଡ୍ ର ଜଣେ ଲୋକପ୍ରିୟ ଓ ପରିଚିତ ଅଭିନେତ୍ରୀ।ତାଙ୍କର ସୁନ୍ଦରତା ସହ ମନଲୋଭା ଅଭିନୟ ସମସ୍ତଙ୍କୁ ଆକୃଷ୍ଟ କରିଥାଏ। ୫୯ ବର୍ଷ ବୟସରେ ଗତ ବର୍ଷ ତାଙ୍କର ନିଧନ ଘଟିଛି। ତାଙ୍କୁ ସମସ୍ତେ ମାଆ ଙ୍କ ଚରିତ୍ର ରେ ବେଶ୍ ଭଲ ଭାବରେ ଜାଣିଛନ୍ତି, କାରଣ ସେ ଅଧିକ ତର ସିନେମା ରେ ମାଆ ଭୂମିକାରେ ଅଭିନୟ କରିଛନ୍ତି।ଏହି ଭୂମିକାରେ ଅଭିନୟ ତାଙ୍କୁ ବେଶ୍ ମନିଥାଏ। ଅନ୍ୟ ସମସ୍ତ ଭୂମିକାରେ ମଧ୍ୟ ସେ ଅଭିନୟ କରିଚନ୍ତି କିନ୍ତୁ ପ୍ରାୟତଃ ମା ଭୂମିକାରେ ତାଙ୍କର ଅଭିନୟ ଆକର୍ଷଣୀୟ।

ସଲମାନ୍ ଖାନ୍ ଙ୍କ ମାଆ ଭାବରେ ସେ ଅନେକ ସିନେମାରେ ଅଭିନୟ କରିଛନ୍ତି। ଆସନ୍ତୁ ଆଜି ଜାଣିବା ତାଙ୍କ ବିଷୟରେ କିଛି ଅଜଣା କଥା।ସେ ଏବେ ଆଉ ଦୁନିଆରେ ନାହାନ୍ତି। କିନ୍ତୁ ଲୋକେ ତାଙ୍କୁ ଓ ତାଙ୍କର ଅଭିନୟ କୁ ଏବେ ବି ଝୁରୁ ଛନ୍ତି।

ସେ ମୃତ୍ୟୁ ବରଣ କଲା ପରେ ବଲିଉଡ୍ ଜଗତରେ ତାଙ୍କ କମି ରହି ଯାଇଛି। କାରଣ ସେ ଯେମିତି ଅଭିନୟ କରନ୍ତି ତାର କୌଣସି ତୁଳନା ନାହିଁ। ଲୋକପ୍ରିୟ ଶିରିଏଲ ତୁ ତୁ ମେଁ ମେଁ ରେ ତାଙ୍କର ଅଭିନୟ ଯୋଗୁଁ ଲୋକେ ତାଙ୍କୁ ବହୁତ୍ ପସନ୍ଦ କରୁଥିଲେ।

ଗ୍ରାମର ଏକ ଗାଉଁଲି ମାଆ ଭୂମିକା ରେ ହେଉ କିମ୍ବା ସହରର ମଦର୍ଣ୍ଣ ମା ଭୂମିକାରେ ହେଉ ପ୍ରତି ଟି ଅଭିନୟ କୁ ବହୁତ୍ ନିଖୁଣ ଭାବରେ କରିଥାନ୍ତି ରିମା ଲାଗୁ। କେବଳ ଅନ୍ ସ୍କ୍ରିନ୍ ରେ ନୁହେଁ ନିଜ ବାସ୍ତବ ପ୍ରକୃତ ଜୀବନରେ ମଧ୍ୟ ସେ ଜଣେ ଭଲ ମାଆ ର ଭୂମିକା ତୁଲାଇ ଥାଆନ୍ତି।

ଛୋଟ ପିଲା ବେଳୁ ସିନେମା ରେ କାମ କରିବା ପାଇଁ ତାଙ୍କର ବେଶ୍ ଆଗ୍ରହ ରହିଥିଲା। ଅଭିନୟ ପାଇଁ ତାଙ୍କର ଏତେ ଇଚ୍ଛା ଥିଲା ଯେ ଦଶମ ଶ୍ରେଣୀ ପରୀକ୍ଷା ପରେ ସେ ଅଭିନୟ ଜଗତକୁ ଚାଲି ଆସିଥିଲେ। ବାଳ କଳାକାର ଭାବରେ ମଧ୍ୟ ସେ ୯ ଟି ସିନେମା ରେ ଅଭିନୟ କରିଛନ୍ତି ।

ତାଙ୍କ ଝିଅ ମୃଣ୍ମୟ ମଧ୍ୟ ଏକ ଭଲ କଳାକାର ଅଟନ୍ତି।ସେ ଏବେ ସାଉଥ୍ ଫିଲ୍ମ ଜଗତରେ ଅକ୍ଟିଭ ଅଛନ୍ତି। ହିନ୍ଦୀ ଫିଲ୍ମ ଓ ଟିବି ଶୀରିଏଲ୍ ରେ ସେ ଏବେ ପର୍ଯ୍ୟନ୍ତ ପାଦ ଦେଇ ନାହାନ୍ତି। କିନ୍ତୁ ସେ ତାଙ୍କ ମା ଙ୍କ ଭଳି ଜଣେ ସଫଳ ଓ ଲୋକପ୍ରିୟ କଳାକାର ହେବାକୁ ଇଚ୍ଛା ରଖିଛନ୍ତି।

ଅମୀର ଖାନ୍ ଙ୍କ ଅଭିନୀତ ସିନେମା ଥ୍ରୀ ଇଦିଅଟ ରେ ସେ ଆସେତ କରିଥିଲେ। ତା ଛଡା ସେ ବହୁତ୍ ବଢିଆ ଅଭିନୟ ସାଙ୍ଗକୁ ଜଣେ ଥିଏଟର ନିର୍ଦ୍ଦେଶକ ମଧ୍ୟ ଅଟନ୍ତି। ତଲାସ୍, ଦଙ୍ଗଲ ଭଳି ସିନେମା ରେ ସେ କାମ କରି ସାରିଛନ୍ତି। ସୁନ୍ଦରତା ରେ ସେ କାହାଠୁ କମ୍ ନୁହନ୍ତି। ବହୁତ୍ ଜଲଦି ସେ ହିନ୍ଦୀ ସିନେମା ଜଗତରେ ଓ ଟିଭି ଇଣ୍ଡଷ୍ଟ୍ରି ରେ ପାଦ ଦେଇ ପାରନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।